Posted inଜାତୀୟ

ଜମ୍ମୁ-କଶ୍ମୀର ଆଇଡି ଦେଖାଇଲେ ୩୭୦ ଟଙ୍କା ରିହାତି

ନୂଆଦିଲ୍ଲୀ,୬-୯(ଆଇଏଏନ୍‌ଏସ୍‌):ଦିଲ୍ଲୀର କନ୍ନଟପ୍ଲେସ୍‌ସ୍ଥିତ ଏକ ରେଷ୍ଟୁରାଣ୍ଟରେ ଜମ୍ମୁ-କଶ୍ମୀରର ଲୋକଙ୍କ ପାଇଁ ସ୍ବତନ୍ତ୍ର ରିହାତି ବ୍ୟବସ୍ଥା କରାଯାଇଛି। ସୁସ୍ବାଦୁ ବ୍ୟଞ୍ଜନ ପାଇଁ ଜଣାଶୁଣା ହୋଟେଲ ଆର୍ଡୋର ୨.୧ କଶ୍ମୀରୀଙ୍କ ପାଇଁ ‘ଆର୍ଟିକିଲ ୩୭୦’ ଥାଳି ବ୍ୟବସ୍ଥା କରିଛି। ଜମ୍ମୁ-କଶ୍ମୀର ପ୍ରଶାସନ ପକ୍ଷରୁ ଜାରି ପରିଚୟପତ୍ର ଦେଖାଇ ଉକ୍ତ ସ୍ବତନ୍ତ୍ର ଥାଳି ଖାଇଲେ ୩୭୦ ଟଙ୍କା ରିହାତି ଦିଆଯାଉଛି। ଶାକାହାରୀ ଖାଦ୍ୟର ମୂଲ୍ୟ ୨,୩୭୦ ଟଙ୍କା ଥିବାବେଳେ ନନ୍‌ଭେଜ୍‌ଙ୍କ ପାଇଁ ୨,୬୬୯ (ଅତିରିକ୍ତ ଟିକସ) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ପରଲୋକରେ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନ ଶୁକ୍ରବାର ସକାଳେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୋଦି ନିଜେ ଟୁଇଟର୍‌ରେ ଏକ ଭାବପ୍ରବଣ ବାର୍ତ୍ତା ଲେଖି ମା’ଙ୍କ...

ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ ନିଷ୍ପତ୍ତି

ଲକ୍ଷ୍ନୌ/ନୂଆଦିଲ୍ଲୀ,୧୮ା୧୧(ପି.ଟି./ଆଇଏଏନ୍‌ଏସ୍‌): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟ ପରେ ମଧ୍ୟ ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ ଜମି ବିବାଦର ସମାଧାନ ହୋଇପାରି ନାହିଁ। ଏହି ଐତିହାସିକ ରାୟକୁ ସୁନ୍ନି ସେଣ୍ଟ୍ରାଲ...

ପରମବୀର ହ୍ବିସିଲବ୍ଲୋୟର ନୁହନ୍ତି

ନୂଆଦିଲ୍ଲୀ, ୬।୧୨(ପି.ଟି.): ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ଆଇନ ଅନୁଯାୟୀ ହ୍ବିସିଲ୍‌ବ୍ଲୋୟର ବିବେଚନା କରାଯାଇପାରିବ ନାହିଁ। କାରଣ ତାଙ୍କର ବଦଳି ହେବା ପରେ...

ଦିଲ୍ଲୀ ହିଂସାକୁ ନେଇ ସଂସଦରେ କଂଗ୍ରେସର ବିରୋଧ ପ୍ରଦର୍ଶନ: ମାର୍ଚ୍ଚ ୧୧ଯାଏ ଗୃହ ମୁଲତବୀ

ନୂଆଦିଲ୍ଲୀ,୬।୩: ଦିଲ୍ଲୀ ହିଂସାକୁ ନେଇ ବିରୋଧୀ ରାଜନୀତି କରୁଥିବା ବେଳେ ଏହାକୁ ଅସ୍ତ୍ର କରି ଶାସକ ଦଳକୁ ଘେରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ସୋମବାରଠାରୁ ଗୃହ...

ଲକ୍‌ଡାଉନ୍‌ର ପ୍ରଭାବ: ଭାରତର ଅଭିବୃଦ୍ଧି ହାର ରହିବ ଶୂନ ପ୍ରତିଶତ; ୨୩୪,୦୦ କୋଟି ଡଲାର କ୍ଷତି ସହିବ ଦେଶ

ନୂଆଦିଲ୍ଲୀ,୧୪।୪: କରୋନା ସଂକ୍ରମଣକୁ ଦୂରେଇବା ପାଇଁ ଭାରତରେ ଲକ୍‌ଡାଉନ୍‌ରେ ଜାରି ହୋଇଛି। ତେବେ ଏହାଦ୍ୱାରା ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଦୋହଲି ଯିବାର ଆଶଙ୍କା ରହିଛି ବୋଲି...

କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ ହେଉଛି ମିଥ୍ୟା ଚର୍ଚ୍ଚା: ସଲମାନ୍‌ ଖୁର୍ଶିଦ୍‌

ନୂଆଦିଲ୍ଲୀ,୨୨।୧୧: କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ କିଛି ନେତା ଚର୍ଚ୍ଚା କରୁଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦଳର ବରିଷ୍ଠ ସଦସ୍ୟ ସଲମାନ ଖୁର୍ଶିଦ୍‌...

ରେଳମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାହୁଲ

ନୂଆଦିଲ୍ଲୀ,୪।୬: ଓଡ଼ିଶା ବାଲେଶ୍ୱର ବାହାନଗାରେ ଶୁକ୍ରବାର ହୋଇଥିବା ରେଳ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨୭୫ ହୋଇଥିବା ବେଳେ ୧୧୭୫ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

ଲୋକେ ଚାହିଁଲେ ୨୦୨୪ରେ ମଣ୍ଡିରୁ ନିର୍ବାଚନ ଲଢ଼ିବି: କଙ୍ଗନା ରାଣାଓ୍ବତ

ନୂଆଦିଲ୍ଲୀ,୨୯।୧୦: ରାଜନୀତିରେ ପ୍ରବେଶ କରିବାକୁ ମୁଁ ପ୍ରସ୍ତୁତ। ଯଦି ହିମାଚଳବାସୀ ଚାହିଁବେ ଏବଂ ଭାଜପା ଟିକେଟ ଦେବ, ତେବେ ସେ ମଣ୍ଡିରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ।...

Advertisement
Archives

Model This Week