ଜିଡିପି ବିବାଦ: ସୁବ୍ରମଣ୍ୟନ୍‌ଙ୍କୁ ଜବାବ ଦେବେ ସରକାର

ନୂଆଦିଲ୍ଲୀ,୧୩-୬: ଏନ୍‌ଡିଏ ସରକାର ଅମଳରେ ଜିଡିପି ହାର ଦର୍ଶାଇବାରେ ମିଥ୍ୟାର ଆଶ୍ରୟ ନିଆଯାଇଥିଲା ବୋଲି ପୂର୍ବତନ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‌ ଏକ ରିପୋର୍ଟ ପ୍ରକାଶ କରି ଅଭିଯୋଗ କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ଉପଦେଷ୍ଟା କମିଟି(ପିଏମ୍‌-ଇଏସି) ଏହାର ଜବାବ ଦେବାକୁ ଅଣ୍ଟା ଭିଡ଼ିଛି। ସେମାନେ ବୁଧବାର ସୁବ୍ରମଣ୍ୟନ୍‌ଙ୍କ ଦାବିକୁ ଖଣ୍ଡନ କରିଛନ୍ତି। ସେମାନେ ଯଥାସମୟରେ ଏହାର ପଏଣ୍ଟ ବାଏ ପଏଣ୍ଟ ଜବାବ ଦେବେ ବୋଲି କହିଛନ୍ତି। ଇଏସି ପକ୍ଷରୁ ବୁଧବାର କୁହାଯାଇଛି ଯେ, ସୁବ୍ରମଣ୍ୟନ୍‌ଙ୍କ ଆକଳନକୁ ଭଲ ଭାବେ ଯାଞ୍ଚ କରାଯିବ। ଏହାପରେ ସରକାରଙ୍କ ପକ୍ଷରୁ ଯୋଗ୍ୟ ଜବାବ ଦିଆଯିବ। ଏ ସମ୍ପର୍କରେ ଏକ ବିବୃତି ଜାରି କରି କୁହାଯାଇଛି। ଏଥିରେ କୁହାଯାଇଛି ଯେ, ସିଇଏରେ କାର୍ଯ୍ୟ କରିବା ବେଳେ ସୁବ୍ରମଣ୍ୟନ୍‌ ଜିଡ଼ିପି ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଥିବେ ଅଥବା ଏହା ଉପରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିବେ। ତେବେ ବର୍ତ୍ତମାନ ଏ ସମ୍ପର୍କରେ ଏହାର ଜବାବ ଦେଇ ସମଗ୍ର ଘଟଣାକୁ ଅତ୍ୟନ୍ତ ସମ୍ବେଦନଶୀଳ କରିବାକୁ ଇଏସି ଚାହୁଁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨୦ରେ ଜୀ ସାର୍ଥକର ‘ଦିଲ୍‌ ମୋର ମାନେନା’

ଭୁବନେଶ୍ୱର,୧୪।୧୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଟିଭି ଚ୍ୟାନେଲ ଜି ସାର୍ଥକର ବହୁ ପ୍ରତୀକ୍ଷିତ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର ‘ଦିଲ୍‌ ମୋର ମାନେନା’ ଆସନ୍ତା ରବିବାର...

ପ୍ରାଇମ ଭିଡିଓରେ ଡବ୍ଲ୍ୟୁଏନ୍‌ବିଏ ଷ୍ଟ୍ରିମିଂ

ନୂଆଦିଲ୍ଲୀ,୨୬।୮:  ଦେଶ ମଧ୍ୟରେ ଆମାଜନ ପ୍ରାଇମ ସଦସ୍ୟ ଡବ୍ଲ୍ୟୁଏନ୍‌ବିଏର ୨୫ତମ ସିଜନର ଖେଳଗୁଡ଼ିକ ଲିଗ୍‌ ସମୟରେ ଲାଇଭ୍‌ ଷ୍ଟ୍ରିମ୍‌ କରିପାରିବେ। ଆମାଜନ ପ୍ରାଇମ ଭିଡିଓ ଏବଂ...

ଶୀଘ୍ର ଖର୍ଚ୍ଚ ହେଉଛି କି ଫୋନ୍‌ର ଇଣ୍ଟରନେଟ୍‌ ଡାଟା ? ଆଜି ହିଁ ବଦଳାନ୍ତୁ ଏସବୁ ସେଟିଂ

କରୋନା କାଳରେ ବଢ଼ିଛି ଇଣ୍ଟରନେଟ ଖର୍ଚ୍ଚ। ଏଣୁ ଡାଟା ଶେଷ ହେବା ପ୍ରମୁଖ ଚିନ୍ତାର କାରଣ ସାଜେ। ଆଜିକାଲି ସବୁକିଛି ପାଇଁ ଇଣ୍ଟରନେଟ୍‌ ଡାଟା ଆବଶ୍ୟକ।...

ଭାରତକୁ ୭୦ ହଜାର କୋଟିର ଟିକସ କ୍ଷତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କର୍ପୋରେଟ ଟିକସର ଦୁରୁପଯୋଗ ଏବଂ ବେସରକାରୀ ଟିକସ ଫାଙ୍କି ଯୋଗୁ ସାରା ବିଶ୍ୱର ଦେଶ ସମୂହ ୪୨୭ ବିଲିୟନ ଡଲାରର ଟିକସ ଲାଭ...

୧୯ନିର୍ବାଚନ ପୂର୍ବରୁ ଆବିଆଇରୁ ୩ଲକ୍ଷ କୋଟି ଟଙ୍କା ଉଠାଇବାକୁ ଚାହୁଁଥିଲେ ସରକାର, ପୂର୍ବ ଡେପୁଟି ଗଭର୍ଣ୍ଣରଙ୍କ ବଡ ଦାବି

ନୂଆଦିଲ୍ଲୀ,୮।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଲ ଆଚାର୍ଯ୍ୟ ଏକ ବଡ ଦାବି କରିଛନ୍ତି। ସେ କହିଛନ୍ତି, ୨୦୧୮ ମସିହାରେ ସରକାର...

ଡ୍ରିମ୍‌ସ ପଲିଟେକ୍‌ନିକକୁ ଏନ୍‌ବିଏ ମାନ୍ୟତା

କଟକ,୬।୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପ୍‌ର ସହଯୋଗୀ ଅନୁଷ୍ଠାନ ଡ୍ରିମ୍‌ସ ପଲିଟେକ୍‌ନିକକୁ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ...

ରିଲାଏନ୍ସ ଡିଜିଟାଲର ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ

ଭୁବନେଶ୍ୱର,୬-୧୦: ରିଲାଏନ୍ସ ଡିଜିଟାଲ ପକ୍ଷରୁ ପାର୍ବଣ ଉପଲକ୍ଷେ ଫେଷ୍ଟିଭାଲ ଅଫ୍‌ ଇଲେକଟ୍ରୋନିକ୍ସ ଶୁଭାରମ୍ଭ ହୋଇଛି। ଏହି ସମୟରେ ରିଲାଏନ୍ସ ଡିଜିଟାଲରୁ କ୍ରୟ ଉପରେ ଗ୍ରାହକମାନେ ଆକର୍ଷଣୀୟ...

ଜୁଲାଇରେ ଜିଏସ୍‌ଟି ଆଦାୟ ଲକ୍ଷେ କୋଟି ଟପିଲା

ନୂଆଦିଲ୍ଲୀ,୨-୮: ଜିଏସ୍‌ଟି ଆଦାୟ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କୁ ଖୁସି ଆଣିଦେଇଛି। ଜୁଲାଇରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଯାଇଛି। ଏହି ସମୟରେ ୧.୦୨...

Advertisement
Archives

Model This Week