ଜୟଲଳିଥାଙ୍କ ବାୟୋପିକ ପାଇଁ ବହୁ କଷ୍ଟ କରୁଛନ୍ତି କଙ୍ଗନା

ମୁମ୍ବାଇ: ବଲିଉଡ୍‌ କୁଇନ କଙ୍ଗନା ରନାଓ୍ବତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିଥାଙ୍କ ଜୀବନି ଉପରେ ଆଧାରିତ ହୋଇଥିବା ବାୟୋପିକ ‘ଥଲାଭି’ରେ ନଜର ଆସିବେ। ଜୟଲଳିଥାଙ୍କ ଭଳି ଦେଖାଯିବା ଓ ତାଙ୍କ ଚରିତ୍ରକୁ ଆପଣାଇବାକୁ ସେ ବହୁ ପରିଶ୍ରମ କରୁଛନ୍ତି। ଏଥିପାଇଁ ସେ ହଲିଉଡର ଏକ୍ସପର୍ଟ ଜେସନ କୋଲିନ୍ସଙ୍କ ସହ ବିଭିନ୍ନ ପ୍ରକାରର ଲୁକ୍‌ ଟେଷ୍ଟ ଦେଉଥିବା ଦେଖିବାକୁ ମିଳିଛି। ଏନେଇ କଙ୍ଗନା ନିଜ ଇନ୍‌ଷ୍ଟାଗ୍ରାମରେ କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋକୁ ଦେଖିଲେ କଙ୍ଗନାଙ୍କୁ ଜମା ଚିହ୍ନି ହେଉନି। ଜୟଲଳିଥାଙ୍କ ଭଳି ଦେଖାଯିବା ପାଇଁ କଙ୍ଗନା ପ୍ରୋସ୍ଥେଟିକ୍‌ ମେକ୍‌ଅପ୍‌ର ସାହାଯ୍ୟ ନେବେ। ଆଉ ଏଥିପାଇଁ ସେ ଲୁକ୍‌ ଟେଷ୍ଟ ଦେବାକୁ ଦୁଇ ଦିନ ପୂର୍ବରୁ ଲସ ଏଞ୍ଜେଲେସ୍‌ ଯାଇଥିବା ଜଣାପଡ଼ିଛି। ଏ.ଏଲ୍‌. ବିଜୟଙ୍କ ନିର୍ଦ୍ଦେଶତି ଏହି ଫିଲ୍ମକୁ ତାମିଲ, ତେଲଗୁ ଓ ହିନ୍ଦୀରେ ରିଲିଜ କରାଯିବ। ତାମିଲରେ ‘ଥଲାଭି’ ଓ ହିନ୍ଦୀରେ ‘ଜୟା’ ନାମରେ ଏହି ଫିଲ୍ମକୁ ରିଲିଜ୍‌ କରାଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ଭଡ଼ା ନେଲେ ସଲମାନ: ମାସକୁ ଗଣିବେ ଏତିକି ଟଙ୍କା

ବଲିଉଡର ଅଭିନେତା ସଲମାନ ଖାନ ତାଙ୍କ ପରିବାର ସହିତ ବାନ୍ଦ୍ରାସ୍ଥିତ ଲୋକପ୍ରିୟ ଗାଲାକ୍ସି ଆପାର୍ଟମେଣ୍ଟରେ ରୁହନ୍ତି। ଏହା ସହିତ ସେ ପାନଭେଲର ଫାର୍ମ ହାଉସରେ ମଧ୍ୟ...

ପ୍ରେମିକାଙ୍କ ଠାରୁ ସର୍ତ୍ତ ହାରିବା ପରେ ଝିଅ ସାଜି ନୃତ୍ୟକଲେ ଏହି ଅଭିନେତା

‘ଫୁକ୍‌ରେ’ ଷ୍ଟାର ପୁଲକିତ ସମ୍ରାଟ ବହୁତ ମଜାଳିଆ ସ୍ବଭାବର। ‘ସନମ୍‌ ରେ’ ଏବଂ ପାଗଲପନ୍ତି ପରି ଫିଲ୍ମରେ ସେ ନିଜର ଅଭିନୟ ପାଇଁ ଚର୍ଚ୍ଚାରେ ରହିଛନ୍ତି।...

ବିବାହର ଛଅ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତ୍ରୀ

ବମ୍ବେ: ବିବାହର ଛଅ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହୋଇଛନ୍ତି ଅଭିନେତ୍ରୀ ସନା ଅମିନ ଶେଖ। ଟେଲି ଧାରାବାହିକ ‘କୁଛ ରଙ୍ଗ ପ୍ୟାର କେ ଐସେ...

ବାପା ହେଲେ ଆଦିତ୍ୟ ନାରାୟଣ

ମୁମ୍ବାଇ: ବଲିଉଡ ଅଭିନେତା ଆଦିତ୍ୟ ନାରାୟଣ ଏବଂ ଶ୍ୱେତା ଅଗ୍ରୱାଲ ୨୦୨୦ ଡିସେମ୍ବର ୧ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେମାନେ ନିଜର ବୈବାହିକ ଜୀବନକୁ...

ଐଶ୍ୱର୍ଯ୍ୟା, ଝିଅ ଆରାଧ୍ୟାଙ୍କ ରିପୋର୍ଟ ଆସିଲା ପଜିଟିଭ

ମୁମ୍ବାଇ,୧୨।୭: ବଲିଉଡ୍‌ ନାୟିକା ତଥା ଅମିତାଭ ବଚ୍ଚନଙ୍କ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ କରୋନାରେ ପୀଡ଼ିତ ଥିବା ସୂଚନା ମିଳିଛି। କେବଳ ସେ ନୁହେଁ ତାଙ୍କ...

ଅଙ୍ଗ ପ୍ରଦର୍ଶନ କରି ଟ୍ରୋଲ୍‌ ହେଲେ ମଲାଇକା, ସନ୍ନି ଲିଓନିଙ୍କ ସହ ତୁଳନା କଲେ ୟୁଜର୍ସ

ବଲିଉଡ୍‌ ଅଭିନେତା ଫରହାନ ଅଖତର ଓ ଶିବାନୀ ଦାଣ୍ଡେକର ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏ ନେଇ ଗୁରୁବାର ରାତିରେ ଫିଲ୍ମ ନିର୍ମାତା ରିତେଶ...

କିଛି ଟେନ୍‌ସନ୍‌ ଲାଗିଲେ ଫ୍ଲାଇଟ୍‌ରେ ବୁଲନ୍ତି ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ତଥା ନାଗିନ୍‌ ଫେମ୍‌ ଅଦା ଖାଁ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କିଛି ବର୍ଷ ହେବ ଜଡ଼ିତ। ସେ କୁହନ୍ତି, କୌଣସି ପାର୍ଟିରେ ଯୋଗଦେବା...

ସାଇକେଲ ଚଳାଇ ଶୁଟିଂ ସେଟ୍‌ରେ ପହଞ୍ଚିଲେ ଭାଇଜାନ: ରାସ୍ତାରେ କେହି ବି ଚିହ୍ନି ପାରିଲେନି ତାଙ୍କୁ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁଙ୍କ ସାଇକେଲ ସଉକକୁ କିଏ ବା ନ ଜାଣେ। ବହୁ ସମୟରେ ନିଜର ବିଳାସପୂର୍ଣ୍ଣ ଓ ଦାମିକିଆ କାର୍‌କୁ ଛାଡି...

Advertisement
Archives

Model This Week