ଟାଟା ମୋଟର୍ସର କ୍ଲିକ୍‌ ଟୁ ଡ୍ରାଇଭ

ମୁମ୍ବାଇ,୨୦।୪: ଦେଶର ପ୍ରମୁଖ ଯାନ ନିର୍ମାତା ଟାଟା ମୋଟର୍ସ ପକ୍ଷରୁ କ୍ଲିକ୍‌ ଟୁ ଡ୍ରାଇଭ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହା ଦ୍ୱାରା ଗ୍ରାହକ ଏଣ୍ଡ ଟୁ ଏଣ୍ଡ ଅନ୍‌ଲାଇନ ବିକ୍ରି ଅଭିଜ୍ଞତା ଲାଭ କରିପାରିବେ। ଘରେ ବସି ଅନ୍‌ଲାଇନ କ୍ଲିକ୍‌ରେ ଗ୍ରାହକ ଟାଟା ମୋଟର୍ସର ବିଭିନ୍ନ ମଡେଲ କ୍ରୟ କରିବା ସୁବିଧା ପାଇବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। କମ୍ପାନୀର ଏହି ପ୍ଲାଟଫର୍ମକୁ ସାରା ଦେଶରେ ରହିଥିବା ୭୫୦ ଅଧିକୃତ ଡିଲରଶିପ ସହ ଯୋଡ଼ାଯାଇଛି। ଗ୍ରାହକ ଯାନ ବୁକିଂ କରିବା ପରେ ଯାନର ହୋମ୍‌ ଡେଲିଭରି କରିବା ସୁବିଧା ମଧ୍ୟ ରହିଛି। ଟାଟା ମୋଟର୍ସ ଓ୍ବେବ୍‌ସାଇଟକୁ ଯାଇ ଗ୍ରାହକ ଏହି ସୁବିଧା ପାଇପାରିବେ ବୋଲି ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୁଡିକର ଦାବି; ୩ ବର୍ଷ ବଢୁ ଜିଏସ୍‌ଟି ସେସ୍‌

ନୂଆଦିଲ୍ଲୀ,୧୫-୯: ଦେଶରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ରାଜସ୍ବ କ୍ଷତି ସହୁଥିବା ଅଧିକାଂଶ ରାଜ୍ୟ ଜିଏସ୍‌ଟି ସେସ୍‌ ବଢାଇବା ଲାଗି...

ଭାରତର ଅର୍ଥନୈତିକ ଢାଞ୍ଚା ସୁଦୃଢ: ସିଇଏ

ନୂଆଦିଲ୍ଲୀ,୧୭-୧୦: ଦେଶର ଅର୍ଥ ବ୍ୟବସ୍ଥାର ମୌଳିକ ଢାଞ୍ଚା ବହୁତ ସୁଦୃଢ। ଶିଳ୍ପ ଏ ନେଇ ବେଶି ଚିନ୍ତିତ ନ ହୋଇ ନିବେଶ ଦିଗରେ ମନୋନିବେଶ କରିବା...

ବାଣିଜ୍ୟ ଲିଡରଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୭-୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୦-୨୧ ସାଧାରଣ ବଜେଟର ଅବ୍ୟବହିତ ପୂର୍ବରୁ ଦେଶର ବାଣିଜ୍ୟ ଲିଡରଙ୍କୁ ଭେଟିଛନ୍ତି। ଅର୍ଥ ବ୍ୟବସ୍ଥା ସାମ୍ନାରେ ରହିଥିବା ବିଭିନ୍ନ ଚ୍ୟାଲେଞ୍ଜ,...

ଅକ୍ସିଜେନ ଯୋଗାଣ: ଆଗେଇ ଆସିଛି ଶିଳ୍ପ ଜଗତ

ନୂଆଦିଲ୍ଲୀ,୨୬।୪: କୋଭିଡ୍‌-୧୯ର ଦ୍ୱିତୀୟ ଲହର ଯୋଗୁ ସାରା ଦେଶରେ ସଂକ୍ରମଣ ଏବେ ବଢିଚାଲିଛି। ଏଭଳି ସ୍ଥିତିରେ ମେଡିକାଲ ଅକ୍ସିଜେନର ଅଭାବ ଏକ ପ୍ରମୁଖ ସମସ୍ୟା ଭାବେ...

କ୍ଷୁଦ୍ର ବାଣିଜ୍ୟକୁ ଡିଜିଟାଇଜ୍‌ କରିବ ଆମାଜନ

ନୂଆଦିଲ୍ଲୀ,୧୬-୧: ଦେଶର କ୍ଷୁଦ୍ର ବାଣିଜ୍ୟକୁ ଡିଜିଟାଇଜ କରିବା ଦିଗରେ ଆମାଜନ ଡଟ୍‌ କମ୍‌ ଇଙ୍କ ଯୋଜନା ହାତକୁ ନେବ। ଏଥିଲାଗି କମ୍ପାନୀ ଭାରତରେ ୧ ବିଲିୟନ...

ମୋବାଇଲ ଫୋନ ରପ୍ତାନି;ଭାରତ ୨୧ ସ୍ଥାନ ଉପରକୁ ଉଠିଲା

ନୂଆଦିଲ୍ଲୀ,୨୦ -୮: ମୋବାଇଲ ଫୋନ ରପ୍ତାନି କ୍ଷେତ୍ରରେ ଭାରତ ଗତବର୍ଷ ବେଶ ଅଭିବୃଦ୍ଧି ହାସଲ କରିଛି। ଫଳରେ ଏହା ୨୧ ସ୍ଥାନ ଉପରକୁ ଉଠି ରପ୍ତାନିକାରୀ...

୭ ବର୍ଷରେ ଏଲ୍‌ପିଜି ଦର ୨ ଗୁଣା

ନୂଆଦିଲ୍ଲୀ,୯।୩ ଗତ ୭ ବର୍ଷରେ ରନ୍ଧନ ଗ୍ୟାସ ବା ଏଲ୍‌ପିଜି ଦର ୨ ଗୁଣ ବୃଦ୍ଧି ପାଇଛି। ସେହିଭଳି ପେଟ୍ରୋଲ ଏବଂ ଡିଜେଲରୁ ଟିକସ ସଂଗ୍ରହ...

ଅଣ ସଙ୍ଗଠିତ କ୍ଷେତ୍ରର ୪୦ କୋଟି ନିଯୁକ୍ତି ପ୍ରତି ବିପଦ

ନୂଆଦିଲ୍ଲୀ,୮।୪: କରୋନା ଯୋଗୁ ଦେଶର ଖୁଚୁରା ବ୍ୟବସାୟ କ୍ଷେତ୍ରରେ ୮୦ ହଜାର ଲୋକ ଚାକିରି ହରାଇବାର ଆଶଙ୍କା କରାଯାଇଛି। ସେହିଭଳି ଅଣ ସଙ୍ଗଠିତ କ୍ଷେତ୍ରର ୪୦...

Advertisement
Archives

Model This Week