Posted inଜାତୀୟ

ଚିଦାମ୍ବରମ୍‌ଙ୍କ ଜାମିନ୍‌ର ନିଷ୍ପତ୍ତି ନେବେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ,୨୧।୮: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କୁ ଇଡ଼ି ଏବଂ ସିବିଆଇ ପକ୍ଷରୁ ଖୋଜା ଚାଲିଛି। ଦିଲ୍ଲୀ ହାଇକୋର୍ଟରେ ଜାମିନ୍‌ ଆବେଦନ ଖାରଜ ପରେ ଚିଦାମ୍ବରମ୍‌ ସୁପ୍ରିମ୍‌କୋର୍ଟରେ ଜାମିନ୍‌ ପାଇଁ ଆବେଦନ କରିଛନ୍ତି। ତେବେ ଏହା ଉପରେ ବିଚାରପତି ଏନ୍‌.ଭି. ରମଣା ବୁଧବାର କହିଛନ୍ତି ଯେ, ସେ ଏହି ଆବେଦନକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ପାଖକୁ ପଠାଉଛନ୍ତି। ସେ ଏନେଇ ନିଷ୍ପତ୍ତି ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଓଜନର ରୁପା ଦାନ କଲେ ଭାଜପା ନେତା: ବଣ୍ଟାଗଲା ୧୦୧ କିଲୋଗ୍ରାମ୍‌ ରୁପା

ସୁରଟ,୯।୧୧: ଗୁଜରାଟର ରାଜ୍ୟ ଭାଜପା ଅଧ୍ୟକ୍ଷ ସି.ଆର୍‌. ପାଟିଲ ନିଜ ଓଜନର ରୁପା ଦାନ କରିଛନ୍ତି। ସୁରଟରେ ଜୈନ ସୋସାଇଟି ପକ୍ଷରୁ ଆୟୋଜିତ ହୋଇଥିବା ରଜତ...

ଯାହା ଅନୁମାନ କରୁଥିଲେ ହୁଏତ ଓଲଟା ଫଳ ମିଳିବ: କେଜରିଓ୍ବାଲ

ନୂଆଦିଲ୍ଲୀ,୧୮।୫: ଆସନ୍ତା ରବିବାର ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଥିବା ବେଳେ ଏବେ ଫଳାଫଳକୁ ନେଇ ପ୍ରାୟ ସବୁ ରାଜନୈତିକ...

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଆଜି ପହଞ୍ଚିବ ତେଲେଙ୍ଗାନା

ନୂଆଦିଲ୍ଲୀ,୨୩ ।୧୦: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା ରବିବାର କର୍ନାଟକର ରାୟଚୁରରୁ ତେଲେଙ୍ଗାନାର ଗୁଡେବେଲ୍ଲୁର ପହଞ୍ଚିବ । ତେଲେଙ୍ଗାନାରେ ଏହି ପଦଯାତ୍ରା...

ପ୍ରମୁଖ ସଚିବ ପଦରେ ରାଜୀବ କୁମାର

କୋଲକାତା,୨୮ା୧୨(ପି.ଟି.): କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ପଶ୍ଚିମବଙ୍ଗ ସରକାର ରାଜ୍ୟ ସୂଚନା ଓ ପ୍ରଯୁକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ କରିଛନ୍ତି।...

ବିକାଶ ଦୁବେ ଏନକାଉଣ୍ଟର: ଭାଇରାଲ ହେଉଛି ଏହି ଆଇପିଏସ୍‌ ଅଧିକାରୀଙ୍କ ପୁରୁଣା ଟୁଇଟ

ନୂଆଦିଲ୍ଲୀ,୧୦।୭: କାନପୁର ଏନ୍‌କାଉଣ୍ଟର ଘଟଣା ପରେ ମୋଷ୍ଟ ଓ୍ବାଣ୍ଟେଡ୍‌ ବିକାଶ ଦୁବେଙ୍କ ଫେରାର ହେବାଠାରୁ ଆରମ୍ଭ କରି ତାଙ୍କ ଗିରଫଦାରୀ ଓ ଏନ୍‌କାଉଣ୍ଟର ଉପରେ ଏବେ...

ଆଜ୍‌ମାରୁ ମୁକ୍ତି ଲାଗି ‘ମାଛ ପ୍ରସାଦମ୍‌’ ଗ୍ରହଣ କଲେ ଏକ ଲକ୍ଷରୁ ଅଧିକ ଲୋକ

ହାଇଦ୍ରାବାଦ୍‌,୯।୬: ଆଜ୍‌ମାରୁ ମୁକ୍ତି ଲାଗି ହାଇଦ୍ରାବାଦ୍‌ର ପ୍ରଦର୍ଶନୀ ପଡ଼ିଆରେ ଏକ ଲକ୍ଷରୁ ଅଧିକ ଲୋକ ପହଞ୍ଚି ‘ମାଛ ପ୍ରସାଦମ୍‌’ ଗ୍ରହଣ କରିଛନ୍ତି। ଦୀର୍ଘ ୧୭୦ ବର୍ଷ...

ସରକାର ଅନୁମତି ନ ଦେଲେ ବି ପାକିସ୍ତାନ ଯିବି: ସିଦ୍ଧୁ

ନୂଆଦିଲ୍ଲୀ,୭।୧୧: କରତାରପୁର କରିଡର ଉଦଘାଟନ ହେବାକୁ ଆଉ ମାତ୍ର ଦୁଇଦିନ ବାକି ଥିବାବେଳେ ପାକିସ୍ତାନ ଯିବା ପାଇଁ ଜିଦ୍‌ ଧରି ବସିଛନ୍ତି ପଞ୍ଜାବର କଂଗ୍ରେସ ନେତା...

ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନିଙ୍କ ପରଲୋକ…

ନୂଆଦିଲ୍ଲୀ,୨୧।୩ : ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନି ମଙ୍ଗଳବାର ମୁମ୍ବାଇରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଦୀର୍ଘ...

Advertisement
Archives

Model This Week