ଟେଷ୍ଟି ଟ୍ରିଟ୍‌ର ନୂଆ ପ୍ରଡକ୍ଟ

ଭୁବନେଶ୍ୱର, ୧୮-୪: ଫ୍ୟୁଚର କଞ୍ଜ୍ୟୁମର ଲିମିଟେଡ୍‌ର ଟେଷ୍ଟି ଟ୍ରିଟ୍‌ ବ୍ରାଣ୍ଡ ପକ୍ଷରୁ ୫ଟି ସ୍ବାଦରେ ପଟାଟୋ ଚିପ୍ସ ବଜାରକୁ ଆସିଛି। ଏହା ମଧ୍ୟରେ ଚିଜ୍‌,ସୋର କ୍ରିମ ଆଣ୍ଡ ଓନିଅନ, ଟ୍ୟାଙ୍ଗି ଟମୋଟୋ, କ୍ଲାସିକ ସଲ୍ଟ ଏବଂ ଦେଶୀ ମସାଲା ମ୍ୟାଜିକ ରହିଛି। ପ୍ୟାକଗୁଡିକରେ ଅତିରିକ୍ତ ଚିପ୍ସ ରହିଛି। ଏହା ୫ ଟଙ୍କା,୧୦ ଟଙ୍କା, ୨୦ ଟଙ୍କା ଏବଂ ୩୫ ଟଙ୍କା ପ୍ୟାକରେ ଆସୁଛି। ଏହା ଫ୍ୟୁଚର ଗ୍ରୁପର ବିଗ୍‌ ବଜାର, ବିଗ୍‌ ବଜାର ଜେନ ନେକ୍ସଟ, ଇଜି ଡେ କ୍ଲବ, ହେରିଟେଜ୍‌ ଫ୍ରେସ, ହାଇପରସିଟି ଏବଂ ଫୁଡଓ୍ବାର୍ଲଡ ଆଦି ଷ୍ଟୋରରେ ଉପଲବ୍ଧ। ଖୁବ କମ୍‌ ସମୟ ମଧ୍ୟରେ ଟେଷ୍ଟି ଟ୍ରିଟ୍‌ ଦେଶର ଏକ ଲୋକ ପ୍ରିୟ ବ୍ରାଣ୍ଡ ହୋଇ ପାରିଛି ବୋଲି ଫ୍ୟୁଚର ଗ୍ରୁପ ସିଇଓ ସଦାଶିବ ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

RBIର ନୂଆ ଉପହାର! ଏବେ ପିଲାମାନେ ବି କରିପାରିବେ ଡିଜିଟାଲ ପେମେଣ୍ଟ, ଲଞ୍ଚ ହେବ Junio UPI Wallet  

ନୂଆଦିଲ୍ଲୀ,୮।୧୧: ଡିଜିଟାଲାଇଜେସନର ଏହି ଯୁଗରେ, ସବୁକିଛି ଡିଜିଟାଲ ହୋଇଯାଇଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ ପୈଠ କରିବା ପର୍ଯ୍ୟନ୍ତ ସବୁକିଛିରେ ଡିଜିଟାଲ...

ଟ୍ରେନ୍‌ ଟିକେଟ ବୁକିଂ ପାଇଁ IRCTCର ନୂଆ ନିୟମ: ଜାଣି ରଖନ୍ତୁ ନଚେତ…  

ନୂଆଦିଲ୍ଲୀ,୮।୧୧: ଭାରତୀୟ ରେଳବାଇ ଏବେ ଅନଲାଇନ ଟିକଟ ବୁକିଂ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି। ସକାଳ ସମୟରେ ଟିକଟ ବୁକିଂ...

ଆପଲ୍‌କୁ ବିକି ପାରିବେ ଆପଣଙ୍କ ପୂରୁଣାଫୋନ୍‌, ବଦଳରେ ମିଳିବ…

ନୂଆଦିଲ୍ଲୀ,୮।୧୧: ବର୍ତ୍ତମାନ iPhones ପାଇଁ ଏକ ପ୍ରବଳ କ୍ରେଜ ରହିଛି। ତଥାପି, ବହୁତ ଟଙ୍କା ଯୋଗୁଁ, ଅନେକ ଲୋକ ନୂଆ iPhone କିଣି ପାରୁନାହାଁନ୍ତି। ଏପରି...

RBIର ନୂଆ ନିିୟମ: ଏଣକି ରୁପା ଅଳଙ୍କାରରେ ମଧ୍ୟ ମିଳିବ ଲୋନ୍‌, ଜାଣନ୍ତୁ କେବେଠୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ,୮ା୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ନୂତନ ସର୍କୁଲାର ଜାରି କରିଛି। ଯାହା ଦ୍ୱାରା ଆପଣ ରୁପା ଅଳଙ୍କାର ରଖି ମଧ୍ୟ ଲୋନ୍‌ ବା...

ମହିଳାଙ୍କ ପାଇଁ ଏତେଟଙ୍କା କାହିଁକି ଖର୍ଚ୍ଚ କରନ୍ତି ସରକାର? ଜଣାପଡିଗଲା…

ନୂଆଦିଲ୍ଲୀ,୮।୧୧: ବର୍ତ୍ତମାନ ଦେଶରେ ବିଭିନ୍ନ ଯୋଜନାରେ ମହିଳାଙ୍କୁ ସିଧାସଳଖ ନଗଦ ଟଙ୍କା ଦିଆଯାଉଛି। ଆଉ ସବୁ ରାଜ୍ୟରେ ଏଭଳି ଯୋଜନା ଦେଖିବାକୁ ମିଳୁଛି। ବର୍ତ୍ତମାନ ଏହା...

୧୫ ବର୍ଷ ଧରି କରିଛନ୍ତି ପ୍ରାଇଭେଟ୍‌ ଚାକିରିି, ତେବେ ଆପଣଙ୍କୁ ମିଳିବ ଏତେ ପେନସନ? EPFOର ହିସାବ ଜାଣନ୍ତୁ

ନୂଆଦିଲ୍ଲୀ,୮।୧୧: ଯଦି ଆପଣ ଏକ ଘରୋଇ ବା ପ୍ରାଇଭେଟ ଚାକିରି କରନ୍ତି, ତେବେ ଆପଣ ପେନସନ ପାଇଁ ମଧ୍ୟ ହକଦାର। ଏହି ପେନସନ EPFO ର...

ଇଣ୍ଡୋମାକ୍‌ ଭୁବନେଶ୍ୱର ୨୦୨୫ ଉଦ୍‌ଘାଟିତ

ଭୁବନେଶ୍ୱର,୮।୧୧(ଅନୁରାଧା ମହାରଣା): ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆଠାରେ ତିନି ଦିନିଆ ମେଗା ଇଣ୍ଡଷ୍ଟ୍ରିଆଲ ଇଭେଣ୍ଟ ଇଣ୍ଡୋମାକ୍‌ ଭୁବନେଶ୍ୱର ୨୦୨୫ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଏହି ପ୍ରଦର୍ଶନୀକୁ ଓଡ଼ିଶା...

ଦୁନିଆରେ ଚହଳ ପକାଇବ ଭାରତର ଏହି ୩ ବ୍ୟାଙ୍କ, ବଡ଼ ଭବିଷ୍ୟବାଣୀ କରିଦେଲେ…

ନୂଆଦିଲ୍ଲୀ,୭।୧୧:ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ର ଅଧ୍ୟକ୍ଷ ସି.ଏସ. ଶେଟ୍ଟି ଶୁକ୍ରବାର ଦିନ କହିଛନ୍ତି ଯେ ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ, SBI ଏବଂ ଦୁଇଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri