ଚାଇନା ସୋସିଆଲ ମିଡିଆରେ ଚନ୍ଦ୍ରୟାନ-୨ର ପ୍ରଶଂସା

ବେଜିଂ,୧୦।୯: ଭାରତର ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦ୍ୱାରା ପ୍ରସ୍ତୁତ ଚନ୍ଦ୍ରୟାନ-୨ ଏବେ ତା’ର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ସବୁ ଦେଶର ବୈଜ୍ଞାନିକଙ୍କ ନଜର ଚନ୍ଦ୍ର ଉପରେ ଥିବା ବେଳେ ପାକିସ୍ତାନ କିନ୍ତୁ ଏହାକୁ ନେଇ ବ୍ୟଙ୍ଗ କରିଥିଲା। ଯଦିଓ ଚାଇନା ଭାରତ ବିରୋଧରେ ବହୁ କଥା କହିଛି ତେବେବି ଚାଇନାର ଲୋକେ ଚନ୍ଦ୍ରୟାନ -୨ର ବହୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ଚାଇନାର ସୋସିଆଲ ମିଡିଆ ୟୁଜରମାନେ କହିଛନ୍ତି ଭାରତୀୟ ବୈଜ୍ଞାନିକମାନେ ଥକି ନ ପଡି ସେମାନଙ୍କ ପ୍ରଚେଷ୍ଟା ଜାରି ରଖିବା ଉଚିତ୍‌। ଆଉ ଚନ୍ଦ୍ରୟାନ ଭଳି ଏକ ପଦକ୍ଷେପ ସ୍ବାଗତଯୋଗ୍ୟ ବୋଲି ସେମାନେ କହିଛନ୍ତି। ଅର୍ଥାତ ପରୋକ୍ଷରେ ଚାଇନା ଭାରତର ପ୍ରଶଂସା କରୁଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବଳ ବର୍ଷାରେ ବେହାଲ୍‌ ଆମେରିକା : ହ୍ବାଇଟ୍‌ ହାଉସରେ ପଶିଲା ପାଣି

ଓ୍ବାଶିଂଟନ,୯।୭: ଗତ ସୋମବାର ଆମେରିକାରେ ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ସହର ଜଳମଗ୍ନ ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏମିତିକି ଆମେରିକାର...

ସ୍କଟଲାଣ୍ଡର କ୍ଲେଡ୍‌ ନଦୀ ପାଲଟିବ ଗଙ୍ଗା: ଏଥିରେ ଭାରତୀୟ କରିପାରିବେ ଅସ୍ଥି ବିସର୍ଜନ

ଲଣ୍ଡନ,୧୯।୫: ଏଣିକି ସ୍କଟଲାଣ୍ଡ୍‌ର କ୍ଲେଡ୍‌ ନଦୀ ସ୍ଥାନୀୟ ଭାରତୀୟଙ୍କ ପାଇଁ ଗଙ୍ଗା ପାଲଟିବ। ଏଥିରେ ଭାରତୀୟମାନେ ଅସ୍ଥି ବିସର୍ଜନ କରିପାରିବେ। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ...

ମାନବ ଶରୀରରେ କରୋନା ଟିକାର ପରୀକ୍ଷା ଆରମ୍ଭ: ଆସନ୍ତା ବର୍ଷ ପର୍ଯ୍ୟନ୍ତ ଉପଲବ୍ଧ ହୋଇ ନ ପାରେ

ଲଣ୍ଡନ,୨୪।୪: ବ୍ରିଟେନ୍‌ର ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ କୋଭିଡ୍‌-୧୯ ଟିକାର ମାନବ ଶରୀରରେ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି। ତେବେ ଏହା ବ୍ୟବହାର ଲାଗି ଉପଲବ୍ଧ...

ଆପଲ୍‌ ଘଣ୍ଟା ବଞ୍ଚାଇଲା ପର୍ବତାରୋହୀଙ୍କ ଜୀବନ: ଫେସବୁକ୍‌ରେ ଭାଇରାଲ; ୨ ଲକ୍ଷ କଲେଣି ଶେୟାର

ଓ୍ବାଶିଂଟନ,୨୪।୯: ଆପଲ ଘଣ୍ଟାର ସିରିଜ୍‌-୪ରେ ଫଲ୍‌ ଡିଟେକସନ୍‌ ସୁବିଧା ରହିଛି। ଏହାଦ୍ୱାରା ଘଣ୍ଟା ପିନ୍ଧିଥିବା ବ୍ୟକ୍ତି ଯଦି ବାଟରେ କୌଣସି ସ୍ଥାନରେ ପଡ଼ି ଯାଆନ୍ତି ତେବେ...

୩୩୦ କୋଟି ଦେଲେ ସ୍କଟ୍‌

ଆମେରିକାର ଶିକାଗୋ ସହରରେ ଥିବା ୨ଟି କଲେଜକୁ ଆମାଜନ ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ପୂର୍ବତନ ସ୍ତ୍ରୀ ମାକ୍‌କେଞ୍ଜି ସ୍କଟ୍‌ ୪୫ ମିଲିୟନ ଡଲାର (ପ୍ରାୟ ୩୩୦...

୧୧ ଦେଶକୁ ବ୍ୟାପିଲାଣି ନୂଆ ଷ୍ଟ୍ରେନ୍‌

ଲଣ୍ଡନ, ୨୮।୧୨ : ଇଂଲଣ୍ଡରେ ପ୍ରଥମେ ଦେଖାଦେଇଥିବା କରୋନା ଭୂତାଣୁର ନୂଆ ରୂପ ଏବେ ଅନ୍ୟ ୧୧ଟି ଦେଶକୁ ବ୍ୟାପିସାରିଲାଣି। ସଂକ୍ରମଣ ରୋକିବାକୁ ସମସ୍ତ ଉଦ୍ୟମ...

ଗୋଟିଏ ପରିବାରର ୬୦ତମ ସନ୍ତାନ ଜନ୍ମ

ଇସ୍‌ଲାମାବାଦ,୩।୧: ଗୋଟିଏ ପରିବାରରେ ୬୦ତମ ସନ୍ତାନ ଜନ୍ମ ନେଇଛି। କଥାଟି ଶୁଣିବାକୁ ଟିକେ ଅଡୁଆ ଲାଗିପାରେ। ହେଲେ କଥାଟି ସତ। କିଛି ଏଭଳି ଘଟଣା ଘଟିଛି...

ସ୍ତ୍ରୀଙ୍କୁ ମାରି ୬ ପିଲାଙ୍କ ଆଗରେ କଡ଼େଇରେ ସିଝାଇଲେ ସ୍ବାମୀ

କରାଚି,୧୬ା୧: କରାଚିର ଗୁଲଶନ-ଇ-ଇକ୍‌ବଲରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ତାଙ୍କ ୬ ପିଲାଙ୍କ ଆଗରେ ସ୍ତ୍ରୀଙ୍କୁ ମାରି କଡ଼େଇରେ ସିଝାଇବା ପରି...

Advertisement
Archives

Model This Week