Posted inଜାତୀୟ

ଗୋମାଂସ ପରିବେଷଣ ପାଇଁ ବାଧ୍ୟ କରୁଛି ଜୋମାଟୋ

କୋଲକାତା,୧୨ା୮: ଖାଦ୍ୟରେ ଗୋମାଂସ କିମ୍ବା ଘୁଷୁରି ମାଂସ ଥିଲେ ସେମାନେ ଯୋଗାଣ କରିବେ ନାହିଁ ବୋଲି କୋଲକାତାର ଜୋମାଟୋ କର୍ମଚାରୀମାନେ କହିବା ସହ ଅନିର୍ଦ୍ଦିଷ୍ଟ କାଳ ଧର୍ମଘଟ ଲାଗି ଯୋଜନା କରିଛନ୍ତି। ‘ଜୋମାଟୋର ଦାଦାଗିରି ଚଳିବ ନାହିଁ’ ସ୍ଲୋଗାନ ଦେଇ ସେମାନେ ଖାଦ୍ୟ ଯୋଗାଣକାରୀ ଆପ୍‌ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିଲେ। ହିନ୍ଦୁ କର୍ମଚାରୀମାନେ ଗୋମାଂସ ଥିବା ଖାଦ୍ୟ ପରିବେଷଣ ପାଇଁ ଅନାଗ୍ରହୀ ଥିବାବେଳେ ମୁସଲମାନ କର୍ମଚାରୀମାନେ ଘୁଷୁରି ମାଂସ ଥିବା ଖାଦ୍ୟ ପରିବେଷଣ କରିବାକୁ ଚାହୁଁନାହାନ୍ତି। ସେମାନଙ୍କ ଦାବି ପ୍ରତି କମ୍ପାନୀ କର୍ଣ୍ଣପାତ ନ କରି ଗୋମାଂସ ଓ ଘୁଷୁରି ମାଂସ ପରିବେଷଣ ଲାଗି ବାଧ୍ୟ କରୁଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଲଶ୍କର ଆତଙ୍କବାଦୀ ଗିରଫ

ଶ୍ରୀନଗର,୧୭।୫: ଜମ୍ମୁ-କଶ୍ମୀର ପୋଲିସ ଶନିବାର ବଡ୍‌ଗାମସ୍ଥିତ ଏକ ଆଡ୍ଡାରୁ ଲଶ୍କର-ଇ-ତୋଇବାର ୫ ଆତଙ୍କବାଦୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଆତଙ୍କବାଦୀମାନେ ଲୁଚି ରହିଥିବାର ଗୋଇନ୍ଦା ସୂଚନା...

୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଡ୍ରଗ୍ସ ଜବତ: ଆଫ୍ରିକୀୟ ମହିଳାଙ୍କ ସମେତ ୩ ଗିରଫ

ମୁମ୍ବାଇ,୨।୧:ମୁମ୍ବାଇ ପୋଲିସର ଆଣ୍ଟି ନାର୍କୋଟିକ୍ସ ସେଲର ଘାଟକୋପର ୟୁନିଟ ମହିମ ଏବଂ ବିରାର ଅଞ୍ଚଳରୁ ୬୧୦ ଗ୍ରାମ ଏମଡି ଡ୍ରଗ୍ସ ଜବତ କରିଛି। ଏହି ମାମଲାରେ...

ଏଲ୍‌ଓସିରେ ବିସ୍ଫୋରଣ ୨ ଯବାନ ଶହୀଦ

ଜମ୍ମୁ,୧୮।୭: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାରେ ନିୟନ୍ତ୍ରଣ ରେଖା(ଏଲ୍‌ଓସି) ନିକଟରେ ଗ୍ରେନେଡ ବିସ୍ଫୋରଣରେ ୨ସେନା ଯବାନ ଶହୀଦ ହୋଇଛନ୍ତି। ରବିବାର ରାତିରେ ମେଣ୍ଢର ସେକ୍ଟରରେ ସେନା କର୍ମଚାରୀ...

ଗୋଟିଏ ମିଶନ ପାଇଁ ୩୦ ଲୋକଙ୍କୁ ୨ ଦିନ

ଥାଣେ,୧୬।୨: ମହାରାଷ୍ଟ୍ରର ଥାଣେ ଜିଲାରେ ଏକ ଚିତାବାଘର ମୁଣ୍ଡ ଏକ ପ୍ଲାଷ୍ଟିକ୍‌ ପାଣି କ୍ୟାନରେ ଫଶି ଯାଇଥିଲା। ପଶୁ କଲ୍ୟାଣ ଗୋଷ୍ଠୀଠାରୁ ଆରମ୍ଭ କରି ଜଙ୍ଗଲ...

ଗଲଓ୍ବାନ୍‌ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଆମେରିକା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୨୭।୧୦: ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ବେସିକ୍‌ ଏକ୍ସଚେଞ୍ଜ୍‌ ଆଣ୍ଡ୍‌ କୋଅପରେଶନ ଏଗ୍ରିମେଣ୍ଟ୍‌ (ବିଇସିଏ) ସ୍ବାକ୍ଷରିତ ହୋଇଛି। ମଙ୍ଗଳବାର ଦୁଇ ଦେଶ ମଧ୍ୟରେ ଦୁଇଟି...

ଅନ୍ନଦାତାଙ୍କ ଭାରତ ବନ୍ଦକୁ ସମର୍ଥନ କଲା କଂଗ୍ରେସ: ଡିସେମ୍ବର  ୮ରେ ଦଳୀୟ କାର୍ଯ୍ୟାଳୟରେ କରାଯିବ ପ୍ରଦର୍ଶନ

ନୂଆଦିଲ୍ଲୀ, ୬।୧୨: ଦେଶବ୍ୟାପୀ ଜାରି ରହିଥିବା ଅନ୍ନଦାତାଙ୍କ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ ମିଳିଛି। ଡିସେମ୍ବର ୮ରେ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାରେ...

ପରିବାରର ସହଯୋଗ ନ ମିଳିବାରୁ ପୋଲିସ ଷ୍ଟେଶନରେ ବିବାହ କଲେ ପ୍ରେମୀ ଯୁଗଳ

ଲକ୍ଷ୍ନୌ,୧୮।୨: ଉତ୍ତର ପ୍ରଦେଶ ଲକ୍ଷ୍ନୌର ପ୍ରେମୀ ଯୁଗଳ ମନିଷ ଓ କିରଣଙ୍କୁ ପରିବାର ଲୋକଙ୍କ ସହଯୋଗ ନ ମିଳିବାରୁ ସେମାନେ ପୋଲିସର ସହାୟତା ନେଇଥିଲେ। ଏହାପରେ...

ମିଡ଼ିଆ ରିପୋର୍ଟକୁ ଖଣ୍ଡନ କଲେ ସରକାର: କରୋନା ଟିକାର ଖରାପ ପ୍ରଭାବ ନାହିଁ…

ନୂଆଦିଲ୍ଲୀ,୧୭।୧ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରିଛି। ଯେଉଁଥିରେ କୁହାଯାଇଛି ଯେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌)...

Advertisement
Archives

Model This Week