Posted inଜାତୀୟ

ଜାହାଜରେ ଲାଗିଲା ନିଆଁ: ପାଣିକୁ ଡେଇଁଲେ ୨୯ କ୍ରିୟୁ ମେମ୍ବର

ବିଶାଖାପଟନମ୍‌,୧୨।୮: ବିଶାଖାପଟନମ୍‌ରେ ସୋମବାର ଦିନ ପ୍ରାୟ ୧୧ଟା ୩୦ରେ ଏକ ଜାହଜରେ ନିଆଁ ଲାଗିଯିବା ଫଳରେ ଏଥିରେ ଥିବା ୨୯ ଜଣ କ୍ରିୟୁ ମେମ୍ବର ଜୀବନ ବଞ୍ଚାଇବାକୁ ପାଣିକୁ ଡେଇଁ ପଡିଥିଲେ। ଜାଗୁଆର ନାମକ ଏହି ଜାହାଜରେ କେମିତି ନିଆଁ ଲାଗିଲା ତା’ର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ଭାରତୀୟ ତଟରକ୍ଷୀ ବାହିନୀଙ୍କ ଦ୍ୱାରା ଏପର୍ଯ୍ୟନ୍ତ ୨୮ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଥିବା ଜଣାପଡିଛି। ନିଖୋଜ ଥିବା କ୍ରିୟୁ ମେମ୍ବରଙ୍କୁ ଖୋଜିବା କାମ ଚାଲିଥିବା ସୂଚନା ମିଳିଛି। ତେବେ ଜାହାଜରେ ପ୍ରଥମେ ବିସ୍ଫୋରଣ ହେବା ସହ ନିଆଁ ଲାଗି ଯାଇଥିଲା। ଏହାପରେ ଇଣ୍ଡିଆନ୍‌ କୋଷ୍ଟ ଗାର୍ଡ ସିପ(ଆଇସିଜିଏସ୍‌) ରାନି ରସମୋନି ନିକଟରେ ଥିବା ବେଳେ ତାର ଗତିପଥକୁ ପରିବର୍ତ୍ତନ କରାଯାଇ ବିଶାଖାପଟନମ ପୋର୍ଟ ଟ୍ରଷ୍ଟ ସହ ସମ୍ପର୍କ କରି ଉଦ୍ଧାର ପାଇଁ ପଠାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ସର୍ବଦଳୀୟ ବୈଠକରେ ଯୋଗ ଦେବେ ନାହିଁ ମମତା

ନୂଆଦିଲ୍ଲୀ,୧୮।୬: ପ୍ରଧାନମନ୍ତ୍ରୀ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏଥିରେ ସବୁ ଦଳର ମୁଖ୍ୟମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ...

ଯୋଗୀଙ୍କ ବାର୍ତ୍ତାରେ କମ୍ପିଲା ପାକିସ୍ତାନ, ୟୁପି ଏନକାଉଣ୍ଟର ପରେ ସୀମାରେ ପ୍ରଭାବ

ଲକ୍ଷ୍ନୌ/ଇସଲାମାବାଦ,୧୪।୪: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆକ୍ସନକୁ ନେଇ ନା କେବଳ ମାଫିଆ ଭୟ କରି ଯାଉଛନ୍ତି ବରଂ ଏହାର ପ୍ରଭାବ ପଡୋଶୀ ଦେଶ...

ରାମମନ୍ଦିର ଟ୍ରଷ୍ଟ ଗଠନ ସମ୍ପର୍କରେ ଘୋଷଣା କଲେ ମୋଦି

ନୂଆଦିଲ୍ଲୀ,୫।୨: କେନ୍ଦ୍ର ସରକାର ବୁଧବାର ରାମନ୍ଦିର ଟ୍ରଷ୍ଟ ଗଠନ କରିଛନ୍ତିି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଛନ୍ତି। ଲୋକ ସଭାରେ ଶ୍ରୀରାମ ଜନ୍ମଭୂମି ତୀର୍ଥ...

କରୋନା ଗ୍ରାଫ୍‌ ତଳମୁହାଁ: ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ କମିଲା…

ନୂଆଦିଲ୍ଲୀ,୮।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ...

ମନ୍ଦିରର ୨,୧୩୮କିଲୋଗ୍ରାମ୍‌ ସୁନା ତରଳାଇବା ଯୋଜନା, ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ…

ଚେନ୍ନାଇ,୨୦।୧୦: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ସରକାର ରାଜ୍ୟର ବିଭିନ୍ନ ମନ୍ଦିରରୁ ପ୍ରାୟ ୨,୧୩୮ କିଲୋଗ୍ରାମ ସୁନା ତରଳାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ...

ସପ୍ତମ ରାଉଣ୍ଡରେ ୨୫,୦୦୦ ଭୋଟରେ ଆଗୁଆ ମମତା…

କୋଲକାତା,୩।୧୦: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନ ପାଇଁ ନିର୍ବାଚନର ଭୋଟ ଗଣତି ରବିବାର ପୂର୍ବାହ୍ନ ୯ଟାଠାରୁ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ନିକଟତମ...

ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ମାମଲା, ଏଫଆଇଆର ରୁଜୁ କଲା ଏୟାର ଇଣ୍ଡିଆ…

ନୂଆଦିଲ୍ଲୀ,୪।୧ : ଏୟାର ଇଣ୍ଡିଆ ବିମାନରୁ ଏକ ମାମଲା ସାମ୍ନାକୁ ଆସିଛି। ଆମେରିକାରୁ ଦିଲ୍ଲୀ ଆସୁଥିବା ବିମାନରେ ଜଣେ ମଦ୍ୟପ ବ୍ୟକ୍ତି ୭୦ ବର୍ଷ ବୟସ୍କା...

ଟିଭି ପରେ ଏବେ ସୋସିଆଲ ମିଡ଼ିଆ ଉପରେ ଲଗାମ ଲଗାଇବାକୁ ଯାଉଛନ୍ତି ସରକାର: ସିବଲଙ୍କ ଅଭିଯୋଗ…

ନୂଆଦିଲ୍ଲୀ,୨୯।୧୦ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଆଇନଜୀବୀ କପିଲ ସିବଲ ଆଇଟି ନିୟମରେ ସଂଶୋଧନ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ...

Advertisement
Archives

Model This Week