Posted inଜାତୀୟ

ଜମ୍ମୁ-କଶ୍ମୀରରେ ଖରାପ ଫିଲ୍ମ ଦେଖିବା ପାଇଁ ବ୍ୟବହୃତ ହେଉଛି ଇଣ୍ଟରନେଟ୍‌: ନୀତି ଆୟୋଗ ସଦସ୍ୟ

ନୂଆଦିଲ୍ଲୀ,୧୯।୧: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରାଯାଇଥିଲା। ଏହା ଦ୍ୱାରା ସ୍ଥାନୀୟ ଅର୍ଥ ବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପଡ଼ି ନ ଥିବା ନୀତି ଆୟୋଗ ସଦସ୍ୟ ଭିି.କେ. ସାରସ୍ବତ କହିଛନ୍ତି। ଏଠାରେ ଇଣ୍ଟରନେଟ୍‌ର ବ୍ୟବହାର ଖରାପ ଫିଲ୍ମ ଦେଖିବା ପାଇଁ କରାଯାଉଥିବା ସେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସରକାର ବିରୋଧୀ ପ୍ରଦର୍ଶନ ପୁଣିଥରେ ଆରମ୍ଭ କରିବା ଲାଗି ରାଜନେତା ଏଠାକୁ ଯିବାକୁ ମନ ବଳାଉଥିବା ସେ କହିଛନ୍ତି। ଲୋକଙ୍କ ମଧ୍ୟରେ ସରକାର ବିରୋଧୀ ଚିନ୍ତାଧାରା ସୃଷ୍ଟି ପାଇଁ ରାଜନେତାମାନେ ମୁଖ୍ୟତଃ ସୋସିଆଲ୍‌ ମିଡ଼ିଆର ଉପଯୋଗ କରୁଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ରାତି ପର୍ଯ୍ୟନ୍ତ ଚାଲିଲା ଲାଲୁଙ୍କ ପରିବାର ପରିସରରେ ଇଡିର ଚଢାଉ, ପାଟନାରୁ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ୨୦ ସ୍ଥାନରେ ଚଢାଉ

ପାଟନା/ନୂଆଦିଲ୍ଲୀ,୧୧ ।୩: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚାକିରି ବଦଳରେ ଜମି ‘ଘୋଟାଲା’ ମାମଲାରେ ମନି ଲଣ୍ଡରିଂ ଯାଞ୍ଚ ମାମଲାରେ ଶୁକ୍ରବାର ନୂଆଦିଲ୍ଲୀ, ମୁମ୍ବାଇ ଓ ବିହାରରେ ପ୍ରାୟ...

ମୋଦି ଦେଉଛନ୍ତି ୧୫ ଲକ୍ଷ: ଏମିତି ମେସେଜ୍‌ ଦେଖି ପୋଷ୍ଟ ଅଫିସ ସାମ୍ନାରେ ଲାଗିଲା ଲମ୍ବା ଲାଇନ୍‌

ନୂଆଦିଲ୍ଲୀ,୧।୮: ସୋସିଆଲ ମିଡିଆରେ ଭାଇରାଲ ହେଲା ଏକ ମେସେଜ୍‌। ଯେଉଁଥିରେ ଉଲ୍ଲେଖ ଥିଲା ମୋଦି ୧୫ ଲକ୍ଷ ଟଙ୍କା ପଠାଉଛନ୍ତି। ଆଉ ଏହାକୁ ଦେଖିବା ପରେ...

ବେସରକାରୀ କ୍ଷେତ୍ରରେ ନିଯୁକ୍ତିରେ ୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ, ହାଇକୋର୍ଟଙ୍କ ରୋକକୁ ହଟାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୭।୨ : ବେସରକାରୀ କ୍ଷେତ୍ରରେ ସଂରକ୍ଷଣ ପ୍ରସଙ୍ଗରେ ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟରେ ଆଶ୍ୱସ୍ତି ମିଳିଛି। ସ୍ଥାନୀୟ ଲୋକଙ୍କ ପାଇଁ ୭୫ ପ୍ରତିଶତ ଚାକିରି ସଂରକ୍ଷଣ ପାଇଁ...

‘ଗୋଟିଏ ଭୋଟ୍‌ କିଛି ଫରକ ପକାଇବ ନାହିଁ’

ଲକ୍ଷ୍ନୌ,୭।୨: ଆଗ୍ରାର ଫତେହାବାଦରେ ଜଣେ ଭିନ୍ନକ୍ଷମଙ୍କୁ ଭାଜପାକୁ ଭୋଟ ଦେବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି। ସେ ଭାଜପା ବଦଳରେ ଅନ୍ୟ ଦଳକୁ ଭୋଟ ଦେବାକୁ...

ସିଦ୍ଧୁ ହସ୍ପିଟାଲରେ ଭର୍ତ୍ତି

ଚଣ୍ଡିଗଡ଼,୬।୬: ସଡ଼କ ହିଂସା ମାମଲାରେ ଗିରଫ ହୋଇଥିବା କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲିଭର ଜଡ଼ିତ...

ଏମ୍‌ପିଙ୍କ ପାଇଁ ଡୁପ୍ଲେକ୍ସ ଫ୍ଲାଟ ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୨୦।୮: ରାଜଧାନୀ ଦିଲ୍ଲୀର ନର୍ଥ ଏଭିନ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମ୍‌ପିମାନଙ୍କ ପାଇଁ ସୋମବାର ନବନିର୍ମିତ ୩୬ଟି ଡୁପ୍ଲେକ୍ସର ଉଦ୍‌ଘାଟନ କରିଛନ୍ତି। ଲୋକ ସଭାକୁ ନିର୍ବାଚିତ...

୫ଟି ଆସନରେ ଗଣନା: ପଶ୍ଚିମବଙ୍ଗରେ ବାବୁଲ ସୁପ୍ରିଓ ଆଗରେ, କୋହ୍ଲାପୁରରେ ଲିଡ୍‌ କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୬।୪: ଦେଶର ଗୋଟିଏ ଲୋକ ସଭା ଓ ୪ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଭୋଟ ଗଣନା ଶନିବାର ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି।...

ଆଫଗାନିସ୍ତାନରେ ଅଟକି ରହିଛନ୍ତି ୧୬୫୦ ଭାରତୀୟ, ଏୟାର ଲିଫ୍ଟ ପାଇଁ ଯୋଜନା…

ନୂଆଦିଲ୍ଲୀ,୧୮।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ପରଠାରୁ, ସେଠାରେ ଅଟକି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ନେଇ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି।...

Advertisement
Archives

Model This Week