Posted inଫୁରସତ

ଟ୍ରାଫିକ୍‌ କନଷ୍ଟେବଳ କଲେ ଏମିତି କାମ ଲୋକେ କଲେ ସାଲ୍ୟୁଟ

ଲକ୍ଷ୍ନୌ, ୯।୭: ଉତ୍ତର ପ୍ରଦେଶର ଅଯୋଧ୍ୟା ଟ୍ରାଫିକ୍‌ରେ କାମ କରୁଥିବା ଜଣେ କନଷ୍ଟେବଳ ଏକ ଛୋଟ କାମ କରି ରାତାରାତି ସେଲିବ୍ରିଟି ପାଲଟିଯାଇଛନ୍ତି। ତାଙ୍କୁ ଏବେ ଚାରିଆଡୁ ପ୍ରଶଂସା ମିଳୁଛି। ଜଣେ ବୃଦ୍ଧ ଟ୍ରଲିରେ ପ୍ରବଳ ଜିନିଷପତ୍ର ଲଦିଥିବାରୁ ଟ୍ରାଫିକ୍‌ ପାର୍‌ ହୋଇପାରୁ ନ ଥିଲେ। ଉକ୍ତ କନେଷ୍ଟବଳ ତାଙ୍କ ଟ୍ରଲି ଟାଣି ଟ୍ରାଫିକ୍‌ ପାର୍‌ କରିବାରେ ସାହାଯ୍ୟ କରି ମାନବତାର ପରିଚୟ ଦେଇଥିଲେ। ଏହା ଦେଖି ଟ୍ରାଫିକରେ ଥିବା ଲୋକମାନେ ତାଳି ମାରି ତାଙ୍କ ଉତ୍ସାହ ବଢାଇଥିଲେ। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କନେଷ୍ଟବଳଙ୍କୁ ଦେଶର ପ୍ରକୃତ ହିଲୋ ବୋଲି ୟୁଜର୍ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ଆନନ୍ଦ ଦିଏ ଜ୍ୟୋଲିକୋଟ

ଉତ୍ତରାଖଣ୍ଡର ନୈନିତାଲ ଜିଲାରେ ଅବସ୍ଥିତ ଜ୍ୟୋଲିକୋଟ ହେଉଛି ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ। ପ୍ରାକୃତିକ ବୈଭବରେ ଭରା ଏହି ସ୍ଥାନଟିକୁ ବର୍ଷର ଯେ କୌଣସି ସମୟରେ ବୁଲି...

ଏହି ପ୍ରାଣିକୁ ଡରିଲା ବାଘ, ଜଙ୍ଗଲରେ ଦୌଡ଼ିଲା ଜୀବନ ନେଇ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ମାଲିକ ନୁହେଁ, ବିଶ୍ୱାସରେ ଚାଲେ ଦୋକାନ

ଗୁଆହାଟୀ(ଆସାମ): ଉତ୍ତର-ପୂର୍ବ ଭାରତର ମିଜୋରାମ ଏବଂ ମଣିପୁର ଜାତୀୟ ରାଜପଥ କଡ଼ରେ ଦେଖିବାକୁ ମିଳିଥାଏ ଅନେକ ପାରମ୍ପରିକ ଅସ୍ଥାୟୀ ପରିବା ଦୋକାନ। ଅନେକ ଚାଷୀ ଟଙ୍କା...

ବ୍ୟୁଟି ପାର୍ଲରରେ ସଜ ହେଉଥିଲେ କନ୍ୟା, ମୋବାଇଲକୁ ଆସିଲା ବରଙ୍କ ଆଶ୍ଚର୍ଯ୍ୟକର ମେସେଜ୍‌; ପାଦତଳୁ ଖସିଗଲା ମାଟି

ଲକ୍ଷ୍ନୌ,୩୦।୪: ବ୍ୟୁଟି ପାର୍ଲରରେ ଜଣେ କନ୍ୟା ସଜ ହେବାକୁ ଯାଇଥିବା ବେଳେ ଠିକ୍‌ ଏହି ସମୟରେ ବରଙ୍କର ଏକ ମେସେଜ ଆସିଥିଲା। ଯାହା ସମସ୍ତଙ୍କ ହୋସ୍‌...

ଚର୍ଚ୍ଚିତ ବିବାହ: ଏକାସଙ୍ଗେ ୨ ପ୍ରେମିକାଙ୍କୁ ଜୀବନ ସାଥୀ କଲେ ଯୁବକ

ବେତୁଲ, ୮।୭- ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏଭଳି ଏକ ଖବର ଆସିଛି, ଯାହାକୁ ଶୁଣିଲେ ପ୍ରଥମେ ବିଶ୍ୱାସ ଲାଗିବ ନାହିଁ। ଜଣେ ଯୁବକ ତାଙ୍କର ଦୁଇ...

କ୍ଷେପଣାସ୍ତ୍ରଠୁ ବି ଭୟଙ୍କର ଏହି ଡ୍ରୋନ୍‌, ବିମାନଠୁ ଅଧିକ ଉପରେ ଉଡ଼େ

ନୂଆଦିଲ୍ଲୀ,୭ା୮: ଭାରତୀୟ ବାୟୁସେବା ଜମ୍ମୁ ଏୟାରବେସ୍‌ରେ ଜୁନ୍‌ରେ ଡ୍ରୋନ୍‌ ହମଲା ହୋଇଥିଲା। ଏହା ପରେ ଡ୍ରୋନ୍‌ ଆକ୍ରମଣକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା। ଏଥିସହିତ ଭାରତ...

ଜାଣନ୍ତି କି ଏସି ବଗି କାହିଁକି ଟ୍ରେନ୍‌ର ମଧ୍ୟ ଭାଗରେ ରହିଥାଏ

ଭାରତରେ ରେଳ ନେଟଓ୍ବାର୍କ ବହୁ ବ୍ୟାପକ। କହିବାକୁ ଗଲେ ଏହା ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ବ୍ୟାପିଛି। ଫଳରେ ଦୂରଯାତ୍ରା ସହଜ ହୋଇଥାଏ। ଟ୍ରେନ ରୁଟ୍‌...

ପ୍ରବଳ ଥଣ୍ଡା: ଏଠାରେ ହିଟିଂ ଗ୍ୟାରେଜ୍‌ରେ ଗରମ ହୁଏ ଗାଡ଼ି ଗିୟର ବକ୍ସ୍‌….

ରୁଷିଆର ପୂର୍ବାଞ୍ଚଳରେ ଥିବା ସାଖା ଜିଲାର ୟାକୁଟିଆ ପୃଥିବୀର ସବୁଠାରୁ ଥଣ୍ଡା ଅଞ୍ଚଳଭାବେ ପରିଚିତି ହାସଲ କରିଛି। ଏଠାକାର ତାପମାତ୍ରା ଶୀତଦିନେ ମାଇନସ୍‌ ୫୮ ଡିଗ୍ରୀ...

Advertisement
Archives

Model This Week