Posted inଜାତୀୟ

ଚନ୍ଦ୍ରୟାନ-୨ ମିଶନ ବିଫଳ: ମୋଦିଙ୍କୁ ଧରି କାନ୍ଦିଲେ ସିବନ୍‌

ଶ୍ରୀହରିକୋଟା,୭।୯: ଭାରତର ବହୁ ପ୍ରତିକ୍ଷିତ ମିଶନ ଚନ୍ଦ୍ରୟାନ-୨ ଚନ୍ଦ୍ର ପୃଷ୍ଠର ଅବତରଣ କରିବା ପୂର୍ବରୁ ବିଫଳ ହୋଇଛି। ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ଅବତରଣ ଶେଷ ମୁହୂର୍ତ୍ତରେ ବିଫଳ ହୋଇଥିବା କୁହାଯାଉଛି। ଚନ୍ଦ୍ରୟାନ-୨ର ବିଫଳତା ପରେ ଇସ୍ରୋ ମୁଖ୍ୟ କେ. ସିବନ୍‌ ସେଠାରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁଣ୍ଢାଇ ଧରି କାନ୍ଦି ପକାଇଥିଲେ। ତେବେ ମୋଦି ତାଙ୍କ ପିଠି ଥାପୁଡ଼ାଇ ସ୍ବାନ୍ତନା ଦେଇଥିଲେ। ଏହା ଦ୍ୱାରା ଇସ୍ରୋ ମହାକାଶ ବିଜ୍ଞାନୀଙ୍କ ମନୋବଳ ଅଧିକ ଦୃଢ଼ ହୋଇପାରିଥିବା ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠି ମୃତକଙ୍କର ହୁଏ ବିବାହ

ବିବାହ ଏକ ଶୁଭ କାର୍ଯ୍ୟ ବୋଲି ବିବେଚନା କରାଯାଏ। ବିବାହକୁ ନେଇ ରହିଛି ଅନେକ ପରମ୍ପରା। କେଉଁଠି ଘୋଡା ଚଢି ତ ପୁଣି କେଉଁଠି ପାଲିଙ୍କି...

ଏକାଥରେ ୭୮,୦୦୦ରୁ ଉର୍ଦ୍ଧ୍ୱ ତ୍ରିରଙ୍ଗା ଉଡାଇ ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଲା ଭାରତ

ନୂଆଦିଲ୍ଲୀ,୨୬ ।୪: ଇତିହାସ ରଚିଲା ଦେଶ । ଏପ୍ରିଲ ୨୩ରେ ଏକାସାଙ୍ଗେ ସବୁଠାରୁ ଅଧିକ ଜାତୀୟ ପତାକା ଉଡାଇ ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡରେ...

ଡେଲ୍ଟା ପ୍ଲସ ଭାରିଏଣ୍ଟ ଉପରେ ପ୍ରଭାବଶାଳୀ ରହିବ କୋଭାକ୍ସିନ: ଆଇସିଏମ୍‌ଆର୍‌

ନୂଆଦିଲ୍ଲୀ,୨ ।୮: ଦେଶରେ କରୋନା ସଂକମ୍ରଣ ବେଳକୁ ବେଳ ବଢି ଚାଲିଥିବା ବେଳେ ଏହାଠାରୁ ଦୂରେଇ ରହିବାକୁ ଯେପରି ଗାଇଡ୍ ଲାଇନ୍ ପସ୍ତୁତ କରାଯାଉଛି ଠିକ୍...

ଗିରୀଶ ମୁର୍ମୁ ସିଏଜି ନିଯୁକ୍ତ

ନୂଆଦିଲ୍ଲୀ,୭ା୮:ଜମ୍ମୁ-କଶ୍ମୀର ଉପରାଜ୍ୟପାଳ (ଏଲ୍‌ଜି) ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତର ନୂଆ ସମୀକ୍ଷକ ଓ ମହାଲେଖା ପରୀକ୍ଷକ (ସିଏଜି) ଭାବେ ନିଯୁକ୍ତ କରାଯାଇଛି। ସେ ବୁଧବାର ରାତିରେ...

ପ୍ରିୟଙ୍କା ହୁଅନ୍ତୁ କଂଗ୍ରେସ ଅଧ୍ୟକ୍ଷ: ଶତ୍ରୁ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ ଅଧ୍ୟକ୍ଷ...

ବେସରକାରୀ ଡାକ୍ତରଖାନାରେ ଉପଲବ୍ଧ ହେବ କରୋନା ଟିକା, ଦାମ୍‌ ରହିବ…

ନୂଆଦିଲ୍ଲୀ,୨୭।୨: ଭାରତରେ ପ୍ରଥମ ପର୍ଯ୍ୟାୟ କରୋନା ଟିକାକରଣ କାର୍ଯ୍ୟକ୍ରମ ୧୬ ଜାନୁୟାରୀରେ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୧ରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ।...

ଡାକ୍ତରଖାନା ଆଗରେ ଥିଲା ୩ ଆମ୍ବୁଲାନ୍ସ, କେହି ଶୁଣିଲେନି: ପୁଅକୁ ମା’ କାଖେଇ ଆଣୁ ଆଣୁ ବାଟରେ ଚାଲିଗଲା ଜୀବନ

ଲକ୍ଷ୍ନୌ, ୨୮।୫: ଉତ୍ତରପ୍ରଦେଶର ଶାହାଜାହାଁପୁରରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଆମ୍ବୁଲାନ୍ସ ସହାୟତା ନ ପାଇଁ ଜଣେ ଶିଶୁର ପ୍ରାଣ ଚାଲିଯାଇଛି ବୋଲି ଅଭିଯୋଗ...

ଗୁଜରାଟରେ ବସ୍‌ ଓଲଟି ୨୧ ମୃତ

ଅହମଦାବାଦ,୧ା୧୦: ଗୁଜରାଟର ବନସକଣ୍ଠା ଜିଲାରେ ସୋମବାର ଏକ ବସ୍‌ ଓଲଟିପଡ଼ିବାରୁ ୨୧ ଜଣଙ୍କ ମୃତ୍ୟୁ ହେବା ସହ ୫୦ ଆହତ ହୋଇଛନ୍ତି। ଅମ୍ବାଜି ସହର ନିକଟବର୍ତ୍ତୀ...

Advertisement
Archives

Model This Week