Posted inଖେଳ

ଟିଭି ପରଦାରେ ଡେବ୍ୟୁ କରିବେ ଧୋନୀ

କ୍ରିକେଟରେ ସଫଳ ରହିବା ପରେ ଏବେ ଟିଭି ପରଦାରେ ନଜର ଆସିବେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଭାରତୀୟ ସେନା ଉପରେ ଆଧାରିତ ଏକ ଟିଭି ସିରିଜ୍‌ରେ ସେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି। ଖୁବ୍‌ଶୀଘ୍ର ଧୋନୀ ଏହାର ଶୁଟିଂ ଆରମ୍ଭ କରିବେ ବୋଲି ଜଣାପଡିଛି। ଆଗାମୀ ବର୍ଷ ଏହି ଶୋ’ ଟିଭିରେ ପ୍ରସାରଣ କରାଯିବ। ସୂଚନାଯୋଗ୍ୟ, ଇଂଲଣ୍ଡରେ ଆୟୋଜିତ ହୋଇଥିବା ୨୦୧୯ ବିଶ୍ୱକପ୍‌ ପରେ ଧୋନୀ କ୍ରିକେଟରୁ ନିଜକୁ ଦୂରେଇ ରଖିଛନ୍ତି। ସେ ପୁଣି କେବେ କ୍ରିକେଟକୁ ଫେରିବେ ତାହା ଜଣାପଡିନାହିଁ। ଇତିମଧ୍ୟରେ ଧୋନୀ ଭାରତୀୟ ଟେରିଟୋରିଆଲ ଆର୍ମି ପାରାଶୁଟ୍‌ ରେଜିମେଣ୍ଟରେ ଟ୍ରେନିଂ ନେଇସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିରନ ମୋରେଙ୍କୁ ବ୍ୟାଟ୍‌ରେ ପିଟିବାକୁ ଉଦ୍ୟମ କରିଥିଲେ ଏହି ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ, ୧୧।୭- ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ କିରନ ମୋରେଙ୍କୁ ଏକଦା ଗୋଟିଏ ଟେଷ୍ଟ ମ୍ୟାଚ୍‌ ସମୟରେ ପାକିସ୍ତାନର ସଲିମ୍‌ ମଲିକ ବ୍ୟାଟ୍‌ରେ...

ଇଂଲଣ୍ଡ ଅଲରାଉଣ୍ଡରଙ୍କ ବଡ଼ ଖୁଲାସା: ଭାରତ ବିପକ୍ଷ ଚତୁର୍ଥ ଟେଷ୍ଟ ପୂର୍ବରୁ ଖେଳାଳିଙ୍କ ଓଜନ ହଠାତ୍‌ ହ୍ରାସ ପାଇଥିଲା

ନୂଆଦିଲ୍ଲୀ,୯।୩: ଇଂଲଣ୍ଡର ଷ୍ଟାର ଅଲ୍‌ରାଉଣ୍ଡର ବେନ ଷ୍ଟୋକ୍ସ ଭାରତ ଗସ୍ତକୁ ନେଇ ବଡ଼ ଖୁଲାସା କରିଛନ୍ତି। ଭାରତ ବିପକ୍ଷ ଚତୁର୍ଥ ଏବଂ ଅନ୍ତିମ ଟେଷ୍ଟ ମ୍ୟାଚ୍‌...

ଚା’ ଫାକ୍ଟ୍ରିରେ କାମ କରୁଥିଲେ ସାକ୍ଷୀଙ୍କ ବାପା, ଏକା ସ୍କୁଲରେ ପଢ଼ିଥିଲେ ବି ଚିହ୍ନି ନ ଥିଲେ ଧୋନୀ; ହେଲେ..

ନୂଆଦିଲ୍ଲୀ,୧୯।୧୧: ଏକ ସମୟରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପାଇବାକୁ ଝିଅମାନେ ପାଗଳପ୍ରାୟ ଥିଲେ। ଅନେକ ନାୟିକାମାନଙ୍କ ସହ ତାଙ୍କ ନାମ ଯୋଡା ମଧ୍ୟ ଯାଇଥିଲା। ହେଲେ...

ଗୁରୁକୁଳ ଟେନିସ ଚାମ୍ପିୟନଶିପ୍‌: ଦେବାଶିଷ ସାହୁଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- କରୋନା ମହାମାରୀ ଜନିତ ବ୍ରେକ୍‌ ପରେ ରାଜ୍ୟର ପ୍ରଥମ ଟେନିସ ଟୁର୍ନାମେଣ୍ଟ ମେଣ୍ଢାଶାଳସ୍ଥିତ ଗୁରୁକୁଳ ଟେନିସ ରିସର୍ଟରେ ଅନୁଷ୍ଠିତ ହୋଇଯାଇଛି। ଶନିବାର...

ତେନ୍ଦୁଲକରଙ୍କୁ ପଛରେ ପକାଇଲେ ରୋହିତ

ଲଣ୍ଡନ,୯ା୬: ଭାରତୀୟ ଦଳର ଓପନର ରୋହିତ ଶର୍ମା ନିର୍ଦ୍ଦିଷ୍ଟ ଦଳ ବିପକ୍ଷରେ ଦୁଇ ହଜାର ରନ୍‌ କରିବାରେ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି।...

କୋଭିଡ୍‌-୧୯: ମୋଟ ୧ କୋଟି ଟଙ୍କା ପାଣ୍ଠି ସଂଗ୍ରହ କଲା ଆଇଓଏ

ନୂଆଦିଲ୍ଲୀ,୬।୪(ପି.ଟି.)- କୋଭିଡ୍‌-୧୯ ଲଢେଇରେ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ମୋଟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ପାଣ୍ଠି ସଂଗ୍ରହ କରିଛି। ବିଭିନ୍ନ ଜାତୀୟ ସ୍ପୋଟର୍‌ସ ଫେଡେରେଶନ...

ବିବାହ କରିବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର,ନିର୍ବନ୍ଧ ଶେଷ

ପୂର୍ବ ଭାରତୀୟ କ୍ରିକେଟର୍‌ କରୁଣ ନାୟାର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଦୀର୍ଘଦିନର ପ୍ରେମିକା ଶନାୟା ଟଙ୍କରିଓ୍ବାଲାଙ୍କ ସହ କରୁଣଙ୍କ ନିର୍ବନ୍ଧ ଶେଷ ହୋଇଛି।...

ଓ୍ବିଲିୟମ୍ସ ଦକ୍ଷିଣ ଆଫ୍ରିକା କ୍ରିକେଟର କାମଚଳା ସଭାପତି

ଜୋହାନ୍ସବର୍ଗ, ୧୯ା୮ (ପି.ଟି.)-ବେରେସ୍‌ଫୋର୍ଡ ଓ୍ବିଲିୟମ୍ସ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର କାମଚଳା ସଭାପତି ଭାବେ ମନୋନୀତ ହୋଇଥିବାବେଳେ କାମଚଳା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍ସ ଫାଉଲ୍‌...

Advertisement

BGU

Archives

Model This Week

Why Dharitri