Posted inଜାତୀୟ

ଚିଟ୍‌ଫଣ୍ଡ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧ା୮: ଚିଟ୍‌ଫଣ୍ଡ (ସଂଶୋଧନ) ବିଲ୍‌, ୨୦୧୯ ପାର୍ଲାମେଣ୍ଟରେ ଆଗତ କରିବା ଲାଗି କେନ୍ଦ୍ର କ୍ୟାବିନେଟ ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ଏହି ବିଲ୍‌ ପାସ୍‌ ହେଲେ ଉକ୍ତ ସେକ୍ଟର ସରଳୀକୃତ ହେବା ସହ ପଞ୍ଜୀକୃତ ଚିଟ୍‌ଫଣ୍ଡ ଶିଳ୍ପ ଉପରେ ଥିବା ନିୟାମକ କିମ୍ବା ଅନୁପାଳନ ବୋଝ ହ୍ରାସ ପାଇବ। ଏହାବ୍ୟତୀତ ଚିଟ୍‌ଫଣ୍ଡ ସ୍କିମ୍‌ରେ ସ୍ବଚ୍ଛତା ସୁନିଶ୍ଚିତ କରିବା ପାଇଁ ବିଲ୍‌ରେ ବ୍ୟବସ୍ଥା ରହିବ। ନିକଟରେ ବେଆଇନ ଚିଟ୍‌ଫଣ୍ଡ ଜମା ନିଷିଦ୍ଧ କରିବା ଲାଗି ବିଲ୍‌ ପାର୍ଲାମେଣ୍ଟରେ ଗୃହୀତ ହୋଇଥିଲା। ବୁଧବାର କ୍ୟାବିନେଟ ଅନୁମୋଦନ କରିଥିବା ବିଲ୍‌ ସମ୍ପୂର୍ଣ୍ଣ ଭିନ୍ନ ବୋଲି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଏହା ବିଭିନ୍ନ ଚିଟ୍‌ଫଣ୍ଡ ଯୋଜନାରେ ନିୟମାନୁଯାୟୀ ହେଉଥିବା ଜମା କ୍ଷେତ୍ରରେ ଲାଗୁ ହେବ ଏବଂ ନିୟମାବଳୀକୁ ସୁଦୃଢ଼ କରିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ନିର୍ଯାତନା ନେଇ ଚିନ୍ତାବ୍ୟକ୍ତ କଲେ ସ୍ମୃତି ଇରାନୀ, ଶୀଘ୍ର ସମାଧାନ ପାଇଁ ଲୋଡ଼ିଲେ ବିଚାରପତିଙ୍କ ପରାମର୍ଶ…

ନୂଆଦିଲ୍ଲୀ,୧୦।୧୨ : ଶିଶୁମାନଙ୍କ ପ୍ରତି ଯୌନ ଅପରାଧକୁ ନେଇ ସୁପ୍ରିମକୋର୍ଟ ପୂର୍ବରୁ ଚିନ୍ତା ପ୍ରକଟ କରିଛନ୍ତି। ଏଥି ସହିତ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ...

ଟିଏମ୍‌ସିରେ ଯୋଗଦେଲେ ମଜିଦ ମେମନ

ନୂଆଦିଲ୍ଲୀ, ୧୫।୧୨: ସୁପ୍ରିମକୋର୍ଟର ପୂର୍ବତନ ଓକିଲ ତଥା ପୂର୍ବତନ ରାଜ୍ୟ ସଭା ସଦସ୍ୟ ମଜିଦ ମେମନ ବୁଧବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି) ରେ ସାମିଲ ହୋଇଛନ୍ତି।...

ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ଆର୍ମିରୁ ଏମ୍ସକୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୨୭।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଶନିବାର ଆର୍ମି ହସ୍ପିଟାଲରୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ,...

ମୁଜାଫରପୁର ଶେଲ୍ଟର ହୋମ୍‌ ମାମଲାରେ ଅପରାଧୀଙ୍କୁ ସୁରକ୍ଷା ଦେଉଛି ସିବିଆଇ: ତେଜସ୍ବୀ ଯାଦବ

ପାଟନା,୧୨।୧: ମୁଜାଫରପୁର ଶେଲ୍ଟର ହୋମ୍‌ ମାମଲାରେ ଆର୍‌ଜେଡି ନେତା ତେଜସ୍ବୀ ଯାଦବ ସିବିଆଇକୁ ରବିବାର କଡ଼ା ସମାଲୋଚନା କରିଛନ୍ତି। ତେଜସ୍ବୀ ଟୁଇଟ୍‌ କରି କହିଛନ୍ତି ମୁଖ୍ୟମନ୍ତ୍ରୀ...

କାନ୍ଥରେ ଆତଙ୍କାବାଦୀଙ୍କ ଯୋଜନା ଦେଖି ଚିନ୍ତାରେ ପୋଲିସ

ମୁମ୍ବାଇ,୪।୬: ନଭି ମୁମ୍ବାଇ ଓରଣର ଏକ ବ୍ରିଜ୍‌ର କାନ୍ଥରୁ ଆତଙ୍କବାଦୀଙ୍କ ସହ ଜଡିତ ଥିବା ଏକ ବାର୍ତ୍ତା ପୋଲିସକୁ ମିଳିଛି। ଏହି ବାର୍ତ୍ତାରେ ଆତଙ୍କବାଦୀ ସଂଗଠନ...

ପ୍ରଦୂଷଣରୁ ମୁକ୍ତି: ମନ୍ଦିରରେ ମୂର୍ତ୍ତିଙ୍କଠାରେ ବନ୍ଧାଗଲା ମାସ୍କ୍‌

ବାରାଣସୀ,୬।୧୧: ବାୟୁ ପ୍ରଦୂଷଣରୁ ମୁକ୍ତି ପାଇଁ ସାଧାରଣ ଲୋକେ ମୁହଁରେ ମାସ୍କ୍‌ ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର...

ଭାରତରେ ଅନ୍ଧାର ଘୋଟିବା ଆଶଙ୍କା…

ନୂଆଦିଲ୍ଲୀ,୩।୧୦: ସମ୍ପ୍ରତି ଭାରତ ପଡ଼ୋଶୀ ଚାଇନାରେ ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ଏଭଳି ସ୍ଥିତି ଭାରତରେ ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଦେଶରେ ବିଦ୍ୟୁତ୍‌ ଚାହିଦା...

ରାଇସ୍ ଏଟିଏମ୍ ଖୋଲି ଗରିବଙ୍କ ପେଟକୁ ଦାନା ଯୋଗାଉଛନ୍ତି ଯୁବକ

ହାଇଦ୍ରାବାଦ,୧ ।୧୦: କରୋନା ଭାଇରସ ମହାମାରୀ ଅନେକଙ୍କ ଜୀବନ ଜୀବିକାକୁ ବଦଳାଇ ଦେଇଛି । ଅନେକ ଲୋକ ଏହି ସମୟରେ ରାଜଗାର ହରାଇଥିବା ବେଳେ ପେଟକୁ...

Advertisement
Archives

Model This Week