Advertisement
Posted inଜାତୀୟ

ଟୁଇଟରରେ ଛାଇଲେ ମୋଦି: ବିଶ୍ୱର ଟପ୍‌ ୨ ଟ୍ରେଣ୍ଡିଂ ଟପିକ୍‌ରେ ମୋଦିଙ୍କ ଜନ୍ମଦିନ

ନୂଆଦିଲ୍ଲୀ,୧୭।୯: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୬୯ତମ ଜନ୍ମଦିନ ମଙ୍ଗଳବାର ପାଳନ କରୁଛନ୍ତି। ମୋଦିଙ୍କ ଜନ୍ମଦିନ ଅବସରରେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଶଂସକ ପର୍ଯ୍ୟନ୍ତ ଶୁଭେଚ୍ଛାର ସୂଅ ଛୁଟିଛି। ଏନେଇ ଟୁଇଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏଥିଯୋଗୁ #HappyBdayPmModi ବିଶ୍ୱରେ ଟୁଇଟରରେ ଦ୍ୱିତୀୟ ନମ୍ବରର ଟ୍ରେଣ୍ଡିଂ ଟପିକ୍‌ ହୋଇଯାଇଛି। ସେହିପରି ବିଶ୍ୱର ଷଷ୍ଠ ସ୍ଥାନରେ ମଧ୍ୟ #happybirthdaynarendramodi ଟପିକ୍‌ ଟ୍ରେଣ୍ଡ କରୁଥିବା ଜଣାପଡ଼ିଛି।

ଅନ୍ୟପଟେ ଭାରତର ଟୁଇଟରରେ ଟପ୍‌ ୮ଟ୍ରେଣ୍ଡିଂ ଟପିକ୍‌ରୁ କେବଳ ୭ରେ ମୋଦିଙ୍କ ଜନ୍ମଦିନ ହିଁ ଦେଖିବାକୁ ମିଳିଛି। ଏବେ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କୁ ଲକ୍ଷେରୁ ଊର୍ଦ୍ଧ୍ୱ ଲୋକ ଶୁଭେଚ୍ଛା ଜଣାଇ ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ବାବ୍ରି ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରାଯାଉ: ଇକବାଲ୍‌ ଅନସାରୀ

ନୂଆଦିଲ୍ଲୀ, ୧୭।୯: ବାବ୍ରି ମସଜିଦ୍‌ ଭଙ୍ଗା ମାମଲାରେ ସିବିଆଇର ସ୍ବତନ୍ତ୍ର କୋର୍ଟ ପକ୍ଷରୁ ଅଭିଯୁକ୍ତ ଲାଲ୍‌କୃଷ୍ଣ ଆଡ଼ଓ୍ବାଣୀ, ମୂରଲୀ ମନୋହର ଯୋଶୀ, କଲ୍ୟାଣ ସିଂ, ବିନୟ...

ଠିକଣା ଜବାବ ଦେଇଛି ଭାରତ

ନୂଆଦିଲ୍ଲୀ,୨୯ା୬(ପି.ଟି.): ଲଦାଖ ଉପରେ ଯେଉଁମାନେ ଖରାପ ନଜର ପକାଇଛନ୍ତି ସେମାନଙ୍କୁ ଉପଯୁକ୍ତ ଜବାବ ଦିଆଯାଇଛି। ଭାରତ ବନ୍ଧୁତାକୁ ସମ୍ମାନ କରେ, ତେବେ କୌଣସି ପ୍ରକାର ଶତ୍ରୁତାର...

ଆସନ୍ତା ମାସ ସୁଦ୍ଧା ଭାରତ ମୁତୟନ କରିବ ଏସ୍‌-୪୦୦ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ, ପେଣ୍ଟାଗନର ସୂଚନା…

ନୂଆଦିଲ୍ଲୀ/ଓ୍ବାଶିଂଟନ, ୧୮।୫ : ଆମେରିକୀୟ ପ୍ରତିରକ୍ଷା ପ୍ରତିଷ୍ଠାନ (ପେଣ୍ଟାଗନ) ଭାରତ ବିଷୟରେ ଏକ ବଡ଼ ଦାବି କରିଛି। ପେଣ୍ଟାଗର ଜଣେ ବରିଷ୍ଠ ଅଧିକାରୀ ଆମେରିକାର ସାଂସଦଙ୍କୁ...

ପୁଣି ଜଣେ ଧନକୁବେରଙ୍କ ଘରେ ଚଢାଉ

କନୌଜ,୩୧।୧୨: ଉତ୍ତରପ୍ରଦେଶର କନୌଜ ସହରର ସୁଗନ୍ଧ ବ୍ୟବସାୟୀଙ୍କ ସମସ୍ୟା ଥମିବାର ନାମ ନେଉନାହିଁ। ଏଠାରେ ସୁଗନ୍ଧିତ ବ୍ୟବସାୟୀ ପୀୟୁଷ ଜୈନଙ୍କଠାରୁ ମିଳିଥିବା ବିପୁଳ ନଗଦ କଳା...

ଟୁ-ଫିଙ୍ଗର ଟେଷ୍ଟ ବେଆଇନ

ନୂଆଦିଲ୍ଲୀ,୧।୧୧(ପି.ଟି.):ଏବେ ବି ସମାଜରେ ବଳାତ୍କାର ପୀଡ଼ିତାଙ୍କ ପରୀକ୍ଷା ଲାଗି ଟୁ-ଫିଙ୍ଗର ଟେଷ୍ଟ ପଦ୍ଧତି ଆପଣାଯିବା ଦୁର୍ଭାଗ୍ୟଜନକ ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ଏଭଳି ପରୀକ୍ଷା ଯେପରି...

ରାଜନୈତିକ ଅସ୍ତ୍ର ଭାବେ ବ୍ୟବହୃତ ହେଉଛି ସିବିଆଇ, ତେଜସ୍ବୀଙ୍କ ସମାଲୋଚନା…

ପାଟନା, ୩୧।୮ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଗୁରୁବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସିବିଆଇକୁ ଏକ ରାଜନୈତିକ ଅସ୍ତ୍ର ଭାବରେ...

ସ୍ବାଧୀନତା ଦିବସର ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୪ ଦେଶର ଯୁବବର୍ଗ…

ନୂଆଦିଲ୍ଲୀ, ୧୧।୮ ସ୍ବାଧୀନତା ଦିବସ ଉପଲକ୍ଷେ ୯ ଅଗଷ୍ଟରୁ ୧୭ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ୧୪ ଦେଶର ଯୁବବର୍ଗ ଅଂଶଗ୍ରହଣ କରିଛନ୍ତି।...

ଆମେରିକା, ଚାଇନାଠାରୁ ଭାରତରେ କରୋନା ମୃତ୍ୟୁହାର ଅଧିକ !

ନୂଆଦିଲ୍ଲୀ,୧୨।୪: କରୋନା ଭାଇରସ ଏବେ ୨ଶହରୁ ଊର୍ଦ୍ଧ୍ୱ ଦେଶକୁ ତା’ କବଳକୁ ନେଇ ସାରିଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଚାଇନାରୁ ଆରମ୍ଭ...

Advertisement
Archives

Model This Week