ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ

ସଜନାଗଡ଼, ୨।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମ୍‌୍‌ପୁର ଥାନା ମାଟିଆଳି ପଞ୍ଚାୟତ ଦୁର୍ଗାପୁର ଗ୍ରାମର ସର୍ବେଶ୍ୱର ଖଣ୍ଡେଇଙ୍କ ପୁଅ ଜିତେନ୍ଦ୍ର (୧୪)ଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ରବିବାର ରାତିରେ ଖାଇ ଶୋଇଥିବା ବେଳେ ବିଳମ୍ବିତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ପ୍ରବଳ ବାନ୍ତି କରିଥିଲେ। ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇବାରୁ ତୁରନ୍ତ ତାଙ୍କୁ ନୀଳଗିରି ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ବରହମ୍‌ପୁର ଥାନା ପୋଲିସ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚତ୍ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ବରହମ୍‌ପୁର ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୧୪/୧୯) ରୁଜୁ ହୋଇଛି। ଜିତେନ୍ଦ୍ର ମାଟିଆଳି ହାଇସ୍କୁଲରେ ପଢୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେସେଜ ଆସିଲା, ଧାନ ଉଠିଲା ନାହିଁ

ଖୋର୍ଦ୍ଧା ଅଫିସ/ନିରାକାରପୁର/ବୋଲଗଡ଼, ୧୮ା୧ (ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାରେ ଧାନମଣ୍ଡି ଖୋଲିବାରେ ବିଳମ୍ବ ଘଟୁଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ଦ୍ଧାରିତ ତାରିଖରେ ଧାନ ବିକ୍ରି...

ବାର୍‌ହା ଶିକାର ପାଇଁ ବିଛା ଯାଇଥିଲା ବିଦ୍ୟୁତ୍‌ ତାର, ସଂସ୍ପର୍ଶରେ ଆସି ଯୁବକ ଗୁରୁତର,

ଦେବଗଡ଼,୧୮ା୪(ଡ଼ି.ଏନ୍‌.ଏ.) ଦେବଗଡ଼ ଜିଲା ବାରକୋଟ ବ୍ଲକ ବଲଣ୍ଡା ଗ୍ରାମ ନିକଟ ଜଙ୍ଗଲରେ ବାର୍‌ହା ଶିକାରପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଯୁବକ ଗୁରୁତର...

କେସିସିବିରେ ଅନିୟମିତତା

ଖୋର୍ଦ୍ଧା ଅଫିସ, ୮ା୪: ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ (କେସିସିବି) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ)ଙ୍କ ବିରୋଧରେ ଲକ୍ଷାଧିକ ଟଙ୍କାର ଆର୍ଥତ୍କ ଅନିୟମିତତା ଅଭିଯୋଗ ଆସିଛି। ବିଧାୟକ...

କାଇପଦର ଗାଁ ଦାଣ୍ଡରେ ଯୁବକଙ୍କୁ ନିସ୍ତୁକ ପିଟିବା ଭିଡିଓ ଭାଇରାଲ: ଜଣେ ଅଭିଯୁକ୍ତ ଗିରଫ

ଖୋର୍ଦ୍ଧା ଅଫିସ,୨୧।୧୨: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କାଇପଦର ଗ୍ରାମରେ ଜଣେ ଯୁବକଙ୍କୁ ନୃଶଂସ ଭାବେ ମାଡ଼ ମାରୁଥିବା ଭିଡିଓ ଭାଇରାଲ ହୋଇଛି। ବଙ୍ଗିଦାର ଉକ୍ତ...

ଟ୍ୟୁସନ ଯାଇ ଆଉ ଘରକୁ ଫେରିଲେନି ପୁଅ : ମୃତଦେହ ଜବତ, ଜଣେ ଗିରଫ

ଟିଟିଲାଗଡ଼,୨୭।୪(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଟିଟିଲାଗଡ଼ ସହର ସିରଭଟାସ୍ଥିତ ରେଳବାଇ କର୍ମଚାରୀ ଦିଲୀପ କୁମାରଙ୍କ ଏକମାତ୍ର ପୁଅ ମୋହନ କୁମାର (୧୩)ଙ୍କ ବୁଧବାର ମୃତଦେହ ଜବତ ହୋଇଛି।...

ଲୁଣି ପାଣି କବଳରେ ମହାନଦୀ ବେସିନ

ଯାଜପୁର ଅଫିସ,୨୧ା୬:ମହାନଦୀ ବେସିନ(ଅବବାହିକା) ଅନ୍ତର୍ଭୁକ୍ତ କଟକ, ଢେଙ୍କାନାଳ, ଜଗତ୍‌ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲାର ୪୯ ବ୍ଲକର ବାସିନ୍ଦା ଲୁଣି ପାଣିରେ...

୧୪୪ ଶିକ୍ଷକଙ୍କ ଏମ୍‌ଏସିପି ମଞ୍ଜୁର

ଭଦ୍ରକ ଅଫିସ, ୧୭।୬-ଭଦ୍ରକ ଜିଲା ଶିକ୍ଷାଧିକାରୀଙ୍କ ପତ୍ରସଂଖ୍ୟା ୫୨୪୨ ତା ୧୦।୦୬।୨୦୨୨ରିଖ ଅନୁସାରେ ସଦର ବ୍ଲକର ୨୦୧୧ ବ୍ୟାଚ୍‌ର ନିୟମିତ ହୋଇଥିବା ୧୪୪ଜଣ ଏଲିମେଣ୍ଟାରି କ୍ୟାଡର...

ଅପହୃତା ନାବାଳିକା ଛାତ୍ରୀ ଉଦ୍ଧାର: ଅଭିଯୁକ୍ତ ଗିରଫ

କଣ୍ଟାପଡା,୨।୧୧(ଡି.ଏନ୍‌.ଏ.): ଓଲଟପୁର ଥାନା ଅଞ୍ଚଳର ଏକ କଲେଜରେ ପାଠ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ କରିବା ଅଭିଯୋଗରେ ଓଲଟପୁର ପୋଲିସ ଶନିବାର ଜଣେ ଯୁବକଙ୍କୁ...

Advertisement
Archives

Model This Week