ଜାତୀୟ ହାର୍ଡଓ୍ବେର ହାକାଥନରେ ସି.ଭି. ରମଣ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର, ୨୧-୭(ବ୍ୟୁରୋ): ଜାତୀୟ ହାର୍ଡଓ୍ବେର ହାକାଥନ-୨୦୧୯ରେ ସି.ଭି.ରମଣ କଲେଜର ଛାତ୍ରୀଛାତ୍ରମାନେ ସଫଳତା ହାସଲ କରିଛନ୍ତି। କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଏବଂ କଗ୍‌ନିଜାଣ୍ଟ କମ୍ପାନୀ ଦ୍ୱାରା ଆଇଆଇଟି ଦିଲ୍ଲୀ ଏବଂ ଆଇଆଇଟି ହାଇଦ୍ରାବାଦଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସି.ଭି.ରମଣ ଛାତ୍ରୀଛାତ୍ର ପୁରସ୍କାର ଲାଭ କରିଛନ୍ତି। ପ୍ରତିଷ୍ଠାନର ୨ ଗ୍ରୁପ ଛାତ୍ରୀଛାତ୍ର ଏକ ସମସ୍ୟା ଉପରେ ଆଧାରିତ ସମାଧାନ ଡିଜାଇନ ପ୍ରସ୍ତୁତ କରିଥିଲେ। ଓସେନ୍‌ କ୍ଲିନିଙ୍ଗ ସମସ୍ୟା ସମାଧାନ ଏବଂ ଡାକ୍ତର ରୋଗୀଙ୍କ ମଧ୍ୟରେ ବାର୍ତ୍ତାଳାପକୁ ଡିଜିଟାଲ ଫର୍ମାଟରେ ରୂପାନ୍ତର ଭଳି ପ୍ରୋଟୋଟାଇପ୍‌ ଡିଜାଇନଗୁଡିକ ମଧ୍ୟରେ ସ୍ଥାନିତ ହୋଇଥିଲା। ଦ୍ୱିତୀୟ ଡିଜାଇନ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ପ୍ରଥମଟି ବେଶ ପ୍ରଂଶସା ଲାଭ କରିଛି। ଏଆଇସିଟିଇ ଅଧ୍ୟକ୍ଷ ପ୍ରଫେସର ଅନୀଲ ଡି.ସହସ୍ରବୁଦ୍ଧେ କୃତି ଛାତ୍ରୀଛାତ୍ରଙ୍କୁ ପ୍ରଶଂସା କରିଛନ୍ତି। ସଫଳତା ଲାଗି ସି.ଭି.ରମଣ ଅଧ୍ୟକ୍ଷ ସଞ୍ଜୀବ କୁମାର ରାଉତ କୃତୀ ଛାତ୍ରୀଛାତ୍ର ଏବଂ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାଠାରୁ ପଛଉଛି ଅର୍ଥନୀତି

ନୂଆଦିଲ୍ଲୀ,୩୧-୫: ଜାନୁୟାରୀ-ମାର୍ଚ୍ଚ ତ୍ରୈମାସିକ ଆର୍ଥିକ ଅଭିବୃଦ୍ଧିକୁ ହିସାବକୁ ନେଲେ ଚାଇନାଠାରୁ ଭାରତର ଅର୍ଥନୀତି ପଛଉଛି। ଘରୋଇ ଓ ବିଶ୍ୱ ସ୍ତରରେ ଚାହିଦା କମୁଥିବାରୁ ଏହାର ପ୍ରତ୍ୟକ୍ଷ...

ଜେଟ୍‌ର ୨୦୦୦ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦେବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ,୩-୬: ଘରୋଇ ଏୟାରଲାଇନ୍ସ କମ୍ପାନୀ ସ୍ପାଇସ୍‌ଜେଟ୍‌ ଆର୍ଥିକ ସଙ୍କଟ କାରଣରୁ ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜ୍‌ର ୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ। ସ୍ପାଇସ୍‌ଜେଟ୍‌ ସିଏମ୍‌ଡି ଅଜୟ...

ସାମ୍‌ସଙ୍ଗ ଦେଲା ୨୦ କୋଟି

ନୂଆଦିଲ୍ଲୀ,୧୮।୪: କରୋନା ପାଇଁ ଉପୁଜିଥିବା ସ୍ଥିତିର ମୁକାବିଲା ଲାଗି ସାମ୍‌ସଙ୍ଗ ପକ୍ଷରୁ ୨୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। କମ୍ପାନୀ ପିଏମ୍‌ କେୟାର୍ସ...

ସେନ୍‌ସେକ୍ସ ୪୫ହଜାର ଛୁଇଁବ: ମୋର୍ଗାନ ଷ୍ଟାନ୍‌ଲେ

ମୁମ୍ବାଇ,୨୪-୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାରଙ୍କୁ ଦେଶବାସୀ ପୁନର୍ବାର ଭାରି ବହୁମତରେ ଜିତାଇଛନ୍ତି। ନୂଆ ସରକାରରେ ଦେଶର ଅର୍ଥନୀତିରେ ବିରାଟ କୌଣସି ପରିବର୍ତ୍ତନ...

ଦୁର୍ବଳତାରୁ ପଡ଼ିଥିଲା ଡିଲରଶିପ୍‌ର ମୂଳଦୁଆ

ଏକ ବ୍ୟବସାୟିକ ପରିବାରରେ ଜନ୍ମ ହୋଇଥିବାରୁ ବ୍ୟବସାୟ ପ୍ରତି ଦୁର୍ବଳତା ଥିଲା। ହେଲେ ଅନୁଗୋଳ କଲେଜରେ ବି.କମ୍‌ ପଢ଼ିବା ସମୟରେ ବଜାଜ୍‌ର ସୁପର ସ୍କୁଟର କିଣିବା...

ଟିକସ ସଂଗ୍ରହ ୨୨.୫% କମିଲା

ନୂଆଦିଲ୍ଲୀ,୧୭।୯: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସ ଶେଷ ସୁଦ୍ଧା କେନ୍ଦ୍ର ସରକାରଙ୍କ ମୋଟ ଟିକସ ସଂଗ୍ରହ ୨୨.୫% ହ୍ରାସ ଘଟିଛି। ସେପ୍ଟେମ୍ବର ୧୫ ସୁଦ୍ଧା...

ଲଞ୍ଚ ହେଲା ସାମ୍‌ସଙ୍ଗ ଗାଲାକ୍ସି ଏମ୍‌ ୩୧ ଏସ୍‌ : ରହିଛି ଏସବୁ ଫିଚର

ସାମ୍‌ସଙ୍ଗ ଭାରତରେ ଏହାର ଏକ ମିଡ୍‌ରେଞ୍ଜ ସ୍ମାର୍ଟଫୋନ ସାମ୍‌ସଙ୍କ ଗାଲାକ୍ସି ଏମ ୩୧ ଏସ୍‌ ଲଞ୍ଚ କରିଛି। କିଛି ମାସ ପୂର୍ବରୁ କମ୍ପାନୀ ଲଞ୍ଚ ହୋଇଥିବା...

ଅଗଷ୍ଟରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କାହିଁକି

ଆପଣଙ୍କର ଯଦି ବ୍ୟାଙ୍କରେ ଜରୁରୀ କାମ ଥାଏ ତେବେ ଆଜି ହିଁ ସାରିଦିଅନ୍ତୁ। କାରଣ ଅଗଷ୍ଟ ମାସରେ ପ୍ରାୟ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ।...

Advertisement
Archives

Model This Week