Posted inଜାତୀୟ

ଜେଟଲୀ ଥିଲେ ଜଣେ କବି

ନୂଆଦିଲ୍ଲୀ,୨୪।୮: ଚିରନିଦ୍ରାରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ। ଶନିବାର ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ବେଳେ ଭାରତୀୟ ରାଜନୀତିରେ ସୃଷ୍ଟି ହୋଇଛି ଏକ ଶୂନ୍ୟସ୍ଥାନ। ତେବେ ଜେଟଲୀ କେବଳ ଜଣେ ରାଜନେତା ନ ଥିଲେ। ସେ ଥିଲେ ଜଣେ କବି। କବିତା ଲେଖିବାରେ ସେ ରୁଚି ରଖୁଥିଲେ। ହେଲେ ଏକଥା ଅନେକଙ୍କୁ ଜଣା ନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମୟରେ ଜେଟଲୀ ଯେତେବେଳେ ଅର୍ଥମନ୍ତ୍ରୀ ଭାବେ କାମ କରୁଥିଲେ ସେତେବେଳେ ତାଙ୍କ କବି ପ୍ରତିଭା ପ୍ରକାଶିତ ହୋଇଥିଲା। ୨୦୧୫ରେ ବଜେଟ୍‌ ଉପସ୍ଥାପନ ସମୟରେ ସେ ଏମିତି ଏକ ଶାୟରି କହିଥିଲେ ଯାହା ସମସ୍ତଙ୍କ କୃଷ୍ଟି ଆକର୍ଷଣ କରିଥିଲା। ଏହାପରଠାରୁ ୨୦୧୬ ଓ ୧୭ରେ ମଧ୍ୟ ବଜେଟ୍‌ ଉପସ୍ଥାପନ ସମୟରେ ଜେଟଲୀଙ୍କ କବିତା ଶୁଣିବାକୁ ମିଳିଥିଲା। ଆଇନଜୀବି ଭାବେ ତାଙ୍କ ବୁକ୍‌ ସେଲ୍ଫରେ ଆଇନର ବହି ସହିତ ଆଉ କିଛି କବିତା ବହି ମଧ୍ୟ ସାଇତା ହୋଇ ରହିଥିବା ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳୁଛି ଗଙ୍ଗା ଗତିପଥ

ନୂଆଦିଲ୍ଲୀ, ୧୯ା୧୧:ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ଆମ ପରିବେଶ ଉପରେ ପଡ଼ୁଛି। ଜୀବଜଗତ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛନ୍ତି। ଏବେ ଆହୁରି...

ମୋଦି କରୋନା ମାର୍ଗଦର୍ଶିକା ପାଳନ କରିଥିଲେ କି ? ମାଣ୍ଡବ୍ୟଙ୍କ ଚିଠି ନେଇ ପ୍ରଶ୍ନ କଲେ ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୨୧।୧୨ : ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ମଧ୍ୟରେ ଭାରତ ଯୋଡା ଯାତ୍ରା ବନ୍ଦ କରିବା ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ...

ଥରିଲା ପଶ୍ଚିମବଙ୍ଗ

କୋଲକାତା, ୨୬।୮: ପଶ୍ଚିମବଙ୍ଗରେ ବୁଧବାର ସକାଳ ୭ଟା ୫୪ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିବା ଜାତୀୟ ଭୂବିଜ୍ଞାନ ଗବେଷଣା...

ପୁଲଓ୍ବାମା ଏନ୍‌କାଉଣ୍ଟର, ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧ ଅପରେଶନ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପୁଲଓ୍ବାମାେରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସ୍ଥାନୀୟ ନାଗବେରାନ୍‌-ତାରସାର...

ଯୁବକଙ୍କୁ ଫାଶୀ ଦଣ୍ଡାଦେଶ

ମୁମ୍ବାଇ, ୨୦ା୨(ପି.ଟି.): ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟାକରିବା ଅଭିଯୋଗରେ ମହାରାଷ୍ଟ୍ରର ପରଭାଣୀ ଜିଲା କୋର୍ଟ ଦୋଷୀ ବିଷ୍ଣୁ ଗୋରେ(୩୦)ଙ୍କୁ ବୁଧବାର ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।...

ପାକିସ୍ତାନ ବିଛାଇଛି କୁହୁକ ଜାଲ

ନୂଆଦିଲ୍ଲୀ,୨୦-୯(ଆଇଏଏନ୍‌ଏସ୍‌):ପାକିସ୍ତାନର ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପକ୍ଷରୁ ଚାଲିଥିବା ଏକ ‘କଲ୍‌ ସେଣ୍ଟର’ର ପର୍ଦ୍ଦାଫାଶ କରିବାରେ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବଡ଼ ସଫଳତା ମିଳିଛି। ଏହି କଲ୍‌...

ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କୁ ଉଲଗ୍ନ କରି ଜୋତାରେ ପିଟିବାକୁ ଧମକ ଦେଲେ ଭାଜପା ନେତା

କୋଲକତା,୭।୯: ପଶ୍ଚିମବଙ୍ଗରେ ୨୦୨୧ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ଏବଂ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି। ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ ଏକ ବିବାଦୀୟ...

ମନ୍ଦିରରେ ପ୍ରକୃତ ହାତୀ ବଦଳରେ ରୋବୋ ହାତୀ କରିବେ ଧାର୍ମିକ ଅନୁଷ୍ଠାନ…

ଥିରୁଭାନନ୍ତପୁରମ୍‌,୨୭।୨ : କେରଳର ଥ୍ରୀସୁର ଜିଥଲାର ଇରିଞ୍ଜାଦାପଲ୍ଲୀ ଶ୍ରୀକୃଷ୍ଣ ମନ୍ଦିରରେ ବର୍ତ୍ତମାନ ରୀତିନୀତି ପାଇଁ ପ୍ରକୃତ ହାତୀ ବଦଳରେ ରୋବୋଟିକ ହାତୀ ବ୍ୟବହାର କରାଯିବ। ଏହି...

Advertisement
Archives

Model This Week