Posted inଜାତୀୟ

ଜମ୍ମୁରୁ ଫେରାଇ ଦିଆଗଲା ଗୁଲାମ ନବି ଆଜାଦଙ୍କୁ

ନୂଆଦିଲ୍ଲୀ,୨୦।୮: କଂଗ୍ରେସର ରାଜ୍ୟ ସଭା ସଦସ୍ୟ ତଥା ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦଙ୍କୁ ମଙ୍ଗଳବାର ଜମ୍ମୁ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି। ଏହାପରେ ସେ ଦିଲ୍ଲୀ ଫେରିଆସିବାକୁ ବାଧ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ଉଚ୍ଛେଦ ପରେ ଏହାକୁ ବିରୋଧୀ ଦଳ ବିରୋଧ କରିବା ଆରମ୍ଭ କରିଦେଇଥିଲେ। ଏହାକୁ ନେଇ ଗୁଲାମ ନବି ଆଜାଦ ପୁଣିଥରେ ଜମ୍ମୁ-କଶ୍ମୀର ଲୋକଙ୍କୁ ଭେଟିବାକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ବିରୋଧ କରାଯିବାରୁ ସେ ଫେରି ଆସିଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଏପି ନେତାଙ୍କୁ ନୋଟିସ୍‌ ପଠାଇଲେ ଉପରାଜ୍ୟପାଳ: ୪୮ଘଣ୍ଟାରେ ଜବାବ ଦିଅ

ନୂଆଦିଲ୍ଲୀ,୫।୯: ଦିଲ୍ଲୀରେ ଆମ ଆଦମୀ ପାର୍ଟି(ଏଏପି) ଓ ଉପରାଜ୍ୟପାଳ ମଧ୍ୟରେ ଜାରି ରହିଥିବା ବିବାଦ ବର୍ତ୍ତମାନ ଏକ ଆଇନଗତ ନୋଟିସରେ ପହଞ୍ଚିଛି। ନିକଟରେ ଦିଲ୍ଲୀରେ ଏହାକୁ...

ବାହୁବଳୀ ନେତାଙ୍କ ବିଧାୟକ ପଦ ବି ଗଲା

ପାଟନା,୧୫।୭: ବିହାରର ମୋକମାର ଆରଜେଡି ବିଧାୟକ ଅନନ୍ତ ସିଂଙ୍କୁ ନିଷିଦ୍ଧ ଆଧୁନିକ ଅସ୍ତ୍ର ଏକେ-୪୭ ରଖିବା ଏବଂ ହ୍ୟାଣ୍ଡ ଗ୍ରେନେଡ ଜବତ ମାମଲାରେ ୧୦ ବର୍ଷ...

୧୬୦ କୋଟି କରୋନା ଟିକା କିଣିବା ପାଇଁ ଭାରତର ଯୋଜନା

ନୂଆଦିଲ୍ଲୀ,୫।୧୨: ଭାରତ ୧୬୦ କୋଟି କରୋନା ଟିକା କିଣିବା ପାଇଁ ଯୋଜନା କରିଛି। ପୃଥିବୀର ବିଭିନ୍ନ ଦେଶର ବିଶେଷଜ୍ଞମାନଙ୍କ ପକ୍ଷରୁ କରାଯାଇଥିବା ବିଶ୍ଳେଷଣ ରିପୋର୍ଟରେ ଏହା...

ୟୁପିରେ ମିଳିବ ଶସ୍ତା ଖାଦ୍ୟ: ଖୁବ୍‌ଶୀଘ୍ର ଯୋଗୀ ସରକାର ଆରମ୍ଭ କରିବେ ଅନ୍ନପୂର୍ଣ୍ଣା କ୍ୟାଣ୍ଟିନ

ଲକ୍ଷ୍ନୌ,୬।୪: ଉତ୍ତରପ୍ରଦେଶରେ ଲଗାତର ଦ୍ୱିତୀୟ ଥର ପାଇଁ ବିଧାନସଭା ନିର୍ବାଚନରେ ଏକ ଐତିହାସିକ ବିଜୟ ହାସଲ କରିଛି ଭାଜପା। ଏହାପରେ ଭାଜପା ନିଜର ସଂକଳ୍ପ ପତ୍ରରେ...

ଶାହାଙ୍କୁ ଭେଟିଲେ ଅମରିନ୍ଦର: ଅନ୍ନଦାତାଙ୍କ ଆନ୍ଦୋଳନ ଦେଶ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି

ନୂଆଦିଲ୍ଲୀ,୩।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଦେଶବ୍ୟାପି ଅନ୍ନଦାତା ଆନ୍ଦୋଳନ ଜାରି ରଖିଛନ୍ତି। ଏପରିସ୍ଥଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ ଗୁରୁବାର ସ୍ବରାଷ୍ଟ୍ର...

ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ: ମାଟିତଳୁ ମିଳିଲା ପୂରାତନ ମୂର୍ତ୍ତି ସହିତ ଶିବଲିଙ୍ଗ

ଅଯୋଧ୍ୟା,୨୧।୫: ଅଯୋଧ୍ୟାର ରାମଜନ୍ମଭୂମିଠାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଦ୍ୱାରା ଆରମ୍ଭ ହୋଇଛି। ମାଟି ସମତଳ ସମୟରେ ଏଠାରୁ ପୂରାତନ ମୂର୍ତ୍ତିର...

ବିରୋଧୀ ଏକତାରେ ଫାଟ: କଂଗ୍ରେସ-ଟିଏମସି ମୁହାଁମୁହିଁ …

କୋଲକାତା,୩୧।୫ : ପଶ୍ଚିମବଙ୍ଗରେ ଭାଜପା ବିରୋଧରେ ଏକତା ଅଭିଯାନରେ ଏକ ବଡ଼ ଫାଟ ସୃଷ୍ଟି ହୋଇଛି। ଟିଏମସି ଏବଂ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି...

ବିଚାରପତିଙ୍କ ସାମ୍ନାରେ ନିଷ୍ପାପ ଶିଶୁର ଗୁହାରି: ମୋ ହାତ ପାଦ ଫେରାଇ ଦିଅ ମୁଁ ଦୌଡିବାକୁ ଚାହେଁ

ଚଣ୍ଡିଗଡ଼,୨୬।୬: ହରିୟାଣାର ପାନିପଥ ନିବାସୀ ୧୧ ବର୍ଷର ଶିଶୁ ରମନ ହାଇକୋର୍ଟ ବିଚାରପତିଙ୍କ ନିକଟରେ ଏମିତି ଗୁହାରି କରିଛନ୍ତି ଯାହା ଶୁଣିବା ପରେ ସମସ୍ତଙ୍କ ଆଖି...

Advertisement
Archives

Model This Week