ଗୋଟିଏ ଦିନରେ ୟୁଏନ୍‌ ଆସେମ୍ଲିକୁ ସମ୍ବୋଧିତ କରିବେ ମୋଦି-ଇମ୍ରାନ

ନ୍ୟୁୟର୍କ,୯।୯: ୟୁଏନ୍‌ ଜେନରାଲ ଆସେମ୍ଲିର ଅଧିବେଶନ ସେପ୍ଟେମ୍ବର ୨୭ରେ ହେବ। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୟୁଏନ୍‌ ଜେନରାଲ ଡିବେଟ୍‌ର ୭୪ତମ ଅଧିବେଶନକୁ ସମ୍ବୋଧିତ କରିବେ। ତେବେ ଏହି ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ମଧ୍ୟ ଉପସ୍ଥିତ ରହିବେ ଓ ମୋଦିଙ୍କ ପରେ ପରେ ସେ ଉକ୍ତ ଅଧିବେଶନକୁ ସମ୍ବୋଧିତ କରିବେ। ସୂଚନାଯୋଗ୍ୟ, ୨୦୧୪ରେ ମଧ୍ୟ ମୋଦି ୟୁଏନ୍‌ ଅଧିବେଶନକୁ ସମ୍ବୋଧିତ କରିଥିଲେ। ମୋଦିଙ୍କ ସେକେଣ୍ଡ ଇନିଙ୍ଗସରେ ସେ ଦ୍ୱିତୀୟ ଥର ଲାଗି ଏହି ସଭାକୁ ସମ୍ବୋଧିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହମାସ ପରେ ଏବେ କାନାଡା ଅଭିମୁଖେ ଡୋରିଆନ

ଓଟାଓ୍ବା,୮।୯: ବାହମାସ ଓ ଆମେରିକାରେ ତାଣ୍ଡବ ରଚିବା ପରେ ଏବେ କାନାଡା ମୁହାଁ ହୋଇଛି ସାମୁଦ୍ରିକ ଝଡ଼ ଡୋରିଆନ। ଶନିବାର ଏହା କାନାଡାରେ ପହଞ୍ଚିବା ପରେ...

ଭାରତକୁ ଚନ୍ଦ୍ରରୁ ନୁହେଁ ପଡୋଶୀ ଦେଶରୁ ଆସୁଛନ୍ତି ଆତଙ୍କବାଦୀ

ପୋଲାଣ୍ଡ,୧୮।୯: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ପାକିସ୍ତାନ ଏକ ପ୍ରକାର ହଡବଡେଇ ଯାଇଛି। ଏହାକୁ ନେଇ ସେ ଯାହାକୁ ସାହାଯ୍ୟ ମାଗିଲେ ମଧ୍ୟ...

ଫୁଲଦାନି କିଣିଥିଲେ ମାତ୍ର ୯୦ଟଙ୍କାରେ, ବିକିଲେ ୪.୪ କୋଟିରେ

କୁହାଯାଏ, ଭାଗ୍ୟ କେତେବେଳେ କାହାର ପରିବର୍ତ୍ତନ ହୋଇଯିବ, ତାହା କେହି ଜାଣିପାବେ ନାହିଁ। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବ୍ରିଟେନରେ। ଏଠାରେ ଜଣେ ବ୍ୟକ୍ତି...

ବିମାନ ଚଢ଼ିବା ବେଳେ ତଳେ ପଡିଗଲେ ବାଇଡେନ…

ଓ୍ବାଶିଂଟନ,୨୩।୨ : ଆମେରିକାର ରାଷ୍ଟ୍ରପତି ଜୋ ବାଈଡେନ ପୁଣି ଥରେ ବିମାନ ଚଢ଼ିବାବେଳେ ଶିଡିରେ ଝୁଣ୍ଟି ପଡ଼ି ପାହାଚ ଉପରରେ ପଡିଯାଇଛନ୍ତି। କୁହାଯାଉଛି ଯେ ପୋଲାଣ୍ଡର...

ପାକ୍‌ରେ ଶକ୍ତି ସଙ୍କଟ: ରାତି ୮ଟାରୁ ବଜାର ବନ୍ଦ

ଇସ୍‌ଲାମାବାଦ୍‌, ୨୧।୧୨: ଭୟାବହ ବନ୍ୟା ପ୍ରଭାବରେ କ୍ଷତିଗ୍ରସ୍ତ ପାକିସ୍ତାନ ଅଣ୍ଟା ସଳଖୁଥିବାବେଳେ ଦେଶରେ ଶକ୍ତି ସଙ୍କଟ ମୁଣ୍ଡ ଟେକିଛି। ଏ ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି...

ପ୍ରବଳ ଥଣ୍ଡାରେ କେ-୨ ଶୃଙ୍ଗ ଆରୋହଣ କରି ଇତିହାସ ରଚିଲେ ନେପାଳୀ ପର୍ବତାରୋହୀ

କାଠମାଣ୍ଡୁ,୧୭।୧: ଶୀତଦିନର ପ୍ରବଳ ଥଣ୍ଡାରେ ହିମାଳୟର କେ-୨ ଗିରିଶୃଙ୍ଗ ଆରୋହଣ କରି ୧୦ ଜଣ ନେପାଳୀ ପର୍ବତାରୋହୀ ଇତିହାସ ରଚିଛନ୍ତି। ଶୀତଦିନେ ଖରାପ ପାଗ ଯୋଗୁ...

ଶ୍ରୀଲଙ୍କାରେ ପୁଣି ବଢ଼ିବ ତୈଳ ଦର

କଲମ୍ବୋ,୨୬ା୬: ଶ୍ରୀଲଙ୍କାର ଆର୍ଥିକ ସଙ୍କଟ ମଧ୍ୟରେ ସିଲୋନ ପେଟ୍ରୋଲିୟମ କର୍ପୋରେଶନ ଗ୍ୟାସ ରବିବାର ଇନ୍ଧନ ଦର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏକ ରିପୋର୍ଟ ଅନୁଯାୟୀ,...

ବ୍ରିଟେନରେ ହେବ ଭୟଙ୍କର ପରୀକ୍ଷଣ: ମାନବ ଶରୀରରେ ଛାଡି ଦିଆଯିବ କରୋନା ଭାଇରସ!

ଲଣ୍ଡନ,୨୬ ।୯: ବ୍ରିଟେନରେ ହେବାକୁ ଯାଉଛି ଏକ ଭୟଙ୍କର ପରୀକ୍ଷଣ । ଜାଣିଶୁଣି ମାନବ ଶରୀରରେ କରୋନା ଭାଇରସକୁ ଛାଡି ଦିଆଯାଇ ଏହି ପରୀକ୍ଷା କରାଯିବ...

Advertisement
Archives

Model This Week