ଘରୁ କାମ କରିବେ ଫୋର୍ଡର ୧୦ ହଜାର କର୍ମଚାରୀ

ମୁମ୍ବାଇ,୧୮-୩: କରୋନା ଯୋଗୁ ଅଟୋମୋବାଇଲ ଶିଳ୍ପରେ ପ୍ରତିଷେଧମୂଳକ ବ୍ୟବସ୍ଥା ଆରମ୍ଭ ହୋଇଛି। ଆମେରିକା ଭିତ୍ତିକ ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଫୋର୍ଡ ଏହାର ୧୦ ହଜାର କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ କହିଛି। ବିଜ୍‌ନେସ କ୍ରିଟିକାଲ ରୋଲରେ ଥିବା କର୍ମଚାରୀମାନେ କେବଳ କାର୍ଯ୍ୟାଳୟରେ ଯୋଗଦେବା ଲାଗି କୁହାଯାଇଛି। ଏହାବାଦ ସୁଇଡେନ ଭିତ୍ତିକ କମ୍ପାନୀ ଭଲ୍‌ଭୋ ଏବଂ ଭିଆଟ୍‌ କ୍ରିଜଲର ଇଣ୍ଡିଆ ମଧ୍ୟ ଭାରତରେ ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମାରୁତି ସୁଜୁକି ଇଣ୍ଡିଆ ଏବଂ ମହିନ୍ଦ୍ରା ଗ୍ରୁପ୍‌ ମଧ୍ୟ କିଛି ପଦକ୍ଷେପ ନେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖିମ୍‌ଜୀ ଜୁଏଲର୍ସର ବୈକୁଣ୍ଠ କଲେକ୍ସନ

ଭୁବନେଶ୍ୱର,୧୮।୬ (ଅଭୟ ଦାଶ): ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ ଅଳଙ୍କାରର ବ୍ୟାପକ ଡିଜାଇନ ‘ବୈକୁଣ୍ଠ କଲେକ୍ସନ’ର ଶୁଭାରମ୍ଭ...

ଗୋଦ୍‌ରେଜ୍‌ର ନୂଆ ରେଫ୍ରିଜରେଟର

ନୂଆଦିଲ୍ଲୀ,୧୫ା୩: ଗୋଦ୍‌ରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ଡାର୍କ ଏଡିଶନ ରେଫ୍ରିଜରେଟରର ଶୁଭାରମ୍ଭ କରାଯାଇଛି। ବିଶେଷକରି ମ୍ୟାଟ୍‌ ବ୍ଲାକ୍‌, ଗ୍ଲାସ୍‌ ବ୍ଲାକ୍‌, ଓନିକ୍ସ ବ୍ଲାକ୍‌,...

ଟିପିସିଓଡିଏଲ୍‌ର ନୂତନ ସିସିସି ଉଦ୍‌ଘାଟିତ

ଭୁବନେଶ୍ୱର,୫।୭: ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଲାଗି ରହିଥିବା ପ୍ରତିବଦ୍ଧତା ଅନୁସାରେ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା...

ଶିଶୁଗୃହକୁ ସହାୟତା ଦେଲା ଇକୋରୋ

ଭୁବନେଶ୍ୱର,୧୭।୯: ରାଜ୍ୟର ପ୍ରମୁଖ ସାମାଜିକ ଅନୁଷ୍ଠାନ ଭାବେ ଜଣାଶୁଣା ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନ (ଇକୋରୋ) ପକ୍ଷରୁ ଦରିଦ୍ର ପିଲାମାନଙ୍କ ଆଶ୍ରୟସ୍ଥଳ ‘ଆଦୃତ’ର ଅନ୍ତେବାସୀମାନଙ୍କୁ...

ଓଡ଼ିଶାରେ ଉପସ୍ଥିତି ଦୃଢ଼ କରୁଛି ଟିଭିଏସ୍‌

ଭୁବନେଶ୍ୱର,୧୮।୯(ବ୍ୟୁରୋ) ଦୁଇ ଚକିଆ ଏବଂ ୩ ଚକିଆ ଯାନ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଟିଭିଏସ୍‌ ମୋଟର କମ୍ପାନୀ ଓଡ଼ିଶାରେ ଏହାର ଉପସ୍ଥିତିକୁ ଦୃଢ଼ କରୁଛି। କମ୍ପାନୀ...

ରେଳ ଟ୍ରାକ୍‌କୁ ମଜଭୁତ କରିବ ଜିଙ୍କ୍‌

ଭୁବନେଶ୍ୱର,୮।୭: ଅନ୍ତଃରାଷ୍ଟ୍ରୀୟ ଜିଙ୍କ୍‌ ଆସୋସିଏଶନ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶେଷକରି ଭାରତୀୟ ରେଲଓ୍ବେର ବିଶାଳ ରେଳ ନେଟ୍‌ଓ୍ବାର୍କରେ ବିସ୍ତାରିତ ହୋଇଥିବା...

୬ ମାସ ପରେ ମୁଦ୍ରାସ୍ପୀତି ସାମାନ୍ୟ ହ୍ରାସ

ନୂଆଦିଲ୍ଲୀ,୧୪-୮: ଜୁଲାଇରେ କଞ୍ଜ୍ୟୁମର ପ୍ରାଇସ୍‌ ଇଣ୍ଡେକ୍ସ(ସିପିଆଇ) ଅର୍ଥାତ୍‌ ଖୁଚୁରା ମୁଦ୍ରାସ୍ଫୀତି ଗତ ୬ ମାସ ପରେ ସାମାନ୍ୟ ହ୍ରାସ ପାଇଛି। ମଙ୍ଗଳବାର ପ୍ରକାଶିତ ତଥ୍ୟ ଅନୁଯାୟୀ...

ମୁକେଶ ଅମ୍ବାନିଙ୍କ ବଡ଼ ଘୋଷଣା: ୨୦୨୧ରେ ଜିଓ ଆଣିବ ୫-ଜି

ନୂଆଦିଲ୍ଲୀ,୮।୧୨: ଦେଶର ଜିଓ ଉପଭୋକ୍ତା ୨୦୨୧ରେ ୫-ଜି ସୁବିଧା ପାଇପାରିବେ। ଏନେଇ ମୁକେଶ ଅମ୍ବାନି ମଙ୍ଗଳବାର ବଡ଼ ଘୋଷଣା କରିଛନ୍ତି। ଭାରତୀୟ ମୋବାଇଲ କଂଗ୍ରେସର ଉଦ୍‌ଘାଟନୀ...

Advertisement
Archives

Model This Week