ଜାତିସଂଘ ସୁରକ୍ଷା ପରିଷଦରେ ଫସର ଫାଟିଲା ଚାଇନାର ଚାଲ୍‌

ଜେନେଭା, ୧୬।୧: ଜାତିସଂଘରେ ଚାଇନାକୁ ଲୋକହସା ହେବାକୁ ପଡ଼ିଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପ୍ରସଙ୍ଗ ଚାଇନା ପକ୍ଷରୁ ଜାତିସଂଘର ସୁରକ୍ଷା ପରିଷଦରେ ଉପସ୍ଥାପନ କରାଯାଇଥିଲା। ତେବେ ଏନେଇ ଉପସ୍ଥିତ ଅନ୍ୟ ସଦସ୍ୟ କୌଣସି ମନ୍ତବ୍ୟ ଦେଇ ନ ଥିଲେ। ଫଳରେ ଭାରତକୁ ଅନ୍ତର୍ଜାତୀୟସ୍ତରରେ ସମସ୍ୟା ଭିତରକୁ ଟାଣିନେବା ପାଇଁ ଚାଇନା କରିଥିବା ଷଡ଼ଯନ୍ତ୍ର ଶେଷରେ ଫସର ଫାଟିଯାଇଛି। ସୂଚନାଯୋଗ୍ୟ, ଜାତିସଂଘ ସୁରକ୍ଷା ପରିଷଦରେ ଆଫ୍ରିକୀୟ ରାଷ୍ଟ୍ର ସମୂହ ସମ୍ପର୍କରେ ଆଳୋଚନା ପାଇଁ ରୁଦ୍ଧ ଦ୍ୱାର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜାତିସଂଘରେ ଅବସ୍ଥାପିତ ଥିବା ଚାଇନାର ରାଷ୍ଟ୍ରଦୂତ ଝାଙ୍ଗ୍‌ ଜୁନ୍‌ ଭାରତ-ପାକିସ୍ତାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ପ୍ରସଙ୍ଗ ଉଠାଇଥିଲେ। ଏଥିପାଇଁ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଦାୟୀ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୋବେଲ ଦୌଡ଼ରେ ଗ୍ରେଟା

ଓସ୍‌ଲୋ, ୧ା୨: ଚଳିତ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପାଇଁ ସ୍ବିଡେନର ପରିବେଶବିତ୍‌ ଗ୍ରେଟା ଥନ୍‌ବର୍ଗ(୧୮)ଙ୍କ ନାମ ସୁପାରିସ କରାଯାଇଛି। ତାଙ୍କ ସହ ରୁଷିଆର ଭିନ୍ନମତବାଦୀ...

ମିଳିଲା ନିଖୋଜ ବିମାନର ଧ୍ୱଂସାବଶେଷ

କାଠମାଣ୍ଡୁ,୨୯।୫: ନେପାଳରେ ନିଖୋଜ ବିମାନର ସନ୍ଧାନ ମିଳିଛି। ମୁସ୍ତାଙ୍ଗର କୋୱାଙ୍ଗ ଗ୍ରାମରୁ ବିମାନର ଧ୍ୱଂସାବଶେଷ ମିଳିଛି। ଖରାପ ପାଗ ଯୋଗୁ ବିମାନଟି କ୍ରାସ୍‌ ହୋଇଯାଇଥିବା ନେପାଳ...

ବଢୁଛି ତାପମାତ୍ରା, ୟେଲୋ ଓ୍ବାର୍ନିଂ ଜାରି

ବେଜିଂ,୨୯ା୬: ଚାଇନାର ବିଭିନ୍ନ ଅଞ୍ଚଳରେ ବୁଧବାର ଉଚ୍ଚ ତାପମାତ୍ରା ଏବଂ ଲୁ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। କେନ୍ଦ୍ରୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ...

‘ଜିରୋ ପେସେଣ୍ଟ’ ଏବେ କରୋନା ମୁକ୍ତ: ତାଙ୍କଠାରୁ ବ୍ୟାପିଥିଲା ମହାମାରୀ !

ବେଜିଂ,୩୦।୩: ଚାଇନାର ଉହାନର ମାଛ ବଜାରର ଚିଙ୍ଗୁଡ଼ି ବିକାଳି ମହିଳାଙ୍କଠାରୁ ମହାମାରୀ କରୋନା ସଂକ୍ରମଣ ବ୍ୟାପିଥିଲା। ୫୭ ବର୍ଷ ବୟସ୍କ ଓ୍ବିଇ ଗୁଇଜିଆନ୍‌ଙ୍କୁ ଥଣ୍ଡା ହୋଇଥିଲା।...

ପାକିସ୍ତାନରେ ଆର୍ଥିକ ସଙ୍କଟ: ଆମେରିକା ଗସ୍ତବେଳେ ମହଙ୍ଗା ହୋଟେଲରେ ରହିବେ ନାହିଁ ଇମ୍ରାନ

ଇସଲାମାବାଦ, ୮।୭: ଘୋର ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଛି ପାକିସ୍ତାନର ଅର୍ଥ ବ୍ୟବସ୍ଥା। ପୂର୍ବ ଋଣ ପାକିସ୍ତାନ ସରକାର ପରିଶୋଧ ନ କରିପାରିବା...

ଇୟୁରେ ସାମିଲ ହେବ ୟୁକ୍ରେନ

କ୍ୱିଭ,୨୮।୨: ୟୁରୋପୀୟ ୟୁନିଅନ(ଇୟୁ)ରେ ସାମିଲ ହେବ ୟୁକ୍ରେନ। ରୁଷିଆର ଆକ୍ରମଣ ମଧ୍ୟରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁରୋପୀୟ ୟୁନିଅନରେ ସାମିଲ ହେବା ପାଇଁ ଏକ...

କୋଲେଷ୍ଟରଲ୍‌ସ୍ତର କମାଏ ଏହି ଜୁସ୍‌…

ଗହମ ଗଛରୁ ପ୍ରସ୍ତୁତ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ କ୍ଲୋରୋଫିଲ୍‌ ରହିଥାଏ। ରକ୍ତହୀନତା ରୋଗୀ ଏହାକୁ ନିୟମିତ ପାନ...

ସେନା ବିମାନରେ ଜନ୍ମ ହେଲେ ଶିଶୁକନ୍ୟା

ବର୍ଲିନ,୨୨।୮ : କାବୁଲରୁ ଉଦ୍ଧାର କାର୍ଯ୍ୟ ଶେଷ କରି ଜର୍ମାନୀ ଫେରୁଥିବା ଆମେରିକା ବାୟୁସେନାର ସି-୧୭ ବିମାନରେ ଜଣେ ଆଫଗାନ ମହିଳା ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି।...

Advertisement
Archives

Model This Week