Posted inଜାତୀୟ

ଜାମିଆ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ: ମଣ୍ଡି ହାଉସ୍‌ରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ,୨୪।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ନିଆଁ ଜଳୁଥିବା ବେଳେ ମଙ୍ଗଳବାର ଜାମିଆ କୋର୍ଡିନେଶନ କମିଟିର ଛାତ୍ରମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିପାଇଁ ଜନ୍ତରମନ୍ତର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ବାହାର କରିଛନ୍ତି। ତେବେ ବିରୋଧ ପ୍ରଦର୍ଶନର ସ୍ଥିତିକୁ ଦେଖି ଦିଲ୍ଲୀର ମଣ୍ଡି ହାଉସ୍‌ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଅପରପକ୍ଷେ ସଂସଦ ରାସ୍ତାକୁ ବନ୍ଦ କରିଦେଇଥିବା ଜଣାପଡ଼ିଛି। ଏହାସତ୍ତ୍ୱେ ମଧ୍ୟ ଆନ୍ଦୋଳନକାରୀମାନେ ହାତରେ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଧରି ଏକ ଶୋଭାଯାତ୍ରାରେ ବାହାରି ମଣ୍ଡି ହାଉସ୍‌ରୁ ଜନ୍ତରମନ୍ତର ମୁହଁା ହୋଇଛନ୍ତି। ଏହି ଆନ୍ଦୋଳନରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ଛାତ୍ରମାନେ ମଧ୍ୟ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ସ୍ଥାପିତ ହେବ ୪୨୦ ଇ-ହସ୍ପିଟାଲ

ନୂଆଦିଲ୍ଲୀ,୧୦।୨: ଦେଶରେ ଡିଜିଟାଲ ଇଣ୍ଡିଆ ପ୍ରୟାସ ଅନ୍ତର୍ଗତ ୪୨୦ ଇ- ହସ୍ପିଟାଲ ସ୍ଥାପନ କରାଯିବ। କେନ୍ଦ୍ର ସରକାରଙ୍କ ଯୋଜନା ମାଧ୍ୟମରେ ଏହା ପରିଚାଳିତ ହେବ ବୋଲି...

ଭୋର୍‌ ସମୟରେ ପୁଣି ଥରିଲା ଉତ୍ତରାଖଣ୍ଡ: ଲୋକେ ଆତଙ୍କିତ

ଚାମୋଲି,୮।୧୨: ଉତ୍ତରାଖଣ୍ଡରେ ରବିବାର ଭୋର୍‌ ୪ଟା ୨୬ ମିନିଟ୍‌ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା ବୋଲି ଭାରତୀୟ ପାଣିପାଗ...

ପଶ୍ଚିମବଙ୍ଗବାସୀଙ୍କୁ ‘ଦେଶଭକ୍ତ’ କହିଲେ ନଡ୍ଡା

କୋଲକାତା,୨୩।୧୨: ଭାରତୀୟ ଜନତା ପାଟି(ଭାଜପା)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା ସୋମବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ସମୟରେ ସେ ଏକ ସଭାକୁ ଉଦ୍‌ବୋଧନ ଦେବା...

ସୁଇସାଇଡ୍‌ ନୋଟ୍‌ରେ ଚିଦାମ୍ବରମଙ୍କ ନାଁ ଲେଖି ଆତ୍ମହତ୍ୟା କଲେ ପୂର୍ବତନ ବାୟୁସେନା କର୍ମଚାରୀ

ପ୍ରୟାଗରାଜ,୯।୯: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଜଣେ ୫୫ ବର୍ଷୀୟ ପୂର୍ବତନ ବାୟୁସେନା କର୍ମଚାରୀ ଆର୍ଥିକ ଅନଟନ ମଧ୍ୟ ଦେଇ ଗତି କରୁଥିବା ବେଳେ ରବିବାର ଆତ୍ମହତ୍ୟା...

ଏମ୍‌ ଲକ୍ଷ୍ମୀନାରାୟଣ ହେଲେ ୟେଦୁରପ୍ପାଙ୍କ ଉପଦେଷ୍ଟା

ବେଙ୍ଗାଲୁର,୨୯।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ବିଏସ୍‌ ୟେଦୁରପ୍ପା ଶାସନଭାର ହାତକୁ ନେଇଛନ୍ତି। ସୋମବାର ବିଧାନସଭାରେ ଶାସକ ଦଳର ଭାଜପା ବହୁ ମତରେ ବିଜୟୀ ହୋଇଛି। ଏହାପରେ...

ଦିନକରେ ୪୦ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ,୧୯।୩: ଦେଶରେ ପୁଣି ଥରେ କାୟା ବଢ଼ାଉଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୭୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ବର୍ଷ...

ପ୍ରଥମେ ଥାଳି, ତା’ପରେ ଦୀପ ଆଉ ଏବେ…

ନୂଆଦିଲ୍ଲୀ,୧୨।୫: ଦେଶରେ ପୁଣି ଥରେ ବଢିବ କି ଲକ୍‌ଡାଉନ? ଲକ୍‌ଡାଉନ ୪.୦କୁ ନେଇ ଏବେଠାରୁ ଆଲୋଚନା ଆରମ୍ଭ ହୋଇଗଲାଣି। ଦେଶରେ କରୋନା ସଂକ୍ରମଣର ସ୍ଥିତି ବେଳକୁ...

କଶ୍ମୀରରେ ଡୋଭାଲଙ୍କ ମିଶନ ‘ହୃଦୟ ବିଜୟ’

ଶ୍ରୀନଗର,୧୧।୮: ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ ଏବେ ଜମ୍ମୁ-କଶ୍ମୀରରେ ମିଶନ ‘ହୃଦୟ ବିଜୟ’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ...

Advertisement


Archives

Model This Week

Why Dharitri