ଗୋଟିଏ ମଣ୍ଡପରେ ମା’-ଝିଅ କଲେ ବିବାହ

ରାଞ୍ଚି,୯।୨: ଝାଡ଼ଖଣ୍ଡରେ ଗୋଟିଏ ବିବାହ ମଣ୍ଡପରେ ମା’ ଏବଂ ଝିଅଙ୍କର ବିବାହ ସମ୍ପନ୍ନ ହୋଇଛି। ଏହି ବିବାହକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା। ରାଞ୍ଚିରେ ରବିବାର ୧୫୦ ଯୋଡ଼ାଙ୍କର ସାମୁହିକ ବିବାହ ଉତ୍ସବର ଆୟୋଜନ କରାଯାଇଥିଲା। ଏଠାରେ ବାସକରୁଥିବା ବହୁ ଲୋକଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ସେମାନେ ଦୀର୍ଘଦିନ ଧରି ଲିଭ୍‌ଇନ୍‌ରେ ରହିଥାନ୍ତି। ଲିଭ୍‌ଇନ୍‌ ସମ୍ପର୍କ ମଧ୍ୟରେ ବେଳେବେଳେ ସେମାନଙ୍କ ଝିଅପୁଅଙ୍କ ମଧ୍ୟ ବିବାହ ହୋଇଯାଇଥାଏ। ତେବେ ମାତାପିତା ସେହିଭରି ରହିଯାଇଥାନ୍ତି। ତେବେ ସରକାର ତଥା କିଛି ସ୍ବଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସାମୁହିକ ବିବାହ ଉତ୍ସବର ଆୟୋଜନ କରାଯାଇ ଲିଭ୍‌ଇନ୍‌ରେ ରହୁଥିବା ଏଭଳି ଲୋକଙ୍କ ବିବାହ କରାଯାଉଛି। ରବିବାର ହୋଇଥିବା ସାମୁହିକ ବିବାହ ଉତ୍ସବରେ କାଙ୍କେ ଅଞ୍ଚଳର ସାଙ୍ଗା ଗାଁର ବାସିନ୍ଦା ୫୦ ବର୍ଷ ବୟସ୍କା କଳାବତୀ ଏବଂ ତାଙ୍କ ଝିଅଙ୍କର ମଧ୍ୟ ବିବାହ ହୋଇଛି। ଏକାସାଥିରେ ଗୋଟିଏ ଦିନରେ କଳାବତୀ ଏବଂ ତାଙ୍କ ଝିଅଙ୍କ ବିବାହ ନେଇ ଏଠାରେ ଚର୍ଚ୍ଚା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଖିଲାପିଙ୍କ ତାଲିକା ମାଗିଲେ ରାହୁଲ

ନୂଆଦିଲ୍ଲୀ, ୧୭।୩: ଲୋକ ସଭାରେ ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନାଦାୟ ଋଣ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଥିଲେ। ସବୁଠାରୁ ଅଧିକ ଋଣ ଖିଲାପ...

ନିପା ଭାଇରସ୍‌ ଆତଙ୍କ: କେରଳରେ ୬ଜଣିଆ କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ,୫।୬: କେରଳରେ ନିପା ଭାଇରସ୍‌ ଆତଙ୍କ ଖେଳାଇଛି। ଜଣେ କଲେଜ୍‌ ଛାତ୍ର(୨୩) ମଙ୍ଗଳବାର ଏଥିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ୮୬ ଜଣଙ୍କୁ ନିରୀକ୍ଷଣ କରାଯାଉଥିବା...

ଜାଣନ୍ତି ମୁଦ୍ରାର ଆକାର କାହିଁକି ଗୋଲାକାର ହୋଇଥାଏ

ବିଶ୍ୱର ବିଭିନ୍ନ ଦେଶରେ ଅନେକ ପ୍ରକାର ମୁଦ୍ରା ପ୍ରଚଳିତ। ଓଜନ ଏବଂ ମୂଲ୍ୟ ଦ୍ୱାରା ମୁଦ୍ରାଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ଜଣାପଡ଼ିଥାଏ। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା...

ଓମିକ୍ରନକୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୩।୧: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିିଛି। କିନ୍ତୁ ଏହି ଭାଇରାଲ ଅତି ସାମାନ୍ୟ ରୋଗ ସୃଷ୍ଟି କରିଥାଏ। ଏଥିରେ ଆତଙ୍କିତ...

ସ୍ତ୍ରୀଙ୍କ ସହ କଥା ହେଉଥିଲେ ବନ୍ଧୁ, ସ୍ବାମୀ ନେଲେ ଏମିତି ନିଷ୍ପତ୍ତି

ମୁଜଫରନଗର,୯।୧୧: ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ନିଜ ବନ୍ଧୁଙ୍କ ସ୍ତ୍ରୀ ସହ କଥା ହେବା ମହଙ୍ଗା ପଡିଛି।...

ଭ୍ୟାରିଆଣ୍ଟ୍‌ର ଭୟଙ୍କର ବେଗ ଯୋଗୁ ଭାକ୍ସିନ୍‌ ହୋଇପାରେ ପ୍ରଭାବହୀନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଚେତାବନୀ…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ବେଲଗାମ୍‌ ହେବାରେ ଲାଗିଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତକୁ ଚେତାବନୀ ଦେଇଛି। ବିଶ୍ୱ ସ୍ବାସ୍ଥ୍ୟ...

ନିଜ ଅବିକଳ ଚେହେରା ଦେଖି ଏମିତି କହିଲେ ବିଶ୍ୱର ଏକ ନମ୍ବର ଧନୀ ବ୍ୟକ୍ତି

ନୂଆଦିଲ୍ଲୀ,୩୦।୧୨:ବିଶ୍ୱର ଏକ ନମ୍ବର ଧନୀ ତଥା ଟେସଲା ସିଇଓ ଏଲୋନ ମସ୍କ ଆଜିକାଲି ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ଯଦିଓ ସେ ନିଜ କାରଣରୁ ନୁହେଁ ବରଂ...

ଲଞ୍ଚ ବ୍ରେକ୍‌ଫାଷ୍ଟ ବଦଳରେ ବେବି ପାଉଡ଼ର ଖାଉଛନ୍ତି ଏହି ମହିଳା

ଖାଦ୍ୟକୁ ନେଇ କାହାର କେମିତି ରୁଚି ଥାଏ। ପ୍ରାୟ ସମସ୍ତେ ସୁସ୍ବାଦୁ ଖାଦ୍ୟ ଖାଇବାକୁ ପସନ୍ଦ କରୁଥିବା ବେଳେ ଆଉ କେହି କେହି ସ୍ବାସ୍ଥ୍ୟପ୍ରଦ ଖାଦ୍ୟକୁ...

Advertisement
Archives

Model This Week