Posted inଫୁରସତ

ଟିନି ଏୟାରଫ୍ରିଜ୍‌

ସ୍ବିଡେନ୍‌ର ଦୁଇ ଜଣ ଇଞ୍ଜିନିୟର ବିକାଶ କରିଥିବା ଏକ ଛୋଟ ଏୟାରଫ୍ରିଜ୍‌ ଆପଣଙ୍କୁ ଭୀଷଣ ଗରମରୁ ରକ୍ଷା କରିବ। ୨୦୧୯ରେ ବିକାଶ କରାଯାଇଥିବା ଅନେକ ଗେଜେଟ୍‌ ମଧ୍ୟରୁ ଏହାର ଚାହିଦା ଏବେ ଶିଖରରେ। ଏହି ପୋର୍ଟେବଲ ଏୟାର କୁଲିଂ ବକ୍ସ ପୂରା ହାଲ୍‌କା। ଏହା ଲଞ୍ଚବକ୍ସଠାରୁ ବି ବଡ଼ ନୁହେଁ। ସାଙ୍ଗରେ ନେଇ ଯୁଆଡେ ଚାହଁିବେ ଯାଇ ପାରିବେ। ପୂରା କମ୍‌ ବିଦ୍ୟୁତ ଏହା ପାଇଁ ଦରକାର। ଏହାକୁ ୟୁଏସବି ପୋର୍ଟରୁ ବି ସଂଯୋଗ କରାଗଲେ ଚାଲିବ। ସବୁଠୁ ଆଶ୍ଚର୍ଯ୍ୟର କଥା , ଏହା ଫୋନ୍‌ କିମ୍ବା ଲାପଟପ୍‌ ବ୍ୟାଟେରି,ପକେଟ୍‌ ସୋଲାର ପ୍ୟାନେଲ କିମ୍ବା ବ୍ୟାଟେରି ପ୍ୟାକ୍‌ ଦ୍ୱାରା ବି ଚାଲିପାରିବମ। ଏୟାରଫ୍ରିଜ୍‌ରେ ବିଦ୍ୟୁତ ସଂଯୋଗ କରିବାର କିଛି ସେକେଣ୍ଡ୍‌ ମଧ୍ୟରେ ଶୀତଳତା ଅନୁଭବ ହେବ। ଏହା ବିଶ୍ୱର ପ୍ରଥମ ପୋର୍ଟେବଲ୍‌ ଏସି ୟୁନିଟ୍‌। କେବଳ ଏତିକି ନୁହେଁ ଏୟାରଫ୍ରିଜ୍‌ ଘରୁ କ୍ଷତିକାରକ କଣିକା ଓ ଧୂଳିକୁ ବାହାର କରିଦିଏ। ଏୟାରଫ୍ରିଜର ଫିଲ୍‌ଟରକୁ ସହଜରେ ବାହାରକୁ ଆଣି ସଫା କରିହେବ । ଏହାକୁ ୬ ମାସରେ ବଦଳାଇପାରିବେ। ଏହାର ଦାମ୍‌ ରଖାଯାଇଛି ୧୦୦ ଡଲାର। ଏହା ମଧ୍ୟରେ ଥିବା ରିଜର୍ଭର୍‌ରେ ୦.୬ ଲିଟର ଥଣ୍ଡା ପାଣି ଭର୍ତ୍ତି କରିବାକୁ ପଡେ। ସେହି ପାଣିରେ ଅଳ୍ପ ସୁବାସିତ ଏସେନ୍‌ସିଆଲ ଅଏଲ୍‌ ମିଶାଇଲେ ତାହା ପରିବେଶକୁ ସୁଗନ୍ଧିତ କରିଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକ ସାଜିଛି ମୃତ୍ୟୁଯନ୍ତା

ଚେନ୍ନାଇ: ପ୍ଲାଷ୍ଟିକ ଦ୍ରବ୍ୟ ସହ ପଲିଥିନ୍‌ର ବହୁଳ ବ୍ୟବହାର ଯୋଗୁ କେବଳ ପରିବେଶ ନଷ୍ଟ ହେଉଛି ବୋଲି ଭାବିବା ଠିକ୍‌ ନୁହେଁ। ଏହାଦ୍ୱାରା ପ୍ରାଣୀଜଗତ ମଧ୍ୟ...

ଆସାମର କାଜିରଙ୍ଗାରେ ଦେଖିବାକୁ ମିଳିଲା ଏମିତି ବାଘ, ଫଟୋ ଭାଇରାଲ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦେଶର ପ୍ରଥମ ତଥା ଏକମାତ୍ର ଗୋଲଡେନ୍‌ ଟାଇଗର ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ବର୍ତ୍ତମାନ ଏହି ବାଘର ଫଟୋ ଖୁବ...

କୁନି ବୈଜ୍ଞାନିକ ଗୀତାଞ୍ଜଳି

ଆମେରିକାର କଲରାଡୋରେ ରହୁଥିବା ଗୀତାଞ୍ଜଳି ରାଓ ଭାରତୀୟ ବଂଶୋଦ୍ଭବ ଅଟନ୍ତି। ବୟସ ତାଙ୍କର ମାତ୍ର ୧୧ ବର୍ଷ। ଏହି ବୟସରେ ସେ ଆମେରିକାର ଟପ୍‌ ୟଙ୍ଗ...

ମଣିଷ ପିଲା ପରି କାନ୍ଦେ ଏହି ଚଢେଇ; ଯେ କେହି ଭ୍ରମରେ…

ପିଲାଙ୍କ ହସ ଦେଖିଲେ ସମସ୍ତେ ଖୁସି ହୁଅନ୍ତି। କିନ୍ତୁ ସେମାନଙ୍କ କାନ୍ଦ ହୃଦୟକୁ ବିଚଳିତ କରିଦିଏ। ଜାଣନ୍ତି କି ଏମିତି ଏକ ଚଢେଇ ଅଛି ଯେକି...

ମେୟର ପଦବୀ: ନିର୍ବାଚନ ଲଢୁଛନ୍ତି ୨ କୁକୁର ଏବଂ ଛେଳି

ଓ୍ବର୍ମାଣ୍ଟୋ, ୩।୨: ମଣିଷ ନିର୍ବାଚନ ଲଢ଼ିଥାନ୍ତି। ତେବେ କୌଣସି ପ୍ରାଣୀ ନିର୍ବାଚନ ଲଢ଼ିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ଆମେରିକାର ଉତ୍ତର ପୂର୍ବରେ...

ଶୁଆ ଖୋଜି ଆଣିଲେ ମିଳିବ ୧ ହଜାର

ଭୋପାଳ: ଅନେକ ଲୋକ ଘରେ ଗୃହପାଳିତ ପ୍ରାଣୀ ରଖିବାକୁ ବହୁତ ଭଲ ପାଆନ୍ତି। ସେମାନଙ୍କୁ ଅନେକ ଭଲ ପାଇବା ମଧ୍ୟ ଦେଇଥାନ୍ତି। ଏହା ଭିତରେ ଗୃହପାଳିତ...

କାନ୍ଧ ବୋହୁଛି କୁକୁର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଳ କାରଖାନା ବନ୍ଦ ହୋଇଯିବା ପରେ ଭୋକର ଦାଉ ସମ୍ଭାଳି ନ...

ଏକଦା ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ଥିଲେ ଅମିତାଭ; ସୋନିଆଙ୍କୁ ବିବାହରେ କରିଥିଲେ ସହାୟତା; ହେଲେ ଏପରି ହୋଇଥିଲା ମତଭେଦ

ବମ୍ବେ: ଆଜି ଅର୍ଥାତ ଅକ୍ଟୋବର ୧୧,୨୦୨୨ରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ୮୦ ବର୍ଷ ବୟସରେ ପାଦ ଥାପିଛନ୍ତି। ରୁପେଲି ପରଦାରେ ନିଜର ଅଭିନୟ ଶୈଳୀ...

Advertisement
Archives

Model This Week