Posted inଜାତୀୟ

ଜୋଷୀ, ରାଣେଙ୍କ ପରେ ଉଦ୍ଧବ

ମୁମ୍ବାଇ, ୨୭ା୧୧(ପି.ଟି.) : ମହାରାଷ୍ଟ୍ରରେ ଫଡ୍‌ନବିସ୍‌ ସରକାରର ପତନ ପରେ ଶିବସେନା ଏହାର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଦଳର ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ ପାଇଛି। ୨୮୮ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବୁଧବାର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପରେ ରାସ୍ତା ସଫା ହୋଇଯିବ। ୧୯୮୯ରୁ ମହାରାଷ୍ଟ୍ରରେ ଭାଜପା ସହ ମେଣ୍ଟ କରିଆସିଥିବା ଶିବସେନା ୧୯୯୫ରେ ସଫଳତା ପାଇଥିଲା। ଶିବସେନା ସୁପ୍ରିମୋ ବାଲାସାହେବ ଠାକ୍‌ରେଙ୍କ ସହଯୋଗୀ ମନୋହର ଜୋଷୀଙ୍କୁ ଦଳର ପ୍ରଥମ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ମାତ୍ର ୩ ବର୍ଷ ପରେ ଦୁର୍ନୀତି ଜାଲରେ ଛନ୍ଦିହୋଇ ଜୋଷୀ ଇସ୍ତଫା ଦେବା ପରେ ଠାକ୍‌ରେ ପରିବାରର ସହଯୋଗୀ ନାରାୟଶ ରାଣେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବଛାଯାଇଥିଲା। ଏବେ ଭାଜପା ଓ ଶିବସେନା ମଧ୍ୟରେ ଦୀର୍ଘ ୩୦ ବର୍ଷର ସମ୍ପର୍କରେ ଯବନୀକା ପଡ଼ିଛି। ମୁଖ୍ୟମନ୍ତ୍ରୀ ପଦ ଭାଗବଣ୍ଟାକୁ ନେଇ ଶିବସେନା ଦାବି କରିବା ଓ ଭାଜପା ଏହାକୁ ଅଗ୍ରାହ୍ୟକରିବା ଫଳରେ ରାଜ୍ୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଶେଷରେ ଶିବସେନା ଏନ୍‌ସିପି ଓ ପରେ କଂଗ୍ରେସ ସହ ହାତମିଳାଇବାକୁ ବାଧ୍ୟହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀରଜ ଚୋପ୍ରାଙ୍କୁ ବଡ଼ ଉପହାର ଦେବେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୮।୮: ଟୋକିଓ ଅଲିମ୍ପିକ ଗେମ୍ସରେ ଜାଭେଲିନ ଥ୍ରୋ ଭାରତର ନୀରଜ ଚୋପ୍ରା ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସମଗ୍ର ଭାରତରେ ଏହାକୁ ଖୁସିର ଲହରୀ...

ଟିନା ଡାବିଙ୍କ ପରେ ଏବେ ବିବାହ କରିବେ ଅତହର ଆମୀର, ଜାଣନ୍ତୁ କିଏ ସେ ଯୁବତୀ…

ନୂଆଦିଲ୍ଲୀ,୩।୭: ୨୦୧୫ ବ୍ୟାଚ୍‌ର ୟୁପିଏସ୍‌ସି ଟପ୍ପର ତଥା ଆଇଏଏସ୍‌ ଅଫିସର ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ତଥା ଆଇଏସ୍‌ ଅଫିସର ଅତହର ଆମୀର ଖାଁ ପୁଣି...

କରୋନା ଚିକିତ୍ସାର ଭିତିରି କଥା: ଅଗ୍ନିକାଣ୍ଡ ପରେ ସତ୍ୟ ପାଇଲା ପ୍ରକାଶ

ହାଇଦ୍ରାବାଦ୍‌, ୧୧।୮: ତିନି ଦିନ ତଳେ ବିଜୟଓ୍ବାଡ଼ାର ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଏହି ହୋଟେଲକୁ...

କଂଗ୍ରେସ ହାଇକମାଣ୍ଡ କରନ୍ତୁ ଆତ୍ମମନ୍ଥନ: ସିବଲ

ନୂଆଦିଲ୍ଲୀ,୧୬।୧୧: ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ନେଇ ଏବେ ଦଳରେ ଚର୍ଚ୍ଚା ଆରମ୍ଭ ହୋଇଛି। ସେହିପରି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜରାଟ ସମେତ ଅନ୍ୟ...

ଶ୍ରାଦ୍ଧ ବାର୍ଷିକୀରେ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ

ନୂଆଦିଲ୍ଲୀ,୨୧।୫: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ରାଜୀବ ଗାନ୍ଧୀଙ୍କ ୨୯ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୁତ୍ର ରାହୁଲ ଗାନ୍ଧୀ ତାଙ୍କୁ ଶ୍ରଦ୍ଧାଞ୍ଜଳି...

ମାନହାନି ମାମଲା: ଗୁଜରାଟ ହାଇକୋର୍ଟ ଗଲେ ରାହୁଲ

ନୂଆଦିଲ୍ଲୀ,୨୬ା୪ : ‘ସବୁ ଚୋରଙ୍କ ସାଙ୍ଗିଆ ମୋଦି କାହିଁକି’ ମନ୍ତବ୍ୟ ପାଇଁ ମାନହାନି ମାମଲାରେ ଦୋଷୀସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉକ୍ତ ରାୟ...

ବସ୍ତି ପିଲାଙ୍କୁ ଇଂରାଜୀ ପଢ଼ାଉଛନ୍ତି ଏହି ଛାତ୍ରୀ, ଛୁଟୁଛି ପ୍ରଶଂସାର ସୁଅ

ରାଞ୍ଚି,୭।୨: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିର ଦେଓଘର କଲେଜର ଛାତ୍ରୀ ନେହା ପାଣ୍ଡେ ନିଜର ପାଠପଢ଼ା ସରିବା ପରେ ବସ୍ତି ଅଞ୍ଚଳର ପିଲାଙ୍କୁ ପାଠ ପଢ଼ାଇବା ଆରମ୍ଭ...

ସ୍ତ୍ରୀ ଝଗଡ଼ା କରିବାରୁ ଶିଶୁପୁତ୍ରର ମୁଣ୍ଡ କାନ୍ଥରେ ପିଟିଦେଲେ

ନୂଆଦିଲ୍ଲୀ,୮।୧୨: ସ୍ତ୍ରୀ ସହ ଝଗଡ଼ ହେବାରୁ ମଦ ନିଶାରେ ଥିବା ୨୬ ବର୍ଷୀୟ ଯୁବକ ୩ ମାସର ଶିଶୁ ପୁତ୍ରର ମୁଣ୍ଡକୁ କାନ୍ଥରେ ପିଟି ହତ୍ୟା...

Advertisement
Archives

Model This Week