ଟ୍ବିଙ୍କଲଙ୍କର ମେକ୍‌ଅପ୍‌ କଲେ ଝିଅ ନିତାରା

ଲକ୍‌ଡାଉନ୍‌ ଯୋଗୁ ଅଧିକାଂଶ ଲୋକେ ଏବେ ଘରେ ବନ୍ଦ ହୋଇ ରହିଛନ୍ତି। ତେବେ ବଲିଉଡ୍‌ ସେଲିବ୍ରିଟି ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଏହି ସମୟରେ ଅଭିନେତ୍ରୀ ଟ୍ବିଙ୍କଲ ଖନ୍ନା ଝିଅ ନିତାରାଙ୍କ ସହ ସମୟ ବିତାଉଛନ୍ତି। ନିକଟରେ ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମ୍‌ରେ ଟ୍ବିଙ୍କର ନିଜର ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ନିତାରା ମା’ ଟ୍ବିଙ୍କଲଙ୍କର ମେକ୍‌ଅପ୍‌ କରିଛନ୍ତି। ଏହି ନୂଆ ଲୁକ୍‌କୁ ଟ୍ବିଙ୍କଲ ବହୁତ ପସନ୍ଦ ମଧ୍ୟ କରିଛନ୍ତି। ଫଟୋକୁ ଶେୟାର କରିବା ସହ ଟ୍ବିଙ୍କର ଲେଖିଛନ୍ତି, ଛୋଟି ମୋତେ ଏହି ସୁନ୍ଦର ମେକ୍‌ଓଭର ଦେଇଛି। ଆଇବ୍ରୋ ମେକ୍‌ଅପ୍‌ ବହୁତ ସୁନ୍ଦର କରିଛି। ଏଥିସହ ଟ୍ବିଙ୍କର ନିଜ ମେକ୍‌ଅପ୍‌ ଆଟିଷ୍ଟଙ୍କୁ ମୋଶନ କରି ଲେଖିଛନ୍ତି, ନମ୍ରତା ସୋସୀ ତୁମକୁ ଟକ୍କର ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁ ମା’ ହେଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କଲକି କୋଚଲିନ୍‌ ମା’ ହୋଇଛନ୍ତି। ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ବୟଫ୍ରେଣ୍ଡ୍‌ ଗାୟ ହର୍ଷବର୍ଗଙ୍କ ସହ ଲିଭ୍‌ ଇନ୍‌ ରିଲେସନଶିପ୍‌ରେ...

ଦିଲ୍ଲୀ ହିଂସା ନେଇ ଅନୁପମ-ଚେତନ ମୁହାଁମୁହିଁ

ନୂଆଦିଲ୍ଲୀ,୨୭।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ନେଇ ଦିଲ୍ଲୀରେ ହିଂସା ଥମିବାର ନା ଧରୁନି। ଏହାକୁ ନେଇ ବଲିଉଡ୍‌ ଅଭିନେତା ଅନୁପମ ଖେର୍‌ ଏବଂ ଲେଖକ ଚେତନ...

ଅମିତାଭଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁନାହାନ୍ତି ଏହି ନିର୍ଦ୍ଦେଶକ

ମହାମାରୀ କରୋନା ଏବେ ବଲିଉଡ୍‌ ମୁହାଁ ହୋଇଛି। ବଚ୍ଚନ ପରିବାରଠାରୁ ଆରମ୍ଭ କରି ଅନୁପମ୍‌ ଖେର୍‌ଙ୍କ ପରିବାର ପର୍ଯ୍ୟନ୍ତ କରୋନା ବ୍ୟାପିଛି। ଏହି ସମୟରେ ସମସ୍ତେ...

ଅନୁତାପ କରୁଛନ୍ତି ଅନନ୍ୟା

ଅନନ୍ୟା ପାଣ୍ଡେ ଏବେ ଅନୁତାପ କରୁଛନ୍ତି। ହେଲେ କ’ଣ ହେବ ? ବୋହିଗଲା ପାଣି ଆଉ ଧନୁରୁ ବାହାରି ଯାଇଥିବା ତୀର କ’ଣ ଫେରିଆସେ ?...

ଡ୍ରଗ୍ସ ଲିଙ୍କ ମାମଲା: ଅର୍ଜୁନଙ୍କୁ ପଚରାଉଚରା କଲା ଏନ୍‌ସିବି

ମୁମ୍ବାଇ,୧୩।୧୧-ଡ୍ରଗ୍ସ ଲିଙ୍କ୍‌ ମାମଲାରେ ବଲିଉଡ ଅଭିନେତା ଅର୍ଜୁନ ରାମପାଳଙ୍କୁ ପଚରାଉଚରା କରାଯାଇଛି। ଶୁକ୍ରବାର ଦକ୍ଷିଣ ମୁମ୍ବାଇର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) କାର୍ଯ୍ୟାଳୟରେ ଅର୍ଜୁନ ପହଞ୍ଚିଥିଲେ।...

ଖୁବଶୀଘ୍ର ଆମେ ୩ ହୋଇଯିବା, ତୁମକୁ ବହୁତ୍‌ ମିସ୍‌ କରୁଛି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ବିବାହ ତୃତୀୟ ବାର୍ଷିକୀ ପାଳନ କରିଛନ୍ତି ୨୦୧୭ ଆଜିର...

ଟ୍ରୋଲ୍ ହେଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ୍ ବିୟୁଟି କ୍ୟାଟ୍ରିନା କୈଫ ନିଜର ସୁନ୍ଦରତା ତଥା ଫ୍ୟାଶନ ସେନ୍ସକୁ ନେଇ କେତେବେଳେ ନା କେତେବେଳେ ଆସିଥାଆନ୍ତି ଚର୍ଚ୍ଚାକୁ । ସେ ନିଜ...

କରୋନା ଭାଇରସ ସଂକ୍ରମଣରେ ହଲିଉଡ୍‌ ଅଭିନେତା ମାର୍କ ବ୍ଲମଙ୍କ ପରଲୋକ

ଲସ୍‌ ଆଞ୍ଜେଲସ୍‌,୨୭।୩: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରସ ଏବେ ଇଟାଲିରେ କାୟା ବିସ୍ତାର କରି...

Play 250+ Trending Games
Archives

Model This Week

Why Dharitri