Posted inଜାତୀୟ

ଚିଦାମ୍ବରମ୍‌ଙ୍କୁ ଶହେ ଘଣ୍ଟାରେ ସିବିଆଇ ପଚାରିଲା ୪ଶହ ୫୦ ପ୍ରଶ୍ନ

ନୂଆଦିଲ୍ଲୀ,୯।୯: ଆଇଏନ୍‌ଏକ୍ସ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ପାଇଁ ଚାର୍ଜଶିଟ୍‌ ପ୍ରସ୍ତୁତ କରୁଛି ସିବିଆଇ। ଏନେଇ ଶହେ ଘଣ୍ଟାରେ ଚିଦାମ୍ବରମ୍‌ଙ୍କୁ ୪ ଶହ ୫୦ ପ୍ରଶ୍ନ ପଚରା ଯାଇଛି। ଚଳିତ ମାସ ତୃତୀୟ ସପ୍ତାହରେ ଚାର୍ଜଶିଟ୍‌ ଦାଖଲ କରାଯିବାର ଯୋଜନା ରହିଛି। ଚାର୍ଜଶିଟ୍‌ ଦାଖଲ କରାଗଲେ ଚିଦାମ୍ବରମ୍‌ଙ୍କୁ ଜାମିନ୍‌ ମିଳିବା କଷ୍ଟକର ହେବ ବୋଲି କୁହାଯାଉଛି। ଏବେ ସେ ଦିଲ୍ଲୀର ତିହାର ଜେଲ୍‌ରେ ରହିଛନ୍ତି। ସେଠାରେ ଚିଦାମ୍ବରମ୍‌ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ସହଯୋଗୀଙ୍କ ସହ ଭାଜପାର ଆସନ ବୁଝାମଣା ଫର୍ମୂଲା…

ନୂଆଦିଲ୍ଲୀ, ୧୩।୧ : ଆଗକୁ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା ଏହାର ସହଯୋଗୀଙ୍କ ସହିତ ଆସନ ବୁଝାମଣା ଫର୍ମୂଲା ସ୍ଥିର କରିଛି।...

ଭାରତରେ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ଚିହ୍ନଟ ସ୍ପଷ୍ଟ: ଆକ୍ରାନ୍ତଙ୍କ ନାହିଁ ଟ୍ରାଭେଲ ହିଷ୍ଟ୍ରି

ନୂଆଦିଲ୍ଲୀ,୨୩।୫: ଭାରତର ତାମିଲନାଡୁ ଏବଂ ତେଲଙ୍ଗାନାରେ ଓମିକ୍ରନ୍‌ ସବ୍‌ ଭାରିଆଣ୍ଟ ବିଏ.୪ ଏବଂ ବିଏ.୫ ଚିହ୍ନଟ ହୋଇଥିବା ଆଇଏନ୍‌ଏସ୍‌ଏସିଓଜି ପକ୍ଷରୁ ସ୍ପଷ୍ଟ କରାଯାଇଛି। ତାମିଲନାଡୁର ଜଣେ...

ମୋବାଇଲ୍‌ ପାଇଁ ସ୍ତ୍ରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦେଲେ ସ୍ବାମୀ

ଚତରା,୫।୧୧:ଝାଡଖଣ୍ଡର ଚତରାରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ମୋବାଇଲ୍‌ ପାଇଁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ। ମୋବାଇଲକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେବାରୁ...

ବିନା ଦର୍ଶକରେ ଖୋଲିବ ଷ୍ଟାଡିୟମ୍‌-ସ୍ପୋଟର୍ସ କମ୍ପ୍ଲେକ୍ସ୍‌…

ନୂଆଦିଲ୍ଲୀ,୪।୭: ରାଜଧାନୀ ଦିଲ୍ଲୀ ଷଷ୍ଠ ପର୍ଯ୍ୟାୟ ଅନ୍‌ଲକ୍‌ ସୋମବାର ଆରମ୍ଭ ହେବ। ଅନ୍‌ଲକ୍‌ ମାର୍ଗଦର୍ଶିକା ଆଧାରରେ ଏବେ ଦିଲ୍ଲୀରେ ବିନା ଦର୍ଶକରେ ଷ୍ଟାଡିୟମ୍‌ ଏବଂ ସ୍ପୋଟର୍ସ...

ଦିଲ୍ଲୀର ସବୁଠୁ ବଡ଼ ଜମ୍ବୋ ମୋମୋ: ବଢ଼ୁଛି ଲୋକଙ୍କ ଚାହିଦା

ଦିଲ୍ଲୀର ଅଧିକାଂଶ ଲୋକଙ୍କ ପ୍ରିୟ ଚାଇନିଜ୍‌ ଖାଦ୍ୟ ହେଉଛି ମୋମୋ। ତେଣୁ ସେଠାରେ ମଲ୍‌ ହେଉ କି ପାର୍କ ପ୍ରାୟ ସବୁସ୍ଥାନରେ ମୋମୋ ଷ୍ଟଲ୍‌ ଦେଖିବାକୁ...

ନବରାତ୍ରୀ ପାଇଁ ଦକ୍ଷିଣ ଦିଲ୍ଲୀରେ ମାଂସ ଦୋକାନ ବନ୍ଦ

ନୂଆଦିଲ୍ଲୀ,୫ ।୪: ଦେଶରେ ଧୁମଧାନରେ ପାଳନ କରାଯାଉଛି ନବରାତ୍ରୀ । ରାଜଧାନୀ ଦିଲ୍ଲୀରେ ନବରାତ୍ରୀକୁ ନେଇ ରାଜନୈତିକ ଟଣାଭିଡା ଆରମ୍ଭ ହୋଇଗଲାଣି । ସାଉଥ୍ ଦିଲ୍ଲୀର...

ଭାଜପାର ବି ଟିମ୍‌ ଭଳି କାମ କରୁଛି ଏଆଇଏମ୍‌ଆଇଏମ୍‌: ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୧।୨: ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ଇତେହାଦୁଲ ମୁସ୍ଲିମିନ୍‌(ଏଆଇଏମ୍‌ଆଇଏମ)ର ପୂର୍ବତନ ବିଧାୟକ ଓ୍ବାରିସ୍‌ ପଠାନଙ୍କ ବିବାଦୀୟ ବୟାନକୁ କଡା ସମାଲୋଚନା କରିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ।...

‘ବୈଜ୍ଞାନିକ ଗବେଷଣା ନିର୍ଦ୍ଦେଶ ଅନୁସାରେ କରାଯିବା ଅନୁଚିତ’

ନୂଆଦିଲ୍ଲୀ,୪।୭: ମହାମାରୀ କରୋନା ଭୂତାଣୁକୁ ରୋକିବା ଲାଗି ପ୍ରସ୍ତୁତ କରାଯାଉଥିବା ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀ କହିଛନ୍ତି, ଭାରତୀୟ...

Advertisement
Archives

Model This Week