Posted inଜାତୀୟ

ଜାତିଆଣ ଭେଦଭାବ: ୪୦୦ କଲେ ଧର୍ମ ପରିବର୍ତ୍ତନ

କୋୟମ୍ବାଟୁର,୧୫।୨: ଜାତିଆଣ ଭେଦଭାବ ଯୋଗୁ ତାମିଲନାଡୁର ୪୦୦ଜଣ ଧର୍ମ ପରିବର୍ତ୍ତନ କରିଛନ୍ତି। ସେମାନେ ଅତିଷ୍ଠ ହୋଇ ମୁସଲମାନ୍‌ ଧର୍ମ ଗ୍ରହଣ କରିଛନ୍ତି। କୋୟମ୍ବାଟୁର ଜିଲାରେ ବାସ କରୁଥିବା ଅରୁନ୍ଦଥିଆର ସମ୍ପ୍ରଦାୟ ଦୀର୍ଘ ଦିନ ଧରି ସ୍ଥାନୀୟ ସମାଜରେ ପ୍ରଚଳିତ ଜାତିଆଣ ଭେଦଭାବରେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ଏପରିକି ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ସେମାନଙ୍କୁ ଆବଶ୍ୟକ ଜମି ଯୋଗାଇ ଦିଆଯାଉ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ଜାନୁୟାରୀ ୫ ପରେ ଏଠାରେ ବାସ କରୁଥିବା ୪୦ ପରିବାର ଧର୍ମ ପରିବର୍ତ୍ତନ କରିଥିବା ତାମିଲ ପୁଲିଗଲ କାଚି ନାମକ ଏକ ସଂଗଠନ ପକ୍ଷରୁ ଏଭଳି କୁହାଯାଇଛି। ମୋଟ ୩୦୦୦ ଜଣ ଧର୍ମ ପରିବର୍ତ୍ତନ କରିବେ ବୋଲି ନିଷ୍ପତ୍ତି ନେଇଥିବା ସଂଗଠନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ: ଗତ ୨୪ ଘଣ୍ଟାରେ ପାଖାପାଖି ୫୦ହଜାର ପଜିଟିଭ କେସ୍‌

ନୂଆଦିଲ୍ଲୀ,୨୫।୭: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ପ୍ରତିଦିନ ହୁ ହୁ ହୋଇ ବଢ଼ିବା ସହ ଅଣାୟତ୍ତ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ...

ଏହି ବ୍ଲଡ ଗ୍ରୁପର ଲୋକଙ୍କୁ କରୋନା ଭୟ ଅଧିକ: ନିଶ୍ୱାସ ନେବାରେ ହୋଇଥାଏ ଅସୁବିଧା !

ନୂଆଦିଲ୍ଲୀ,୫।୬: କରୋନା ମହାମାରୀ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ବିଶ୍ୱରେ ୬୬ ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ...

ମୋ ଜୀବନ ପ୍ରତି ବିପଦ ଅଛି: ଅର୍ଣ୍ଣବ ଗୋସ୍ୱାମୀ!

ମୁମ୍ବାଇ,୮ ।୧୧: ରିପବ୍ଲିକ ଟେଲିଭିଜନ ନେଟୱର୍କର ଏଡିଟର ଇନ୍ ଚିଫ୍ ଅର୍ଣ୍ଣବ ଗୋସ୍ୱାମୀ କହିଛନ୍ତି ମୋ ଜୀବନ ପ୍ରତି ବିପଦ ଅଛି । ମୁମ୍ବାଇ ପୋଲିସ...

ଏହି ରାଜ୍ୟରେ ଦଶମ, ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ

ଲକ୍ଷ୍ନୌ,୧୫।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। କରୋନା ଚେନ୍‌କୁ ଭାଙ୍ଗିବା ବିଭିନ୍ନ ରାଜ୍ୟର...

ବଜେଟ୍‌ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ରଖିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୯।୧: ବଜେଟ ଅଧିବେଶନର ପ୍ରଥମ ଦିନରେ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଅଭିଭାଷଣ ରଖିଛନ୍ତି। କରୋନା ମହାମାରୀ ସମୟରେ ଏହି ଅଧିବେଶନ ଗୁରୁତ୍ୱପୂର୍ଣ୍ଣ ବୋଲି...

ଅପରେଶନ ଭୟରେ ଡାକ୍ତରଖାନା ଝରକା ଡେଇଁ ପଳାଇଲେ ଗର୍ଭବତୀ ମହିଳା, ଆଉ ତା’ପରେ

ଜୟପୁର,୧୮।୮: ରାଜସ୍ଥାନର ବାଡମେର ଜିଲାରେ ଏକ ରୋଚକ ଘଟଣା ଘଟିଛି। ଭାରତ-ପାକ ସୀମାରେ ଅବସ୍ଥିତ ବାରମେର ଜିଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଗର୍ଭବତୀ ମହିଳା...

ବୈଷ୍ଣୋଦେବୀ ମନ୍ଦିରର ୮ପୂଜାରୀ କରୋନା ପଜିଟିଭ୍‌

କଟରା,୧୩।୮: କରୋନା ଲକ୍‌ଡାଉନ ଯୋଗୁ ବନ୍ଦ ହୋଇପଡ଼ିଥିବା ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ କରିବାକୁ ଜମ୍ମୁ-କଶ୍ମୀର ପ୍ରଶାସନ ନିଷ୍ପତ୍ତି ନେଇଛି। କିନ୍ତୁ ଯାତ୍ରା ଆରମ୍ଭ ହେବା ପୂର୍ବରୁ...

‘ହୁନର ହାଟ’ରେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୨: ଉପ ରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁ ତାଙ୍କ ପତ୍ନୀ ଉଷାମ୍ମା ଦେବୀଙ୍କ ସହ ଗୁରୁବାର ଇଣ୍ଡିଆ ଗେଟରେ ଆୟୋଜିତ ହୋଇଥିବା ହସ୍ତଶିଳ୍ପ ମେଳା ‘ହୁନର...

Advertisement


Archives

Model This Week