Posted inଜାତୀୟ

ଜମ୍ମୁ-କଶ୍ମୀରରେ ବିସ୍ଫୋରଣ, ଜଣେ ଯବାନ ଶହୀଦ

ଶ୍ରୀନଗର,୧୭।୧୧:ଜମ୍ମୁ-କଶ୍ମୀରର ଅଖନୁର ଜିଲାରେ ରବିବାର ଏକ ସଂଦିଗ୍ଧ ବିସ୍ଫୋରଣ ଘଟିଛି। ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି। ଏଥିସହ ତିନିଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଯବାନମାନେ ଅଖନୁରର ପଲ୍ଲନଓ୍ବାଲା ଅଞ୍ଚଳରେ ଏକ ଟ୍ରକ୍‌ରେ ଯାଉଥିବାବେଳେ ଏହି ବିସ୍ଫୋରଣ ଘଟିଥିଲା। ଆହତଙ୍କୁ ତୁରନ୍ତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାପରେ ସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ୍‌ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୭ ରାଜ୍ୟ ୫୬ ପିଲାଙ୍କୁ ମିଳିଲା ସାହସିକତା ପୁରସ୍କାର

ନୂଆଦିଲ୍ଲୀ,୨୦।୧: ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଭାରତୀୟ ଶିଶୁ କଲ୍ୟାଣ ପରିଷଦ (ଆଇସିସିଡବ୍ଲ୍ୟୁ) ଦେଶର ୧୭ଟି ରାଜ୍ୟରୁ ୫୬ଜଣ ପିଲାଙ୍କୁ ସାହସିକତା ପୁରସ୍କାର ପ୍ରଦାନ...

ବିନୀତ ପୁନିଆ ହେଲେ କଂଗ୍ରେସ ଯୋଗାଯୋଗ ଶାଖା ପ୍ରଭାରୀ ସମ୍ପାଦକ

ନୂଆଦିଲ୍ଲୀ,୨୫।୬: କଂଗ୍ରେସ ନେତା ବିନୀତ ପୁନିଆଙ୍କୁ ଏଆଇସିସି ଆଭ୍ୟନ୍ତରୀଣ ଯୋଗାଯୋଗ ଶାଖାର ପ୍ରଭାରୀ ସମ୍ପାଦକ ନିଯୁକ୍ତ କରାଯାଇଛି। ସେହିପରି ବୈଭବ ଓ୍ବାଲିଆ ଉକ୍ତ ବିଭାଗର ସମ୍ପାଦକ...

ନିଜେ ଉଦ୍‌ଘାଟନ କରିଥିବା କୋଠାରେ ରାତ୍ରିଯାପନ କଲେ

ନୂଆଦିଲ୍ଲୀ,୨୩ା୮(ପି.ଟି./ଆଇଏଏନ୍‌ଏସ୍‌): ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ ବୁଧବାର ରାତିରେ ସିବିଆଇ ମୁଖ୍ୟାଳୟ ଗେଷ୍ଟ୍‌ହାଉସ୍‌ର ଲକ୍‌-ଅପ୍‌ ସୁଟ୍‌ ୩ରେ ରାତି...

ବଦଳିଲା ନିୟମ: ଦିଲ୍ଲୀ ବିମାନ ବନ୍ଦରରେ ଯାତ୍ରୀଙ୍କୁ ୬ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ

ନୂଆଦିଲ୍ଲୀ,୩୦।୧୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହୋଇଥିବା ୧୪ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନିୟମ ପରିବର୍ତ୍ତନ କରାଯାଇଛି। ଏଥିଯୋଗୁ ସେହି ଦେଶରୁ ଆସୁଥିବା...

କଶ୍ମୀରକୁ ଫେରିବ କି ରାଜ୍ୟ ମାନ୍ୟତା

ନୂଆଦିଲ୍ଲୀ/ଶ୍ରୀନଗର,୨୧ା୬: ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରିବା ସହ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିଥିଲେ। ଉପଯୁକ୍ତ...

୩୦ ଦିନ ପୂରିଲା : ସ୍ବାଭାବିକ ହୋଇନି ଉପତ୍ୟକା

ଶ୍ରୀନଗର,୪ା୯(ପି.ଟି.): କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ୩୦ ଦିନ ପୂରିଥିବାବେଳେ ଏବେ ବି ଉପତ୍ୟକାରେ ସ୍ବାଭାବିକ...

କେରଳରେ ସ୍ୱାଇନ ଫ୍ଲୁ: ଯମଜ ଭଉଣୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ

କୋଝିକୋଡ,୩ ।୬: କେରଳରେ ପାଦ ରଖିଲାଣି ସ୍ୱାଇନ ଫ୍ଲୁ । କୋଝିକୋଡ ଜିଲାରେ ଜଣେ ୧୨ ବର୍ଷୀୟା ବାଳିକାଙ୍କର ଏଚ୧ଏନ୧ ଭୁତାଣୁ ସଂକ୍ରମଣ ଯୋଗୁ ମୃତ୍ୟୁ...

ଯୋଗୀଙ୍କୁ ଝଟ୍‌କା: ୫ ମନ୍ତ୍ରୀ ଦେଲେ ଇସ୍ତଫା

ଲକ୍ଷ୍ନୌ,୨୦।୮: ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ରାଜନୈତିକ ହଟ୍ଟଚମଟ୍ଟ ସୃଷ୍ଟି ହୋଇଛି। ମଙ୍ଗଳବାର ୫ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଥମେ...

Advertisement
Archives

Model This Week