ଜୁନ ୨୩ରେ ଫିଟ୍‌ଜୀର ଏକ୍ସଟ୍ରା ରେ ଏଜ୍‌ ପରୀକ୍ଷା

ଭୁବନେଶ୍ୱର,୨୬-୫: ପ୍ରମୁଖ କୋଚିଂ ପ୍ରତିଷ୍ଠାନ ଫିଟ୍‌ଜୀ ପକ୍ଷରୁ ଏକ୍ସଟ୍ରା ରେ ଏଜ ପରୀକ୍ଷା ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଜୁନ ୨୩ରେ ଅନୁଷ୍ଠିତ ହେବ। ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଛାତ୍ରୀଛାତ୍ରଙ୍କ ଜେଇଇରେ ସଫଳତା ଲାଭ କରିବାର ସ୍ବପ୍ନକୁ ପୂରଣ କରିବା ଲାଗି ଫିଟ୍‌ଜୀ ଏଭଳି ଏକ ପରୀକ୍ଷା ଆୟୋଜନ କରୁଛି। ଏହା ଦ୍ୱାରା ଛାତ୍ରୀଛାତ୍ର ଫିଟ୍‌ଜୀର କ୍ଲାସରୁମ ପ୍ରୋଗ୍ରାମରେ ଯୋଗ ଦେବାର ସୁଯୋଗ ପାଇ ପାରିବେ। ଆଇଆଇଟିରେ ପ୍ରବେଶ ଲାଗି ଜେଇଇ ମେନ, ଜେଇଇ ଆଡଭାନ୍ସ ୨୦୧୯ରେ ଶ୍ରେଷ୍ଠ ର଼୍ୟାଙ୍କ ହାସଲ କରିବାକୁ ଯେଉଁ ଛାତ୍ରୀଛାତ୍ର ସକ୍ଷମ ହୋଇ ପାରି ନାହାନ୍ତି ସେମାନଙ୍କୁ ପ୍ରସ୍ତୁତିରେ ସହାୟତା କରିବା ଲାଗି ଏଭଳି ଏକ ପଦକ୍ଷେପ ନିଆଯାଇଥିବା ଫିଟ୍‌ଜୀ ନିର୍ଦ୍ଦେଶକ ଆର୍‌.ଏଲ୍‌ ତ୍ରୀଖା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟଗୁଡ଼ିକୁ ୬୧୯୪ କୋଟିର ଅନୁଦାନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡିକୁ ରାଜସ୍ବ ନିୟଣ୍ଟ ଅନୁଦାନ ଭାବେ ବୁଧବାର ୬୧୯୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ୧୨ ତମ ତଥା...

ବ୍ୟାଙ୍କଗୁଡିକର ମୋଟ୍‌ ଏନ୍‌ପିଏ ୯.୧%କୁ ଖସିଲା

ନୂଆଦିଲ୍ଲୀ,୨୫-୧୨: ଦେଶର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମୋଟ ଅନାଦାୟ ଋଣ (ଏନ୍‌ପିଏ) ପରିମାଣ ସେପ୍ଟେମ୍ବର ଶେଷ ସୁଦ୍ଧା ୯.୧%କୁ ଖସିଛି। ଏହା ଆର୍ଥତ୍କ ବର୍ଷ ୨୦୧୭-୧୮ରେ ୧୧.୨%...

ଓଡ଼ିଶାର ୨୫୦ ସ୍ଥାନରେ ଉପଲବ୍ଧ ହେବ ୪ଜି ସେବା

ନୂଆଦିଲ୍ଲୀ,୨୮ା୪: ଦେଶର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଟେଲି ଯୋଗାଯୋଗ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ୨,୩୪୩ଟି...

୪.୨%କୁ ଖସିପାରେ ଜିଡିପି

ନୂଆଦିଲ୍ଲୀ,୧୩-୧୧: ଚଳିତ ଆର୍ଥିକ ବର୍ଷ ଦ୍ୱିତୀୟ ତ୍ରୈମାସରେ ଦେଶର ଜିଡ଼ିପି ଅଭିବୃଦ୍ଧି ୪.୨%କୁ ହ୍ରାସ ଘଟିପାରେ। ଅଟୋମୋବାଇଲ କ୍ଷେତ୍ରରେ ବିକ୍ରି ହ୍ରାସ, ଏୟାର ଟ୍ରାଫିକ ମନ୍ଥରତା,...

ଖୁଚୁରା ମୁଦ୍ରାସ୍ଫୀତି ୪.୦୬%

ନୂଆଦିଲ୍ଲୀ: ଜାନୁୟାରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ଭିତ୍ତିକ ଖାଉଟି ମୂଲ୍ୟ ସୂଚୀ(ସିପିଆଇ) ୪.୦୬%କୁ ବୃଦ୍ଧି ପାଇଛି। ଆର୍‌ବିଆଇ ଧାର୍ଯ୍ୟଲକ୍ଷ୍ୟ ୨-୬% ମଧ୍ୟକୁ ଏହା ଫେରିଛି। ଲଗାତର...

ଦୁଇ ଦିନରେ ନିବେଶକ ହରାଇଲେ ୩.୭୯ ଲକ୍ଷ କୋଟି

ମୁମ୍ବାଇ,୨୦-୭: ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍‌ପିଆଇ)ଙ୍କ ପାଇଁ ଉଦ୍ଦିଷ୍ଟ ଟିକସ ହ୍ରାସ ଦାବିକୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ପ୍ରତ୍ୟାଖାନ କରିଦେଇଛନ୍ତି। ଫଳସ୍ବରୂପ ଗୁରୁବାର ଓ ଶୁକ୍ରବାର...

ଠପ୍‌ ରହିଲା ସୁନା ଗହଣା ବିକ୍ରି

ନୂଆଦିଲ୍ଲୀ,୨୭।୪: ଚଳିତ ବର୍ଷ ଅକ୍ଷୟ ତୃତୀୟା ସୁନାଗହଣା କରାବାରକୁ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ କରିଛି। କରୋନା ପାଇଁ ସାରା ଦେଶରେ ଘୋଷଣା ହୋଇଥିବା ଲକ୍‌ଡାଉନ ଯୋଗୁ ଷ୍ଟୋର...

ମହାମାରୀ ବେଳେ ସୁଧ ଛାଡ଼ ପ୍ରସଙ୍ଗ ବିଚାର କରିବ କମିଟି

ନୂଆଦିଲ୍ଲୀ,୧୬।୯: କୋଭିଡ୍‌-୧୯ ମହାମାରୀ ସମୟରେ ଋଣ କିସ୍ତି ଉପରେ ଲାଗୁ ହେଉଥିବା ସୁଧ ଛାଡ଼ ଉପରେ ସରକାରୀ କମିଟି ବିଚାର କରିବ। ଲୋକସଭାକୁ ଏକ ଲିଖିତ...

Advertisement
Archives

Model This Week