ଘଡଘଡି ସହ ବର୍ଷା ସମ୍ଭାବନା, ୧୧ ଜିଲାକୁ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨।୯(ବ୍ୟୁରୋ): ରାଜ୍ୟର କିଛି ଜିଲାରେ ସୋମବାର ଘଡିଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ଟି ଜିଲା ପାଇଁ ଏନେଇ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ଣ ୧ଟା ୩୦ ଯାଏ ସତର୍କ ରହିବାକୁ ଏହି ୧୧ଟି ଜିଲାବାସୀଙ୍କୁ ପରାମର୍ଶ ଦିଆଯାଇଛି। ଏହି ଜିଲାଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ ନବରଙ୍ଗପୁର।


Enter your email to get our daily news in your inbox.

All Right Reserved By Dharitri.Com

‘ମିସ୍‌ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ’: ଟାଇଟଲ ଜିତିଲେ ଓଡ଼ିଆ ଝିଅ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ନୂଆଦିଲ୍ଲୀରେ ଅନୁଷ୍ଠିତ ମିସ୍‌ ଟିନ୍‌ ଡିଭା ଇଣ୍ଡିଆ ଇଣ୍ଟରନ୍ୟାଶନାଲ ୨୦୧୯ ଟାଇଟଲ ଜିତିଛନ୍ତି ଓଡ଼ିଆ ଝିଅ ଲାବଣ୍ୟା ଦାସ। ଭୁବନେଶ୍ୱର ୟୁନିଟ୍‌-୮ ଡିଏଭିରେ ଦଶମ...

ମୋହରିର ସମେତ ଆଉ ୨ ଗିରଫ

ଭୁବନେଶ୍ୱର,୨୮।୨(ବ୍ୟୁରୋ):ରାଜଧାନୀରେ ଜମି ଠକେଇର ଆଉଏକ ବଡ଼ ରାକେଟ ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି। ବିଏମ୍‌ସି ଓ ସବ୍‌ରେଜିଷ୍ଟ୍ରାର୍‌ ଅଫିସ୍‌ରେ ହିଁ ପ୍ରସ୍ତୁତ ହେଉଛି ଏହି...

ସୁନ୍ଦରଗଡ ଜିଲାର ପ୍ରଥମ ଆଦିବାସୀ ଆଇଏଏସ୍‌ ଅଫିସରଙ୍କ ପରଲୋକ

ସୁନ୍ଦରଗଡ,୧୯।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାର ପ୍ରଥମ ଆଇଏଏସ୍‌ ଅଫିସର ଲିଭନିସ୍‌ କିଣ୍ଡୋଙ୍କର ରବିବାର ରାତିରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ସେ...

ରଜ ପାଇଁ ୨ ଦିନ ମାଟ୍ରିକ ଖାତା ଦେଖା ବନ୍ଦ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ରଜ ପର୍ବ ପାଇଁ ଜୁନ ୧୪ ଓ ୧୫ ତାରିଖ ମାଟ୍ରିକ ମୂଲ୍ୟାୟନ ବନ୍ଦ ରହିବ। ରଜ ଉପଲକ୍ଷେ ସବୁ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖାବନ୍ଦ...

ନନ୍ଦନକାନନର ଧଳା ବାଘୁଣୀ ବିଜୟାର ଛୁଆ ରକି ଅସୁସ୍ଥ

ବାରଙ୍ଗ,୧୦।୨(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣୀ ବିଜୟାର ୧୦ ମାସର ଛୁଆ ରକି ଅସୁସ୍ଥ ହୋଇପଡିଛି। ୪ ଦିନ ହେଲା ରକିର ତରଳ ଝାଡା ହେବା ସହ...

ପଞ୍ଚାୟତ ନିର୍ବାଚନ: ଆଦର୍ଶ ଆଚରଣ ବିଧି ପ୍ରକାଶିତ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଘୋଷଣା ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ। ଏହାପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଗୋଟିଏ ପରେ ଗୋଟିଏ ପ୍ରସ୍ତୁତି...

ବିଧାୟକଙ୍କ ଲାଗି ନୂତନ କ୍ୱାର୍ଟର୍ସ ନିର୍ମାଣ ମାମଲାରେ ହାଇକୋର୍ଟରେ ଶୁଣାଣି

କଟକ ଅଫିସ,୨।୬: ବିଧାୟକଙ୍କ ନିମନ୍ତେ ନୂତନ କ୍ୱାର୍ଟର୍ସ ଲାଗି ରବିନ୍ଦ୍ର ମଣ୍ଡପଠାରୁ କମିଶନରେଟ କାର୍ଯ୍ୟାଳୟ ମଧ୍ୟରେ ଆଖିବୁଜା ଗଛ କଟା ଚାଲିଛି। ଏଯାବତ ୩ଶହରୁ ଊର୍ଦ୍ଧ୍ୱ...

ଜାହାଜରୁ ଖସିପଡ଼ିଲେ ଋଷୀୟ ନାବିକ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ପାରାଦୀପ,୧ା୫(ସ୍ବ.ପ୍ର.): ପାରାଦୀପ ବନ୍ଦର ଏସ୍‌କ୍ୟୁ ବର୍ଥରେ ସୋମବାର ପୂର୍ବାହ୍ନରେ ଲାଗିଥିବା ଏକ ପଣ୍ୟବାହୀ ଜାହାଜରେ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଋଷୀୟ ନାବିକ ଗୁରୁତର ହୋଇଛନ୍ତି।...

Advertisement
Archives

Model This Week