Posted inଜାତୀୟ

ଜେଲରୁ ମୁକୁଳିବା ପରେ ପୋଲିସଙ୍କୁ ମିଠା ବାଣ୍ଟିଲେ ଭାଜପା ବିଧାୟକ

ଇନ୍ଦୋର,୩୦।୬: ଭାଜପା ବିଧାୟକ ଆକାଶ ବିଜୟଭର୍ଗିୟ ରବିବାର ଜେଲରୁ ମୁକୁଳିଛନ୍ତି। ଏହାପରେ ତାଙ୍କୁ କର୍ମୀମାନେ ଫୁଲମାଳ ଦେଇ ପାଛୋଟି ନେଇଯାଇଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ ମଧ୍ୟ ପ୍ରଦେଶର ଇନ୍ଦୋର ସ୍ଥିତ ତାଙ୍କ ବାସଭବନରେ ଭାଜପା କର୍ମୀମାନେ ପୋଲିସଙ୍କୁ ମିଠା ମଧ୍ୟ ବାଣ୍ଟିଛନ୍ତି। ସୂଚନାଯୋଗ୍ୟ, ନଗର ନିଗମର ଜଣେ କର୍ମଚାରୀଙ୍କୁ ବ୍ୟାଟରେ ପିଟିବା ଅଭିଯୋଗରେ ଆକାଶ ଜେଲ ଯାଇଥିଲେ। ଶନିବାର ତାଙ୍କୁ ଜାମିନ ମିଳିବା ପରେ ରବିବାର ସେ ଜେଲରୁ ମୁକୁଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଟଲା ହାଉସ୍‌ ଏନ୍‌କାଉଣ୍ଟର: ଆତଙ୍କବାଦୀ ଆରିଜ୍‌ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୮।୩: ବାଟଲା ହାଉସ୍‌ ଏନ୍‌କାଉଣ୍ଟର ମାମଲାରେ ଦିଲ୍ଲୀର ଏକ କୋର୍ଟ ଅଭିଯୁକ୍ତ ଆତଙ୍କବାଦୀ ଆରିଜ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆରିଜ୍‌ଙ୍କ ଦଣ୍ଡାଦେଶ ସମ୍ପର୍କରେ ଘୋଷଣା...

କରୋନା ପାଇଁ ପ୍ରଥମ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ: ଘୋଷଣା କରିବ ପତଞ୍ଜଳି

ନୂଆଦିଲ୍ଲୀ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏହାର ଚିକିତ୍ସା ବା ମୁକାବିଲା ଲାଗି ସମସ୍ତ ଦେଶ ନିଜ...

କାରଗିଲ୍‌ ଯୋଦ୍ଧା ବିଦେଶୀ ଘୋଷିତ ମାମଲା: ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଉଠିଲା ଅଙ୍ଗୁଳି

ନୂଆଦିଲ୍ଲୀ,୩।୬: କାରଗୀଲ୍‌ ଯୋଦ୍ଧା ମହମ୍ମଦ ସନାଉଲ୍ଲାହଙ୍କୁ ଏନଆର୍‌ସି ଆଇନ ଅନ୍ତର୍ଗତ ବିଦେଶୀ ଘୋଷଣା ମାମଲାରେ ନୂଆ ମୋଡ଼ ଆସିଛି। ଯାଞ୍ଚ୍‌ ଅଧିକାରୀଙ୍କ ଉପରେ ଏନେଇ ଅଙ୍ଗୁଳି...

ଦେଶଦ୍ରୋହ ଆଇନର ବୈଧତା ଯାଞ୍ଚ ଅନାବଶ୍ୟକ: କେନ୍ଦ୍ର

ନୂଆଦିଲ୍ଲୀ,୯।୫: ଦେଶଦ୍ରୋହ ଆଇନ ଉଚ୍ଛେଦକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ଉକ୍ତ ଆଇନ ଆଧାରରେ ଦିଆଯାଇଥିବା ରାୟର ପୁନଃ ସମୀକ୍ଷା ଆବଶ୍ୟକ ନାହିଁ। ସର୍ବୋଚ୍ଚ ଅଦାଲତଙ୍କ...

ପ୍ରାଣୀ ଜବତ ନିୟମ ପ୍ରତ୍ୟାହାର କର

ନୂଆଦିଲ୍ଲୀ, ୫।୧(ପି.ଟି.): ପ୍ରାଣୀ ବ୍ୟବସାୟ କିମ୍ବା ପରିବହନରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଜୀବ ନିଷ୍ଠୁରତା ପ୍ରତିକାର ଆଇନରେ ମାମଲା ଚାଲିଲେ ସମ୍ପୃକ୍ତ ପ୍ରାଣୀଙ୍କୁ ଜବତ କରାଯାଇଥାଏ।...

ଜମ୍ମୁ-କଶ୍ମୀରରୁ ୨ ଜୈଶ କର୍ମୀ ଗିରଫ

ଜମ୍ମୁ,୨୧।୯: ଦକ୍ଷିଣ କଶ୍ମୀରର ପୁଲଓ୍ବାମାରେ ପୋଲିସ ରେଡ୍‌ କରୁଥିବା ସମୟରେ ଶନିବାର ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ୨ ଓଭର ଗ୍ରାଉଣ୍ଡ କର୍ମୀଙ୍କୁ ଗିରଫ କରିଥିବା ଜଣାପଡିଛି।...

ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି ଭାଜପା

ନୂଆଦିଲ୍ଲୀ,୨୯ ।୪: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତରେ ବିଜୟ ଲାଭ କରିବା ପରେ ଏବେ ଭାରତୀୟ ଜନତା ପାର୍ଟି(ଭାଜପା) ନଜରରେ ୨୦୨୪ ନିର୍ବାଚନ...

କଂଗ୍ରେସ ପାଇଁ ହାରିଲେ ତେଜସ୍ୱୀ!

ପାଟନା,୧୦ ।୧୧: ବିହାର ବିଧାନସଭା ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ଏବେସୁଦ୍ଧା ପ୍ରାୟ ସମସ୍ତ ୨୪୩ ବିଧାନସଭା ଆସନର ଗଣତି ସମ୍ପର୍କରେ...

Advertisement
Archives

Model This Week