ଜୁଲାଇରେ ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ,୨-୮: ଜିଏସ୍‌ଟି ଆଦାୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଖୁସି ଆଣିଦେଇଛି। ଜୁଲାଇରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଯାଇଛି। ଏହି ସମୟରେ ୧.୦୨ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଛି। ସେଣ୍ଟ୍ରାଲ ଜିଏସ୍‌ଟି(ସିଜିଏସ୍‌ଟି) ବାବଦରେ ୧୭,୯୧୨ କୋଟି, ଏସ୍‌ଜିଏସ୍‌ଟିରେ ୨୫,୦୦୮ କୋଟି ଟଙ୍କା ଆଦାୟ ହୋଇଛି। ଚଳିତ ଆର୍ଥିକ ବର୍ଷରେ ତୃତୀୟ ଥର ଗୋଟିଏ ମାସରେ ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟଙ୍କା ଟପିଛି। ଜୁନ୍‌ରେ ଏହା ଏକ ଲକ୍ଷ କୋଟି ଟଙ୍କା ତଳକୁ ଆସିଥିଲା। ଏପ୍ରିଲରେ ୧,୧୩,୮୬୫ କୋଟି ଏବଂ ମେ’ରେ ୧,୦୦,୨୮୯ କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଥିଲା। ଆଲୋଚ୍ୟ ମାସରେ ଜୁଲାଇ ୩୧ ସୁଦ୍ଧା ୭୫.୭୯ ଲକ୍ଷ ଜିଏସ୍‌ଟିଆର୍‌-୩ବି ରିଟର୍ନ ଦାଖଲ ହୋଇଛି ବୋଲି ଅର୍ଥ ମନ୍ତଣାଳୟ ସୂତ୍ରରୁ ପ୍ରକାଶ। ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ଜିଏସ୍‌ଟି ଆଦାୟ ହେଲେ ସରକାରଙ୍କ ବିତ୍ତୀୟ ନିଅଣ୍ଟ ବଜେଟ ଲକ୍ଷ୍ୟ ମଧ୍ୟରେ ରହିବା ସହିତ ରାଜ୍ୟଗୁଡ଼ିକୁ ଅଧିକ କ୍ଷତିପୂରଣ ଦେବାକୁ ପଡିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିବେଶକଙ୍କ ଉପରେ ଚଡ଼କ;ଏଫ୍‌ପିଆଇ ଉଠାଇ ନେଲେ ୧୫ ଲକ୍ଷ କୋଟି

ମୁମ୍ବାଇ,୬-୮: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଜୁଲାଇ ୫ରେ ବଜେଟ ଓ ଫାଇନାନ୍ସିଆଲ ବିଲ୍‌ ଉପସ୍ଥାପନ କରିଥିଲେ। ଏଥିରେ ଅତି ଧନୀ ଓ ବିଦେଶୀ ପୋର୍ଟଫୋଲିଓ...

ଘରେ ରହି କାମ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଲା ଟୁଇଟର

ଓ୍ବାଶିଂଟନ,୧୨।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୁଇଟର ଏହାର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦେଇଛି। ପୃଥିବୀ ସାରା କାମ କରୁଥିବା କର୍ମଚାରୀଙ୍କୁ...

ଏପ୍ରିଲରୁ ଏସ୍‌ଏମ୍‌ଏସ୍‌ ଦ୍ୱାରା ଜିଏସ୍‌ଟି ରିଟର୍ନ ଫାଇଲିଂ

ନୂଆଦିଲ୍ଲୀ,୩-୧୦: ଆସନ୍ତା ବର୍ଷ ଏପ୍ରିଲରୁ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥାରେ ଏସ୍‌ ଏମ୍‌ଏସ୍‌ ଦ୍ୱାରା ରିଟର୍ନ ଫାଇଲ କରିହେବ। ନିଲ୍‌ ରିଟର୍ନ କ୍ଷେତ୍ରରେ...

ଯଥାର୍ଥ ଟିକସ ଯୋଜନା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୧୪-୭: ଦେଶର ଟିକସଦାତାଙ୍କ ଲାଗି ଠିକ୍‌ ଟିକସ ଯୋଜନାର ଆବଶ୍ୟକତା ରହିଛି। ଅର୍ଥକୁ ଠିକ୍‌ ଭାବେ ପରିଚାଳନା, ନୂଆ ନୀତିକୁ ଧ୍ୟାନରେ ରଖି ଆଡଭାନ୍ସ ଟିକସ...

ପ୍ରବାସୀ ଶ୍ରମିକଙ୍କୁ ସୁଲଭ ଭଡ଼ାଘର

ନୂଆଦିଲ୍ଲୀ,୮।୭ : ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନାରେ ନିର୍ମାଣ କରାଯାଉଥିବା ଛୋଟଛୋଟ ଫ୍ଲାଟ୍‌ଗୁଡିକୁ ପ୍ରବାସୀ ଶ୍ରମିକ ଏବଂ ଗରିବଙ୍କୁ ସୁଲଭ ଭଡ଼ାଘର ଭାବେ ପ୍ରଦାନ କରାଯିବାକୁ...

ସମ୍ପତ୍ତି ଲିଜ୍‌ ଦେବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୧୨।୭ : ଟେଲିକମ୍‌ କ୍ଷେତ୍ରରେ ଘରୋଇ ଖେଳାଳିଙ୍କ ସହ ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରୁ ନ ଥିବାରୁ ରାଷ୍ଟ୍ରାୟତ୍ତ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌)ର ଆୟ...

ଛଟେଇ ହେବେ ୩ଲକ୍ଷ ଅପାରଗ ରେଲଓ୍ବେ କର୍ମଚାରୀ

ନୂଆଦିଲ୍ଲୀ,୨୨-୭: କାମରେ ଫାଙ୍କୁଥିବା ଅଥବା ଅପାରଗ ରେଲଓ୍ବେ କର୍ମଚାରୀ ବିଦା ହେବେ। ଜୋନାଲ ଅଫିସ୍‌କୁ ଏଭଳି କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରିବାକୁ ରେଲଓ୍ବେ ମନ୍ତ୍ରଣାଳୟ ପକ୍ଷରୁ...

ରିଲାଏନ୍ସ ଦେଉଛି କିରାନା ସାମଗ୍ରୀ ଅର୍ଡର ସୁବିଧା

ନୂଆଦିଲ୍ଲୀ,୨୮।୪: ହ୍ବାଟ୍ସଆପ୍‌ ମାଧ୍ୟମରେ କିରାନା ସାମଗ୍ରୀ ଅର୍ଡର କରିବା ଲାଗି ରିଲାଏନ୍ସ ପକ୍ଷରୁ ସେବା ଭାରତରେ ଆରମ୍ଭ ହୋଇଛି। ଏହାକୁ ପ୍ରାଥମିକ ପର୍ଯ୍ୟାୟରେ ମୁମ୍ବାଇରେ ଶୁଭାରମ୍ଭ...

Advertisement


Archives

Model This Week