ଟିଡିଏସ୍‌ ସାର୍ଟିଫିକେଟ ଫର୍ମାଟରେ ସଂଶୋଧନ

ନୂଆଦିଲ୍ଲୀ,୧୭-୪: ଆୟକର ବିଭାଗ ଟିଡିଏସ୍‌ ସାର୍ଟିଫିକେଟ ଅର୍ଥାତ୍‌ ଫର୍ମ ୧୬ରେ ସଂଶୋଧନ କରିଛି। ଏଥିରେ ଘରଭଡ଼ାରୁ ହେଉଥିବା ଆୟ ତଥା ଅନ୍ୟ ନିଯୁକ୍ତିଦାତାଙ୍କଠାରୁ ପ୍ରାପ୍ତ ଦରମା ସମେତ ବିଭିନ୍ନ କ୍ଷେତ୍ର ସମ୍ପର୍କରେ ତଥ୍ୟ ଦାଖଲ କରିବାକୁ ହେବ। ଏହାକୁ ଅଧିକ ବ୍ୟାପକ କରାଯିବା ଦ୍ୱାରା ଟିକସ ଫାଙ୍କିକୁ ସହଜରେ ରୋକି ହେବ। ଏଥିରେ ବିଭିନ୍ନ ଟିକସ ସଞ୍ଚୟକାରୀ ନିବେଶ ଯୋଜନା, ଉତ୍ପାଦ ସମ୍ପର୍କରେ ଟିଡିଏସ୍‌ କାଟିବା, କର୍ମଚାରୀ ଦ୍ୱାରା ପ୍ରାପ୍ତ ବିଭିନ୍ନ ଭତ୍ତା ସହିତ ଅନ୍ୟ ସ୍ରୋତରୁ ପ୍ରାପ୍ତ ଆୟ ସମ୍ପର୍କରେ ଭିନ୍ନ ଭିନ୍ନ ସୂଚନା ଦେବାକୁ ପଡିବ।  ସୂଚନାଥାଉ କି, ଫର୍ମ୧୬ ଏକ ସାର୍ଟିଫିକେଟ ଯାହାକୁ ନିଯୁକ୍ତିଦାତା ଜାରି କରିଥାନ୍ତି। ଏଥିରେ କର୍ମଚାରୀଙ୍କ ଟିଡିଏସ୍‌(ଟ୍ୟାକ୍ସ ଡିଡକ୍ଟେଟ ଆଟ୍‌ ସୋର୍ସ)ର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଥାଏ। ଏହାକୁ ଜୁନ ମଧ୍ୟଭାଗରେ ଜାରି କରାଯାଏ ଏବଂ ଏହାକୁ ଆୟକର ରିଟର୍ନ ଦାଖଲ ବେଳେ ବ୍ୟବହାର କରାଯାଇଥାଏ। ଆୟକର ବିଭାଗ ଦ୍ୱାରା ଅଧିସୂଚିତ ସଂଶୋଧିତ ଫର୍ମ ମେ ୧୨ରୁ କାର୍ଯ୍ୟକାରୀ ହେବ। ଆୟକର ବିଭାଗ ପୂର୍ବରୁ ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ଆୟକର ରିଟର୍ନ ଫର୍ମ ଜାରି କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

୩୮ କୋଇଲା ଖଣି ନିଲାମ ହେବ

ନୂଆଦିଲ୍ଲୀ,୪।୯: କମର୍ସିଆଲ ଖୋଇଲା ଖଣି ନିଲାମ ଲାଗି ଜାରି ହୋଇଥିବା ଖଣିଗୁଡିକର ତାଲିକାରେ ସରକାର କିଛିଟା ସଂଶୋଧନ କରିଛନ୍ତି। ନୂଆ ତାଲିକା ମୁତାବକ ୩୮ କୋଇଲା...

ହ୍ବାଟ୍ସଆପ୍‌ରେ ନମ୍ବର ସେଭ୍‌ ନ କରିବି ଏପରି ପଠାଇପାରିବେ ମେସେଜ୍‌; ଜାଣନ୍ତୁ ଟିପ୍ସ

ନୂଆଦିଲ୍ଲୀ,୨୭।୧୨: ଯେତେବେଳେ ହ୍ବାଟ୍ସଆପ୍‌ରେ କାହାକୁ ମେସେଜ୍‌ ପଠାଇବାକୁ ହୋଇଥାଏ, ତେବେ ପ୍ରଥମେ ତାଙ୍କ ନମ୍ବରକୁ ସେଭ୍‌ କରିବାକୁ ପଡେ। ଅନେକ ସମୟରେ ଏପରି କରିବାକୁ ଇଚ୍ଛା...

ଏସ୍‌ବିଆଇ ଜେନେରାଲର ‘ଆଇଡବ୍ଲ୍ୟୁଏସ୍‌ଇପି’

ନୂଆଦିଲ୍ଲୀ,୧୦।୨:ଦେଶର ପ୍ରମୁଖ ସାଧାରଣ ବୀମା କମ୍ପାନୀ ଏସ୍‌ବିଆଇ ଜେନେରାଲ (ଏସ୍‌ବିଆଇଜି) ଓ ଜେଏସ୍‌ଡବ୍ଲ୍ୟୁ ସ୍ପୋର୍ଟସ ମଧ୍ୟରେ ଏକ ସହଭାଗିତା ସୃଷ୍ଟି ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି...

ବ୍ଲାକ୍‌ଷ୍ଟୋନ କିଣିବ କ୍ୟାଫେ କଫି ଡେର ଟେକ୍‌ ପାର୍କ

ବେଙ୍ଗାଲୁରୁ,୧୬-୮: କଫି ଚେନ୍‌ ଅପରେଟନର କଫି ଡେ ଏଣ୍ଟରପ୍ରାଇଜେସ୍‌ ବେଙ୍ଗାଲୁରୁ ସ୍ଥିତ କମ୍ପାନୀର ଗ୍ଲୋବାଲ ଭିଲେଜ ଟେକ୍‌ ପାର୍କକୁ ବ୍ଲାକ୍‌ଷ୍ଟୋନକୁ ବିକ୍ରି କରିଦେବ ବୋଲି ବୁଧବାର...

କମିଲା ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ୱର, ୬।୯୩: ଦିନର ବିରତି ପରେ ଉଭୟ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ଘଟିଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ...

ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାରକୁ ବିପୁଳ ରେସ୍‌ପନ୍ସ

ଭୁବନେଶ୍ୱର,୧୫-୧୦: ସ୍ଥାନୀୟ ଜନତା ମୈଦାନଠାରେ ଚାଲୁଥିବା ଭୁବନେଶ୍ୱର ଇଣ୍ଟରନ୍ୟାଶନାଲ ଟ୍ରେଡ ଫେୟାରକୁ ଗ୍ରାହକଙ୍କ ପକ୍ଷରୁ ଭଲ ରେସ୍‌ପନ୍ସ ମିଳୁଛି। ଚତୁର୍ଥଥର ପାଇଁ ଏହା ଆୟୋଜନ ହୋଇଥିବା...

ଘରୋଇକରଣ ନେଇ ନିର୍ମଳାଙ୍କ ସ୍ପଷ୍ଟୀକରଣ

ମୁମ୍ବାଇ:  ଦେଶର ସମ୍ପତ୍ତିକୁ ସରକାର ଘରୋଇ କ୍ଷେତ୍ର ହାତକୁ ଟେକି ଦେଉଥିବା ବିରୋଧୀ ଦଳଗୁଡିକ ଅଭିଯୋଗ ଆଣିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହାର ଉତ୍ତର ରଖିଛନ୍ତି।...

ପର୍ଯ୍ୟାୟ ଭିତ୍ତିରେ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ,୧।୭: ଅନ୍‌ଲକ-୨ ଅବଧି ମଧ୍ୟରେ ଖୁବ୍‌ଶୀଘ୍ର ଦେଶରେ ପର୍ଯ୍ୟାୟକ୍ରମେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ଏ ସମ୍ପର୍କରେ ସୂଚନା...

Advertisement
Archives

Model This Week