ଟାଇଟାନ ରାଗାର ନୂଆ କଲେକ୍ସନ

ଭୁବନେଶ୍ୱର,୧୭-୧୦: ଟାଇଟାନ ରାଗାର ନୂଆ ଫେସେଟ୍‌ସ କଲେକ୍ସନ ବଜାରକୁ ଆସିଛି। ଅତ୍ୟାଧୁନିକ ଭାରତୀୟ ମହିଳା ଏବଂ ସେମାନଙ୍କ ବ୍ୟକ୍ତିତ୍ୱକୁ ଧ୍ୟାନରେ ରଖି କମ୍ପାନୀ ଏହି କଲେକ୍ସନ ବଜାରକୁ ଛାଡିଛି। ଏଥିରେ ଅତ୍ୟାଧୁନିକ ଡିଜାଇନ, କାରିଗରି ଗ୍ରାହକ ଲାଭ କରିପାରିବେ। ଏଥିରେ ରହିଛି ୧୨ ନୂଆ ଘଣ୍ଟାର କଲେକ୍ସନ। ଡିଜାଇନଗୁଡିକ ମଧ୍ୟରେ ରହିଛି ସ୍ବରଭସ୍କି କ୍ରିଷ୍ଟାଲ୍ସ, ମଦର ଅଫ୍‌ ପର୍ଲ, ରୋଜ ଗୋଲ୍ଡ ପ୍ଲେଟିଂ । ଏହାବାଦ ଡାଏଲ, ଷ୍ଟ୍ରାପ ଏବଂ ବିଭିନ୍ନ ଜ୍ୟାମିତି ଫର୍ମର ଗଢଣ ଗ୍ରାହକ ଲାଭ କରିପାରିବେ। କଲେକ୍ସନଗୁଡ଼ିକ ଗ୍ରାହକ ଓ୍ବାର୍ଲଡ ଅଫ ଟାଇଟାନ ଷ୍ଟୋର, ହିଲିୟସ, ପ୍ରମୁଖ ଡିପାର୍ଟମେଣ୍ଟାଲ ଷ୍ଟୋର, ଅନଲାଇନ ଷ୍ଟୋର, ଅଧିକୃତ ଡିଲରଶିପରେ ପାଇପାରିବେ। କଲେକ୍ସନଗୁଡିକ ୫୪୯୫ ଟଙ୍କାରୁ ୧୫,୯୯୫ ଟଙ୍କା ରହିଛି। ଗ୍ରାହକଙ୍କ ଚାହିଦାକୁ ଧ୍ୟାନରେ ରଖି ନୂଆ କଲେକ୍ସନଗୁଡିକ ବଜାରକୁ ଆସିଥିବା ଟାଇଟାନ ଓ୍ବାଚେସର ମାର୍କେଟିଂ ମୁଖ୍ୟ କନଓ୍ବାଲପ୍ରତି ଓ୍ବାଲିଆ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ ହଟିବନି ପେଟ୍ରୋଲ,ଡିଜେଲ ଯାନ:ଧର୍ମେନ୍ଦ୍ର

ନୂଆଦିଲ୍ଲୀ,୧୮-୭: ପେଟ୍ରୋଲ, ଡିଜେଲ ଯାନଗୁଡିକୁ ସରକାର ସମ୍ପୂର୍ଣ୍ଣ ନିଷେଧ କରିବେ ନାହିଁ। ଏ ନେଇ ସରକାର ବର୍ତ୍ତମାନ କୌଣସି ଯୋଜନା ଧାର୍ଯ୍ୟ କରି ନାହାନ୍ତି। ମାତ୍ର...

କେନ୍ଦ୍ରର ବଜାର ଋଣ ୭.୦୬ ଲକ୍ଷ କୋଟି

ନୂଆଦିଲ୍ଲୀ : ଚଳିତ ଆର୍ଥତ୍କ ବର୍ଷର ଅଦ୍ୟାବଧି କେନ୍ଦ୍ର ସରକାରଙ୍କ ବଜାର ଋଣ ୭.୦୬ ଲକ୍ଷ କୋଟି ଟଙ୍କା ଛୁଇଁଛି। ସରକାର ବର୍ତ୍ତମାନ ସୁଦ୍ଧା ୮୪,୦୨୩...

ଗ୍ରାହକଙ୍କୁ ଭୋଡାଫୋନ୍‌ ଆଇଡିଆର ଝଟକା: ମହଙ୍ଗା ହେଲା ଲୋକପ୍ରିୟ ୨ ପ୍ଲାନ୍‌

ନୂଆଦିଲ୍ଲୀ,୧।୧୨: ଟେଲିକମ୍‌ କମ୍ପାନୀ ଭୋଡାଫୋନ ଆଇଡିଆ(ଭିଆଇ) ନିଜର ଦୁଇଟି ପୋଷ୍ଟପେଡ୍‌ ପ୍ଲାନ ମହଙ୍ଗା କରିଛି। କମ୍ପାନୀ ନିଜର ଲୋକପ୍ରିୟ ପ୍ଲାନର ମୂଲ୍ୟ ୫୦ ଟଙ୍କା ଅଧିକ...

ଏମ୍‌.ରାଜେଶ୍ୱର ରାଓ ଆର୍‌ବିଆଇ ଡେପୁଟି ଗଭର୍ନର

ମୁମ୍ବାଇ: ଏମ୍‌.ରାଜେଶ୍ୱର ରାଓଙ୍କୁ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଡେପୁଟି ଗଭର୍ନର ଭାବେ ସରକାର ବୁଧବାର ନିଯୁକ୍ତି ପ୍ରଦାନ କରିଛନ୍ତି। ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଡି)ଙ୍କ ମଧ୍ୟରୁ...

ଇନ୍‌ଫୋସିସ୍‌କୁ ସେପ୍ଟେମ୍ବର ୧୫ ଯାଏ ମହଲତ

ନୂଆଦିଲ୍ଲୀ,୨୪।୮ ନୂଆ ଆୟକର ଇ-ଫାଇଲିଂ ପୋର୍ଟାଲରେ ବିଭିନ୍ନ ସମସ୍ୟା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଟିକସଦାତା ଏ ନେଇ ବାରମ୍ବାର ସରକାରଙ୍କ ନିବେଦନ କରିବା ପରେ...

ଶିଳ୍ପ ଜଗତ ଲାଗି ପ୍ୟାକେଜ ଶୀଘ୍ର

ନୂଆଦିଲ୍ଲୀ,୧। ୪: କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ନିକଟରେ ୧.୭ ଲକ୍ଷ କୋଟିର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ବିଶେଷ...

ଗ୍ରାହକଙ୍କ ପସନ୍ଦ ପ୍ରିମିୟମ ପ୍ରଡକ୍ଟ: ସାମ୍‌ସଙ୍ଗ ଭିପି

ଭୁବନେଶ୍ୱର,୧୨-୧୦(ବ୍ୟୁରୋ): ଭାରତୀୟ ଗ୍ରାହକମାନେ କଞ୍ଜ୍ୟୁମର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ କ୍ରୟ ବେଳେ ପ୍ରିମିୟମ ପ୍ରଡକ୍ଟକୁ ଅଧିକ ପସନ୍ଦ କରୁଛନ୍ତି। ଟିଭି, ଫ୍ରିଜ ଭଳି ପ୍ରଡକ୍ଟ କ୍ରୟ ସମୟରେ...

ପଟିଆ ମେନ୍‌ରୋଡଠାରେ ରେମଣ୍ଡର ନୂଆ ଶୋ’ରୁମ ଶୁଭାରମ୍ଭ

ଭୁବନେଶ୍ୱର,୨୫-୬(ବ୍ୟୁରୋ): କଳାମନ୍ଦିର ଗ୍ରୁପ ପକ୍ଷରୁ ପଟିଆ ମେନ୍‌ରୋଡଠାରେ ପ୍ରତିଷ୍ଠିତ ବ୍ରାଣ୍ଡ ରେମଣ୍ଡର ନୂଆ ପୋଷାକ ଷ୍ଟୋର ଶୁଭାରମ୍ଭ ହୋଇଛି। ପୋଲିସ କମିଶନର ସତ୍ୟଜିତ ମହାନ୍ତି ଏହି...

Advertisement
Archives

Model This Week