Posted inଫୁରସତ

ଜୀବନର ଶେଷ ଇଚ୍ଛା ପୂରଣ କରନ୍ତି ଦମ୍ପତି

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଏମିତି କିଛି ଇଚ୍ଛା ଥାଏ, ଯାହା ପୂରଣ ହୋଇପାରେ ନାହିଁ। ଜୀବନର ଅନ୍ତିମ ପର୍ଯ୍ୟାୟରେ ଥିବାବେଳେ ବେଳେବେଳେ ମନରେ ଆସେ ମୁଁ ଏହି କାମଟି ପୂରଣ କରିପାରିଥାନ୍ତି କି? କିନ୍ତୁ ସେତେବେଳେ ଶରୀର ଏହା କରିବାକୁ ଅନୁମତି ଦେଇ ନ ଥାଏ। କିନ୍ତୁ ମଣିଷ ଜୀବନର ଶେଷ ଇଚ୍ଛାକୁ ପୂରଣ କରିବା ପାଇଁ ଆଗେଇ ଆସିଛନ୍ତି ନେଦରଲାଣ୍ଡର ଏକ ଦମ୍ପତି। ସେ ସହର ବୁଲି ଲୋକଙ୍କ ଶେଷ ଇଚ୍ଛା ପୂରଣ କରୁଛନ୍ତି। ୬୦ ବର୍ଷୀୟ କିସ୍‌ ଭେଦ୍ଲୋବୋର ଏବଂ ତାଙ୍କ ସ୍ତ୍ରୀ ‘ଆମ୍ବୁଲାନ୍ସ ଓ୍ବିସ୍‌’ ନାମକ ଏକ ଫାଉଣ୍ଡେଶନ ଚଲାନ୍ତି। ଏହା ଜରିଆରେ ସେ ଏପର୍ଯ୍ୟନ୍ତ ୧୪ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ଶେଷ ଇଚ୍ଛା ପୂରଣ କରିସାରିଲେଣି। ଥରେ ଆମ୍ବୁଲାନ୍ସରେ ଜଣେ ବୃଦ୍ଧ ରୋଗୀଙ୍କୁ ଡାକ୍ତରଖାନା ନେଉଥିବାବେଳେ ତାଙ୍କୁ ତାଙ୍କ ଶେଷ ଇଚ୍ଛା ପଚାରି ବୁଝିଥିଲେ। ଏବଂ ତୁରନ୍ତ ତାହା ପୂରଣ ମଧ୍ୟ କରିଥିଲେ। ସେବେଠାରୁ ଜୀବନର ଶେଷ ଇଚ୍ଛା ପୂରଣ ପାଇଁ କାମ କରିବା କଥା ମନକୁ ଆସିଥିଲା ବୋଲି କିସ୍‌ କହିଛନ୍ତି। ଏହାର ବର୍ଷେ ପରେ ସେ ‘ଆମ୍ବୁଲାନ୍ସ ଓ୍ବିସ୍‌’ ଫାଉଣ୍ଡେଶନ ଗଠନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକିଓର ଭାମ୍ପାୟର୍ସ କାଫେ

ଖାଦ୍ୟ ସହ ଯଦି ଆଡ୍‌ଭେଞ୍ଚରର ମଜା ନେବାକୁ ଚାହାନ୍ତି ତେବେ ଏହି ସ୍ଥାନ ଆପଣଙ୍କ ପାଇଁ ନିହାତି ଭାବେ ଏକ ଉପଯୁକ୍ତ ସ୍ଥାନ, ଯାହାର ନାଁ...

ସୋଲାର ପ୍ଲାଣ୍ଟରୁ ମାସକୁ ଆୟ ୪ ଲକ୍ଷ ଟଙ୍କା

ପୌଡ଼ି: ‘ଆମେ ନିଜେ କିଛି କରିବୁ’ ଏଭଳି ବିଚାର କରୁଥିବା ଯୁବକମାନଙ୍କୁ ଧୀରେନ୍ଦ୍ର ସିଂ ରାଓତଙ୍କ ଠାରୁ କିଛି ଶିଖିବାକୁ ପଡିବ। ୩୧ ବର୍ଷ ଧରି...

ପ୍ରେମିକାଙ୍କ ପାଇଁ ଘଣ୍ଟା ଘଣ୍ଟା ଖରାରେ ଅପେକ୍ଷା କରୁଥିଲେ ଏହି ପ୍ରସିଦ୍ଧ ରାଜନେତା

ନବଜୋତ ସିଦ୍ଧୁଙ୍କ ପ୍ରେମ, କ୍ରିକେଟ ପଡିଆରେ ବ୍ୟାଟିଂ, ଅଭିନୟ ଏବଂ ରାଜନୀତି ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ସବଥିରେ ସିଦ୍ଧୁ ଅଲରାଉଣ୍ଡର। ସ୍ତ୍ରୀ ନବଜୋତ କୌରଙ୍କ ସହିତ...

ହ୍ୟାଣ୍ଡ ପେଣ୍ଟ ଇଲ୍ୟୁଜନ୍‌

କେତେବେଳେ ହାତରେ ଏକ ବଡ କଣା ତ କେବେ କଟି ଯାଇଛି ପାପୁଲି। ପୁଣି କେବେ ଦେଖା ଯାଉଛି ପାପୁଲିର ହାଡସବୁ। ଏମିତି ଦୃଶ୍ୟ ଦେଖି...

ପ୍ଲାଷ୍ଟିକମୁକ୍ତ ହେବ ଏଭରେଷ୍ଟ୍‌

କାଠମାଣ୍ଡୁ: ଏଭରେଷ୍ଟ୍‌ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାକୁ ୨୦୨୦ ସୁଦ୍ଧା ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି ଖୁମ୍ବୁ ପାସଙ୍ଗଲାମୁୁ ରୁରାଲ୍‌...

ଅଙ୍ଗଦ ମିଛ କହିଲେ !

ଗତ ଥରଗୁଡ଼ିକରେ ହନୁମାନ କିଭଳି ମିଛ କହିଥିଲେ ଏବଂ ତାହା କେତେ ସତ, କେତେ ମିଛ, ସେ ବାବଦରେ ଆଲୋଚନା କରିଥିଲେ l ରାମଚରିତ ମାନସରେ...

ଗୁଜରାଟରେ ହେବ ବିଶ୍ୱର ସର୍ବବୃହତ୍‌ ଚିଡ଼ିଆଖାନା

ନୂଆଦିଲ୍ଲୀ, ୨୧।୧୨: ଭାରତରେ ବିଶ୍ୱର ସର୍ବବୃହତ୍‌ ଚିଡ଼ିଆଖାନା ନିର୍ମାଣ ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ (ଆରଆଇଏଲ୍‌) ଗୁଜରାଟର ଜାମନଗରରେ ଏହି ବୃହତ୍‌...

ନ କାଟି ଅନ୍ୟ ସ୍ଥାନକୁ ନେଲେ ବୋହି…

ନୂଆଦିଲ୍ଲୀ,୫।୭: ଏବେ ସୋସିଆଲ୍‌ ମିଡ଼ିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ କିଛି ଯୁବକ ଏକ ଗଛକୁ ନ କାଟି ଚେର ସହିତ ଅନ୍ୟ...

Advertisement
Archives

Model This Week