Posted inଜାତୀୟ

ଟେକାମାଡ଼ରେ ଟ୍ରକ୍‌ ଡ୍ରାଇଭର ମୃତ

ଶ୍ରୀନଗର,୨୬ା୮(ପି.ଟି.): ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲା ଜରାଦିପୋରା ଉରାନହାଲ୍‌ ଅଞ୍ଚଳରେ ରବିବାର ରାତିରେ ଟେକାମାଡ଼ରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ୪୨ ବର୍ଷୀୟ ନୁର ମହମ୍ମଦ ଦାର୍‌ ଘରକୁ ଫେରୁଥିବାବେଳେ ସ୍ଥାନୀୟ ବିକ୍ଷୋଭକାରୀମାନେ ତାଙ୍କ ଟ୍ରକ୍‌କୁ ସୁରକ୍ଷା ବଳର ମନେକରି ଟେକାମାଡ଼ କରିଥିଲେ। ନୁରଙ୍କ ମୁଣ୍ଡରେ ଟେକାମାଡ଼ ହେବା ପରେ ତାଙ୍କୁ ଏକ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଟେକାମାଡ଼କାରୀଙ୍କୁ ଧରି କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ମହାନିର୍ଦ୍ଦେଶକ ଦିଲବାଗ୍‌ ସିଂ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ କାନ୍ଥ ଭୁଶୁଡ଼ି ୩ ଛାତ୍ର ମୃତ

ଜୟପୁର,୨୯ା୯(ପି.ଟି.): ରାଜସ୍ଥାନର ଉଦୟପୁର ଜିଲାରେ ପ୍ରବଳ ବର୍ଷା ଯୋଗୁ ଏକ ସରକାରୀ ସ୍କୁଲ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୩ ଛାତ୍ରୀଛାତ୍ରଙ୍କ ଶନିବାର ମୃତ୍ୟୁ ଘଟିଛି। ପାହାଡ଼...

ଉତ୍ତରାଖଣ୍ଡ ନିର୍ବାଚନ: ମୋଦିଙ୍କ ପ୍ରଥମ ଭର୍ଚୁଆଲ ରାଲି ସ୍ଥଗିତ

ନୂଆଦିଲ୍ଲୀ,୪ ।୨: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଖେଇ ଅସିଲାଣି । ତେବେ ନିର୍ବାଚନ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ତାଙ୍କର ପ୍ରଥମ...

ଭଗବାନ ରାମଙ୍କ ସର୍ବୋଚ୍ଚ ମୂର୍ତ୍ତି ସ୍ଥାପନ କରିବେ ୟୁପି ସରକାର

ଲକ୍ଷ୍ନୌ,୨୩।୭: ଉତ୍ତର ପ୍ରଦେଶ ସରକାର ଭଗବାନ ରାମଙ୍କର ଏକ ୨୫୧ ମିଟର ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଅଯୋଧ୍ୟାରେ ଏହା ସ୍ଥାପନ...

ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଡଚ୍‌ ରାଜ ଦମ୍ପତି

ନୂଆଦିଲ୍ଲୀ,୧୪।୧୦: ନେଦରଲ୍ୟାଣ୍ଡସ୍‌ର ରାଜା ଓ୍ବିଲିୟମ ଆଲେକଜାଣ୍ଡର ଓ ରାଣୀ ମାକ୍ସିମା ସୋମବାର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହି ରାଜ...

ଗୋଶାଳାରେ ଲାଗିଲା ନିଆଁ, ୩୮ ଗାଈ ଜୀବନ୍ତ ଦଗ୍ଧ

ଗାଜିଆବାଦ,୧୨ ।୪: ଉତ୍ତର ପ୍ରଦେଶ ଗାଜିଆବାଦ ଜିଲାରେ ଏକ ବଡ ଦୁର୍ଘଟଣା ଘଟିଛି । ଅଳିଆ ଗଦାରେ ଲାଗିଥିବା ନିଆଁ ଗୋଶାଳା ପର୍ଯ୍ୟନ୍ତ ବ୍ୟାପିଯିବାରୁ ଏହି...

ଆରଜେଡିରୁ ଇସ୍ତଫା ଦେଇପାରନ୍ତି ତେଜ ପ୍ରତାପ

ପାଟନା,୨୫।୪: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ପୁଣିଥରେ ବିବାଦ ଦେଖିବାକୁ ମିଳିଛି। ଲାଲୁଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ନିଜ ବିବାଦୀୟ...

ବଢୁଛି କାବିନି ଡ୍ୟାମର ଜଳସ୍ତର

କୋଡାଗୁ,୮।୮: କର୍ନାଟକରେ ବନ୍ୟା ପରିସ୍ଥିତି ବେଳକୁ ବେଳ ଗମ୍ଭୀର ହେବାରେ ଲାଗିଛି। ଗୁରୁବାର କାବିନି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେବେ ଡ୍ୟାମରୁ ପାଖାପାଖି...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ବିଲ ଗେଟ୍ସ

ନୂଆଦିଲ୍ଲୀ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ‘ଦି ଗ୍ଲୋବାଲ୍‌ ଇନିସିଏଟିଭ୍‌ ଅଫ୍‌ ଲାଇଫ୍‌ ମୁଭ୍‌ମେଣ୍ଟ’ର ଶୁଭାରମ୍ଭରେ ଯୋଗ ଦେଇଥିଲେ। ଭିଡିଓ କନଫରେନ୍ସିଂ...

Advertisement
Archives

Model This Week