ଟ୍ରମ୍ପଙ୍କ ୭୪ ଲକ୍ଷ କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ,୧୯-୩: କରୋନା ପ୍ରଭାବକୁ କମ୍‌ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୭୪ ଲକ୍ଷ କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହା ମଧ୍ୟରୁ ୨୨.୨ ଲକ୍ଷ କୋଟି ଟଙ୍କା କେବଳ ଛୋଟଛୋଟ ଉଦ୍ୟୋଗଗୁଡିକୁ ପ୍ୟାକେଜ ଭାବେ ପ୍ରଦାନ କରାଯିବ। ୧୮.୫ ଲକ୍ଷ କୋଟି ସିଧାସଳଖ ଆମେରିକୀୟଙ୍କ ଖାତାକୁ ଯିବ ବୋଲି ସୂଚନା ରହିଛି। ଆମେରିକାର ୫୦ ରାଜ୍ୟ ଉପରେ କରୋନାର ପ୍ରଭାବ ରହିଛି। ଏଥିରେ ୧୦୫ ଜଣ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁ ପୋକୋ ସି୫୫ ଉନ୍ମୋଚିତ

ନୂଆଦିଲ୍ଲୀ,୨୫ା୨: ଦେଶର ପ୍ରମୁଖ ଉପଭୋକ୍ତା ଟେକ୍ନୋଲୋଜି ବ୍ରାଣ୍ଡ ପୋକୋର ସି-ସିରିଜ୍‌ ସ୍ମାର୍ଟଫୋନ୍‌ ପୋକୋ ସି୫୫ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ନୂଆ ପୋକୋ ସି୫୫ ଏକ...

ଭିମ୍‌ ଆପରୁ ୭ମିଲିୟନ ଡାଟା ଚୋରି ଅଭିଯୋଗ

ମୁମ୍ବାଇ,୨।୬ : ଦିନକୁ ଦିନ ସାଇବର ଅପରାଧ ମାମଲା ବଢୁଥିବା ବେଳେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ମୋବାଇଲ ପେମେଣ୍ଟ ଆପ୍ଲିକେଶନ ଭିମ୍‌ ଆପ୍‌ରୁ...

ଡେପୁଟି ଗଭର୍ନର ପଦବୀ ଦୌଡ଼ରେ ୮ ପ୍ରାର୍ଥୀ

ମୁମ୍ବାଇ,୧୩।୭ : ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ନର ପଦବୀ ଦୌଡ଼ରେ ୮ ପ୍ରାର୍ଥୀ ଦାବିଦାର ରହିଛନ୍ତି। କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଚଳିତ ମାସ...

ବ୍ୟାଡ୍‌ ବ୍ୟାଙ୍କ ସ୍ଥାପନ ନେଇ ରାଜନଙ୍କ ପରାମର୍ଶ

ମୁମ୍ବାଇ: ଘରୋଇ ବଜାରରେ ଅନାଦାୟ ଋଣ (ଏନ୍‌ପିଏ) ବ୍ୟାଙ୍କଗୁଡିକ ଲାଗି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହି ସମସ୍ୟା ସହ ବ୍ୟାଙ୍କଗୁଡିକ ଜୁଝୁଥିବା...

ପାସେଞ୍ଜର ଗାଡ଼ି ବିକ୍ରି: ମାରୁତି-ଟାଟାକୁ କ୍ଷତି, ହ୍ୟୁଣ୍ଡାଇ-ମହିନ୍ଦ୍ରା ଲାଭବାନ

ନୂଆଦିଲ୍ଲୀ,୧୬।୯: ଚଳିତ ଆର୍ଥିକବର୍ଷର ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ମାରୁତି ସୁଜୁକି ଇଣ୍ଡିଆ ଓ ଟାଟା ମୋଟର୍ସର ପାସେଞ୍ଜର ଗାଡ଼ି ବିକ୍ରି ହ୍ରାସ ପାଇଛି। ଅନ୍ୟପକ୍ଷରେ ମହିନ୍ଦ୍ରା...

ବଢିବ କଲ୍‌, ଡାଟା ଦର

ନୂଆଦିଲ୍ଲୀ, ୨-୧୨: ଚଳିତ ମାସଠାରୁ ମୋବାଇଲ ସେବା ମହଙ୍ଗା ହେବ। ପ୍ରମୁଖ ଟେଲିକମ୍‌ କମ୍ପାନୀଗୁଡିକ ଡାଟା ଏବଂ କଲ୍‌ ଦର ବଢାଇବାକୁ ନିଷ୍ପତ୍ତି ନେଇଥିବାରୁ ମୋବାଇଲ...

ଜାଲ୍‌ ଜିଏସ୍‌ଟି ବିଲ୍‌ ମାମଲାରେ ୨୫ ଗିରଫ

ନୂଆଦିଲ୍ଲୀ: ଜାଲ୍‌ ଜିଏସ୍‌ଟି ବିଲ୍‌ ମାମଲାରେ ଜିଏସ୍‌ଟି ସତର୍କତା ମହାନିର୍ଦ୍ଦେଶାଳୟ ପକ୍ଷରୁ ୨୫ ଜଣ ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯାଇଛି। ଏହି ଲୋକମାନେ ରେଡିମେଡ କପଡା, ସୁନା,...

ଅଜିମ ପ୍ରେମଜୀଙ୍କ ବଦାନ୍ୟତା;ପରୋପକାର ଲାଗି ବିକିଲେ ୭,୩୦୦ କୋଟିର ଶେୟାର

ନୂଆଦିଲ୍ଲୀ, ୧୩-୯: ନିଜ ସମ୍ପତ୍ତିର ଏକ ବୃହତ୍‌ ଅଂଶକୁ ପରୋପକାର କାର୍ଯ୍ୟ ଲାଗି ଖର୍ଚ୍ଚ କରିବାକୁ ବିଶିଷ୍ଟ ଶିଳ୍ପପତି ଅଜିମ ପ୍ରେମଜୀ ଚଳିତ ବର୍ଷ ଘୋଷଣା...

Advertisement
Archives

Model This Week