Posted inଜାତୀୟ

ଚରଣ ସ୍ପର୍ଶ କରିବାକୁ ଆସୁଥିବା ମହିଳାଙ୍କ ସମ୍ମାନରେ ନିଜେ ନଇଁ ପଡ଼ିଲେ ମୋଦି

ବେଙ୍ଗାଲୁରୁ,୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗସ୍ତରେ କର୍ନାଟକ ଯାଇଛନ୍ତି। ଏହି ଅବସରରେ ସ୍ଥାନୀୟ ତୁମାକୁର୍‌ରେ ସାଧାରଣ ସଭାରେ ମଞ୍ଚ ଉପରେ ଜଣେ ମହିଳା ପ୍ରଧାନମନ୍ତ୍ରୀଙ୍କ ଚରଣ ସ୍ପର୍ଶ ପାଇଁ ଆଗେଇ ଆସିଥିଲେ। ତେବେ ମୋଦି ତାଙ୍କୁ ଅଟକାଇ ତାଙ୍କ ସମ୍ମାନରେ ଚରଣ ସ୍ପର୍ଶ ଲାଗି ନଇଁ ପଡ଼ିଥିଲେ। ଏହା ଦେଖି ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କୁ ବରୁଣ ଗାନ୍ଧୀଙ୍କ ଚିଠି, ଅଜୟ ମିଶ୍ରାଙ୍କ ବିରୋଧରେ ଗ୍ରହଣ କରାଯାଉ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ,୨୦।୧୧: ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାଜପା ଏମ୍‌ପି ବରୁଣ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ଚିଠି ଲେଖିଛନ୍ତି। ଲଖିମପୁର...

ପ୍ରାକୃତିକ ଚିକିତ୍ସାରେ ଭଲ ହେବେ କରୋନା ଭୂତାଣୁ ସଂକ୍ରମିତ: ଦାବିକଲେ ତାମିଲନାଡୁ ଡାକ୍ତର

ଚେନ୍ନାଇ,୨୮।୧: ଚାଇନାରୁ ଆରମ୍ଭ ହୋଇଥିବା କରୋନା ଭୁତାଣୁ ସଂକ୍ରମଣ ଏବେ ବିଶ୍ୱର ବିଭିନ୍ନ ଦେଶରେ କାୟା ବିସ୍ତାର କରିବା ଆରମ୍ଭ କଲାଣି। ଚାଇନାରେ କରୋନା ଭୂତାଣୁରେ...

କମୁଛି ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୨୪।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି।...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୧୯।୨: ଜମ୍ମୁ-କଶ୍ମୀର ତ୍ରାଲର ଅଓ୍ବନ୍ତିପୋରାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେମାନେ ଗଜବତ୍‌-ଅଲ୍‌- ହିନ୍ଦ୍‌ର ସଦସ୍ୟ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା...

ୟୁପିରେ କରୋନା ଯୋଦ୍ଧାଙ୍କୁ ଆକ୍ରମଣ କଲେ ଏନ୍‌ଏସ୍‌ଏ

ଲକ୍ଷ୍ନୌ,୧୬ା୪: ଉତ୍ତରପ୍ରଦେଶରେ ପୋଲିସ, ସ୍ବାସ୍ଥ୍ୟ ବିଭାଗ ଓ ପରିମଳ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରୁଥିବା ଲୋକଙ୍କ ବିରୋଧରେ ଏନ୍‌ଏସ୍‌ଏ(ଜାତୀୟ ସୁରକ୍ଷା ଆଇନ) ଏବଂ ବିପର୍ଯ୍ୟୟ...

ଭାରତ ନିର୍ମାଣ କରିବ ହଜାରେ ବରାକ୍‌-୮ କ୍ଷେପଣାସ୍ତ୍ର କିଟ୍‌ : ବାୟୁସେନାର ଶକ୍ତି ହେବ ବୃଦ୍ଧି

ନୂଆଦିଲ୍ଲୀ,୧୧।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଅନ୍ତର୍ଗତ ଭାରତ ହଜାରେ ବରାକ୍‌-୮ କ୍ଷେପଣାସ୍ତ୍ର ନିର୍ମାଣ କରିବ। ଏନେଇ ଭାରତର ହାଇଦ୍ରାବାଦ୍‌ସ୍ଥିତ...

ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରେ ଏହି ପାଣି …

ପ୍ରତିଦିନ ସକାଳେ ଜୁଆଣି ପାଣିରେ ଲେମ୍ବୁ ରସ ମିଶାଇ ପିଇଲେ ଅନେକ ଉପକାର ମିଳିଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ସ୍ବାଭାବିକ ହୋଇ ହାର୍ଟ ଆଟାକ୍‌ରୁ ମୁକ୍ତି...

ସୁପର୍‌ଟେକ୍‌ ଟୁଇନ୍‌ ଟାଓ୍ବାର ଧ୍ୱଂସ ପାଇଁ ଲାଗିବ କେତେ ବିସ୍ଫୋରକ, ବିଚାରବିମର୍ଷ ଆରମ୍ଭ…

ନୋଏଡା, ୨୬।୨ : ଦିଲ୍ଲୀ ଏନସିଆର୍‌ର ନୋଏଡାର ସେକ୍ଟର ୯୩-ଏ’ଠାରେ ଥିବା ସୁପର୍‌ଟେକ୍‌ ଟୁଇନ୍‌ ଟାଓ୍ବାର ଧ୍ୱଂସ ପାଇଁ ବିଚାର ବିମର୍ଷ ଜାରି ରହିଛି। ଏଥିପାଇଁ...

Advertisement
Archives

Model This Week