ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ତଳକୁ ଖସିଲା

ନୂଆଦିଲ୍ଲୀ,୨-୭: ଜୁନ୍‌ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ତଳକୁ ଖସିଆସିଛି। ସୋମବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ଏହି ମାସରେ ୯୯,୯୩୯ କୋଟି ଟଙ୍କା ଆଦାୟ ହୋଇଛି। ଗତବର୍ଷର ଏହି ଅବଧିରେ ଜିଏସ୍‌ଟି ଆଦାୟ ୯୫,୬୧୦ କୋଟି ଟଙ୍କା ଥିଲା। ଚଳିତବର୍ଷ ମେ’ରେ ୧ ଲକ୍ଷ ୨୮୯କୋଟି ଟଙ୍କା ଜିଏସ୍‌ଟି ଆଦାୟ ହୋଇଥିଲା। ଏଥିରେ ୧୮,୩୬୬ କୋଟି ଟଙ୍କା ସିଜିଏସ୍‌ଟି, ୨୫,୩୪୩ କୋଟି ଟଙ୍କା ଏସ୍‌ଜିଏସ୍‌ଟି, ଆଇଜିଏସ୍‌ଟି ୪୭,୭୭୨ କୋଟି ଟଙ୍କା ଏବଂ ସେସ୍‌ ବାବଦରେ ୮,୪୫୭ କୋଟି ଟଙ୍କା ସାମିଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିକିନି ଏୟାରଲାଇନର ୯ଟଙ୍କାରେ ଉଡାଣ

ନୂଆଦିଲ୍ଲୀ,୨୧।୮: ସାରା ବିଶ୍ୱରେ ‘ବିକିନି ଏୟାରଲାଇନ’ଭାବେ ଖ୍ୟାତ ଭିଏତନାମର ବଜେଟ ଏୟାରଲାଇନ ବିୟତଜେଟ ଚଳିତବର୍ଷ ଡିସେମ୍ବରରୁ ଭାରତରେ ନିଜର ପାଦ ଥାପିବାକୁ ଯାଉଛି। ଏହି ଏୟାରଲାଇନ...

ଜିଏସ୍‌ଟିରେ ସାମିଲ ହୋଇପାରେ ପ୍ରାକୃତିକ ବାଷ୍ପ, ଏଟିଏଫ୍‌

ନୂଆଦିଲ୍ଲୀ,୨୮-୫: ଏନ୍‌ଡିଏ ସରକାର ଦ୍ୱିତୀୟ ଥର କ୍ଷମତାକୁ ଆସିବା ପରେ ପେଟ୍ରୋଲିୟମ ପଦାର୍ଥ ମଧ୍ୟରୁ ଅନ୍ତତଃପକ୍ଷେ ଦୁଇଟି ସାମଗ୍ରୀ ଜିଏସ୍‌ଟି ଅଧୀନକୁ ଆସିପାରେ। ଅର୍ଥ ମନ୍ତ୍ରଣାଳୟ...

ଭାରତୀୟ ଶେୟାର ବଜାରରେ ସଙ୍କଟ, ରୁଷିଆ-ୟୁକେନ୍‌ ଯୁଦ୍ଧର ପ୍ରଭାବ…

ମୁମ୍ବାଇ,୨୪।୨ : ରୁଷିଆ ଏବଂ ୟୁକେନ୍‌ ଯୁଦ୍ଧର ପ୍ରଭାବ ଭାରତୀୟ ଘରୋଇ ଷ୍ଟକ ବଜାର ଉପରେ ପଡ଼ିଛି। ଯୁଦ୍ଧ ଆରମ୍ଭ ହେବାର ଖବର ଯୋଗୁଁ ବଜାରରେ...

ନୂତନ ଶକ୍ତି ବଳରେ ଭାରତ ହେବ ମହାଶକ୍ତି

ମୁମ୍ବାଇ,୨୪।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ଆଗାମୀ ଦୁଇ ଦଶନ୍ଧିରେ ନୂତନ ଶକ୍ତି ବଳରେ...

‘ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମାନ୍ୟତା ରହିବ’

ନୂଆଦିଲ୍ଲୀ,୧୯-୧୧:ଜିଡ଼ିପି ଖସିବା ସତ୍ତ୍ୱେ ମଧ୍ୟ ଭାରତ ଦ୍ରୁତ ଅଭିବୃଦ୍ଧଶୀଳ ଅର୍ଥନୀତି ମାନ୍ୟତା ବଜାୟ ରଖିବାକୁ ସକ୍ଷମ ହେବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଲୋକସଭାରେ...

ଆହୁରି ଜଟିଳ ହେବ ମାନ୍ଦାବସ୍ଥା

  ନୂଆଦିଲ୍ଲୀ,୧୯।୫: ଦେଶର ଜିଡିପି ଗତ କିଛି ତ୍ରୈମାସ ହେବ ଲଗାତର ଭାବେ ଖସି ଚାଲିଥିବା ବେଳେ ଚଳିତ ବର୍ଷ ଏହା ପ୍ରାୟ ୧.୯% ରହିବ...

ଜେଟ୍‌ ଏୟାରଓ୍ବେଜ୍‌ର ବିଡିଂରେ ସାମିଲ ହେବେ ହିନ୍ଦୁଜା ଭ୍ରାତା

ନୂଆଦିଲ୍ଲୀ,୨୨-୫: ଆର୍ଥିକ ସଙ୍କଟ କାରଣରୁ ସାମୟିକ ବନ୍ଦ ହୋଇଯାଇଥିବା ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜର ବିଡିଂରେ ହିନ୍ଦୁଜା ଭ୍ରାତା ଭାଗ ନେବେ। ଚଳିତ ସପ୍ତାହରେ...

ପିପିଇ ପ୍ରସ୍ତୁତ ପାଇଁ ୧୧ ସଂସ୍ଥାକୁ ଦାୟିତ୍ୱ

ନୂଆଦିଲ୍ଲୀ,୩୧। ୩: ବ୍ୟକ୍ତିଗତ ସ୍ବାସ୍ଥ୍ୟ ସୁରକ୍ଷା ଉପକରଣ ବା ପିପିଇ କିଟ୍ସ ତିଆରି କରିବା ଲାଗି ୧୧ ସଂସ୍ଥାକୁ ବଛାଯାଇଛି। ଏହି ସଂସ୍ଥାଗୁଡିକ ୨୧ ଲକ୍ଷ...

Advertisement
Archives

Model This Week