ଜାପାନୀ ଶିଳ୍ପପତି ନିଜ ଟୁଇଟର ଫଲୋଅର୍ସଙ୍କୁ ବାଣ୍ଟିବେ ୪୬ କୋଟି…

ଟୋକିଓ, ୯।୧: ପୃଥିବୀର ବିଭିନ୍ନ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ସଉକ ଦେଖିବାକୁ ମିଳିଥାଏ। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଜାପାନର ଶିଳ୍ପପତି ୟୁସାକୁ ମିଜାବା। ସେ ନିଜ ଟୁଇଟର ଫଲୋଅର୍ସଙ୍କୁ ଖୁସି କରିବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଫଲୋଅର୍ସଙ୍କ ମଧ୍ୟରେ ସେ ୬୪ କୋଟି ଟଙ୍କା ବାଣ୍ଟିବେ ବୋଲି ଘୋଷଣା କରିଛନ୍ତି। ଏହି ଟଙ୍କା ଚୟନ କରାଯାଇଥିବା ଏକ ହଜାର ଭାଗ୍ୟଶାଳୀ ଫଲୋଅର୍ସଙ୍କୁ ମିଳିବ ବୋଲି ସେ କହିଛନ୍ତି। ୪୩ ବର୍ଷ ବୟସ୍କ ମିଜାବା ୨୦୧୦ରେ ଟୁଇଟରରେ ନିଜର ଏକ ଆକାଉଣ୍ଟ୍‌ ଖୋଲିଥିଲେ। ସମ୍ପ୍ରତି ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୬.୮ ନିୟୁତ। ନିଜ ଗର୍ଲ ଫ୍ରେଣ୍ଡ୍‌ ଆୟମେ ଗେରିକ୍‌ଙ୍କ ଠାରୁ ଅଲଗା ହେବା ସମୟରେ ସେ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଏହି ସମୟରେ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ୭୦ ଲକ୍ଷ ବଢ଼ିଥିଲା। ତାଙ୍କର ମୋଟ ସମ୍ପତ୍ତି ପରିମାଣ ୨ ଶହ କୋଟି ଡଲାର।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଉପାୟରେ ଟଙ୍କା ଗଣୁଛନ୍ତି ବ୍ୟକ୍ତି, ମଇଁଷି କରୁଛି ସାହାଯ୍ୟ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡ଼ିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।...

ବିଭିନ୍ନ ଦେଶରୁ ସହଯୋଗ ଲୋଡୁଛି ୟୁକ୍ରେନ

କ୍ୱିଭ,୨୪।୨: ବିଭିନ୍ନ ଦେଶର ବାରଣ ସତ୍ତ୍ୱେ ଶେଷରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। ରୁଷିଆ ଭଳି ଶକ୍ତିଶାଳୀ ଦେଶକୁ ସାମ୍ନା କରିବାକୁ ୟୁକ୍ରେନ ବି...

ଏମିତି କରୁଥିଲା କୁକୁର: ରାଗିଗଲା ହାତୀ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

୨୦୨୪ ପର୍ଯ୍ୟନ୍ତ ରହିବ କରୋନା, ବଢ଼ାଇବାକୁ ପଡ଼ିବ ଭାକ୍ସିନ୍‌ ଉତ୍ପାଦନ: ଫ୍ରାନ୍ସ୍‌…

ପ୍ୟାରିସ୍‌,୬।୫: କରୋନା ମହାମାରୀ ସଂକ୍ରମଣ ନେଇ ଜି-୭ ସମ୍ମିଳନୀରେ ଫ୍ରାନ୍ସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ଭାକ୍ସିନ୍‌ ଉତ୍ପାଦନ ନ ବଢ଼ାଇଲେ କରୋନା ସଂକ୍ରମଣ ୨୦୨୪ ପର୍ଯ୍ୟନ୍ତ...

ଯୌତୁକ ନ ନେବାକୁ ସର୍ତ୍ତ ରଖିଲେ ଶିକ୍ଷକ ଜ୍ୱାଇଁ: ଲକ୍ଷେ ଟଙ୍କାର ପୁସ୍ତକ ଉପହାର ଦେଲେ ଶ୍ୱଶୁର

ଆଇନ ଅନୁଯାୟୀ ଯୌତୁକ ମାଗିବା ଏକ ଅପରାଧ। ମାତ୍ର ଆମ ସମାଜରେ ଯୌତୁକ ମାଗିବା ଯେପରି ଏକ ପ୍ରଥା ପାଲଟିଛି। ଭାରତରେ ବୋଧହୁଏ ଏମିତି କୌଣସି...

ଭାରତର ଜାତୀୟ ସଙ୍ଗୀତ ସ୍ବରରେ ଝୁମିଲେ ଆମେରିକା ଆର୍ମି ବ୍ୟାଣ୍ଡ

ଓ୍ବାଶିଂଟନ,୧୯।୯: ଆମେରିକାର ମ୍ୟାକୋର୍ଡ ସ୍ଥିତ ଜଏଣ୍ଟ ବେସ ଲେବିସରେ ଭାରତ-ଆମେରିକା ମଧ୍ୟରେ ୧୯ତମ ସଂଯୁକ୍ତ ଯୁଦ୍ଧାଭ୍ୟାସ ଚାଲିଛି। ଏହି ଅବସରରେ ଆମେରିକାର ଆର୍ମି ବ୍ୟାଣ୍ଡ ଭାରତର...

ଅଷ୍ଟ୍ରେଲିଆରେ ନଜର ଆସିଲା ବିରଳ ଧଳା କଙ୍ଗାରୁ

ଆଜିକାଲି ସମୟରେ ସୋସିଆଲ ମିଡିଆର କ୍ରେଜ୍‌ କାହିଁରେ କେତେ। ଅନେକ ସମୟରେ କିଛି ଘଟଣା, ଫଟୋ ନଚେତ ଭିଡିଓ କେଇ ମୂହୁର୍ତ୍ତରେ ଭାଇରାଲ ହୋଇଯାଏ। ଏହି...

ନିରାପଦ ଦୀପାବଳି ପାଇଁ…

ଆଲୋକର ପର୍ବ ଦୀପାବଳି। ପରିବାର, ବନ୍ଧୁ ପରିଜନଙ୍କ ସହିତ ଆନନ୍ଦ ଉଲ୍ଲାସରେ ସମୟ ଅତିବାହିତ କରିବାର ବେଳ। ଅନ୍ଧାରକୁ ଏଡ଼ିଦେଇ କିଛି ସମୟ ପରିବେଶକୁ ଆଲୋକିତ...

Advertisement
Archives

Model This Week