Posted inଜାତୀୟ

ଚାଷୀଙ୍କୁ ମିଳିବ ୩ ହଜାର ପେନସନ୍‌: କିଷାନ ମାନଧନ ଯୋଜନାର ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ,୧୨।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଝାଡ଼ଖଣ୍ଡରେ କିଷାନ ମାନଧନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ଚାଷୀଙ୍କୁ ମାସିକ ୩ ହଜାର ଟଙ୍କାର ପେନସନ୍‌ ମିଳିବ। ଝାଡ଼ଖଣ୍ଡରେ ଆଗାମୀ ଦିନରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ରାଜ୍ୟରେ ଚାଷୀଙ୍କ ଲାଗି ଏହି ଯୋଜନା ଆରମ୍ଭ କରି ନିର୍ବାଚନୀ ବିଗୁଲ୍‌ ଫୁଙ୍କିଛନ୍ତି। ଏହି ଅବସରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ମଧ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷ ମହାରାଷ୍ଟ୍ର ଓ ହରିୟାଣା ସହିତ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ପ୍ରାଣ ହରାଇଲେ ବିଚାରପତି

ଭୋପାଳ,୩।୪: ଏକ ସଡ଼କ ଦୁର୍ଘଟଣାରେ ମଧ୍ୟପ୍ରଦେଶ ଛତ୍ରପୁର ଜିଲା ଅଦାଲତର ବିଚାରପତିଙ୍କ ମୃତ୍ୟୁ ଘଟିଛି। ଏଥିରେ ତାଙ୍କର ସହକର୍ମୀ ଓ ଅନ୍ୟ ଜଣେ ଗୁରୁତର ଆହତ...

ଆରମ୍ଭ ହେଲା ବଦ୍ରିନାଥ କବାଟ ବନ୍ଦ ପ୍ରକ୍ରିୟା

ଡେରାଡୁନ,୧୩।୧୧: ପଞ୍ଚ ପୂଜା ସହ ବଦ୍ରିନାଥ ଧାମର କବାଟ ବନ୍ଦ ହେବା ପ୍ରକ୍ରିୟା ବୁଧବାରଠାରୁ ଆରମ୍ଭ ହୋଇଛି। ଗଣେଶ ପୂଜାର୍ଚ୍ଚନା ସହ ସନ୍ଧ୍ୟାରେ ଗଣେଶ ମନ୍ଦିରର...

ଚତୁର୍ଥ ପର୍ଯ୍ୟାୟରେ ୯୪୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ,୨୮ା୪: ଚତୁର୍ଥ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଆସନ୍ତା ୨୯ ତାରିଖରେ ହେବାକୁ ଯାଉଥିବାବେଳେ ଶନିବାର ଅପରାହ୍ନରେ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୯ଟି...

ଗଡ଼କରୀଙ୍କୁ ଷ୍ଟାଲିନଙ୍କ ଚିଠି: ଏନଏଚଏଆଇକୁ ତାମିଲନାଡୁ ସହଯୋଗ କରୁ ନ ଥିବା ଧାରଣା ଭୁଲ…

ଚେନ୍ନାଇ,୧୧।୨ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶନିବାର କେନ୍ଦ୍ରକୁ ଚିଠି ଲେଖିଛନ୍ତି। କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ଉତ୍ତର ସଂସଦରେ ଏକ ଭାବନା ସୃଷ୍ଟି...

ଏକୁଟିଆ ଯାଇପାରିବେ ମହିଳା ହଜ୍‌ ଯାତ୍ରୀ, ଯୋଗାଇ ଦିଆଯିବ ସମ୍ପୂର୍ଣ୍ଣ ସୁରକ୍ଷା

ମକ୍କା,୧୪।୧୦: ହଜ୍‌ ଯାତ୍ରାରେ ଯାଉଥିବା ମହିଳା ତୀର୍ଥଯାତ୍ରୀଙ୍କ ସହ ପୁରୁଷ ଅଭିଭାବକ ଯିବା ଆଉ ଆବଶ୍ୟକ ପଡ଼ିବ ନାହିଁ। ସାଉଦି ଆରବ ଆସୁଥିବା ମହିଳାମାନେ ଏଣିକି...

ଲାଲକୁୱା ଆସନରୁ ପ୍ରାର୍ଥିପତ୍ର ଦାଖଲ କଲେ ହରିଶ ରାୱତ

ଡେରାଡୁନ,୨୮ ।୧: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଶୁକ୍ରବାର ଲାଲକୁୱା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି...

୧୦୫ରେ ଶ୍ରୀଲଙ୍କା ଅଲ୍‌ଆଉଟ…

ଦୁବାଇ, ୨୭।୮ : ଏସିଆ କପ୍‌ ଟି-୨୦ ଟୁର୍ନ।ମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଆଫଗାନିସ୍ତାନ ଦଳ ଟିମ୍‌ ଶ୍ରୀଲଙ୍କାକୁ ୧୦୫ରେ ଅଲ୍‌ ଆଉଟ୍‌ କରିଛି। ଫଳରେ ଆଫଗାନିସ୍ତାନ...

ଯାନ୍ତ୍ରିକ ତ୍ରୁଟି ଯୋଗୁ ଦିଲ୍ଲୀକୁ ଫେରିଆସିଲା ବିମାନ

ନୂଆଦିଲ୍ଲୀ,୩।୧: ରାଜଧାନୀ ଦିଲ୍ଲୀରୁ ଥାଇଲ୍ୟାଣ୍ଡର ଫୁକେଟକୁ ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପୁଣି ଦିଲ୍ଲୀକୁ ଫେରିଆସିଛି। ଏହାପରେ ବିମାନକୁ ଜରୁରୀକାଳୀନ ଘୋଷଣା କରାଯାଇଥିଲା।...

Advertisement
Archives

Model This Week