Posted inଖେଳ

ଗୁରୁ ନାନକ ଦେବଙ୍କ ଜୟନ୍ତୀ ଅବସରରେ ଶୁଭେଚ୍ଛା ଜଣାଇଲେ ବିରାଟ କୋହଲି

ଇନ୍ଦୋର,୧୨।୧୧: ଆଜି ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀ ସାରା ଦେଶରେ ଧୂମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ବହୁ ନେତା ଏବଂ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ନିଜ ଫେସ୍‌ବୁକରେ ଏକ ଭିଡିଓ ଶେୟାର କରି କୋହଲି କହିଛନ୍ତି, ଗୁରୁପର୍ବ ଅବସରରେ ଆପଣ ସମସ୍ତଙ୍କ ଅଭିନନ୍ଦନ ଜଣାଉଛି। ଗୁରୁ ଦେବଙ୍କ ଆଶୀର୍ବାଦ ଆପଣ ସମସ୍ତଙ୍କ ଉପରେ ରହିଥାଉ। ସମସ୍ତେ ଖୁସି ଏବଂ ଶାନ୍ତିରେ ରୁହନ୍ତୁ ବୋଲି ସେ କାମନା କରିଛନ୍ତି। ସୂଚନାଯୋଗ୍ୟ, ସ୍ତ୍ରୀ ଅନୁଷ୍କାଙ୍କ ସହ ଛୁଟି କଟାଇବା ପାଇଁ ଭୁଟାନ ଯାଇଥିବା ବିରାଟ ସେଠାରୁ ଫେରି ବାଂଲାଦେଶ ସହ ଦୁଇଟିକିଆ ଟେଷ୍ଟ ସିରିଜ୍‌ ଖେଳିବା ପାଇଁ ଇନ୍ଦୋରରେ ପହଞ୍ଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନକୁ ପଛରେ ପକାଇଲା ଭାରତ

ଦୁବାଇ, ୧୪ା୭ : ଆଇସିସି ପକ୍ଷରୁ ସଦ୍ୟ ପ୍ରକାଶିତ ଦିନିକିଆ ର଼୍ୟାଙ୍କିଙ୍ଗରେ ପାକିସ୍ତାନକୁ ପଛରେ ପକାଇଛି ଭାରତ। ପାକିସ୍ତାନକୁ ଅତିକ୍ରମ କରିବା ସହିତ ଭାରତ ପୁରୁଷ...

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: ପ୍ରଥମ ଉଇକେଟ ହରାଇଲା ଭାରତ, ରୋହିତ ୧୭୬ ରନ୍‌ରେ ଆଉଟ୍‌

ବିଶାଖାପାଟଣା,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ହିଟ୍‌ମ୍ୟାନ୍‌ ରୋହିତ ଶର୍ମା ଦ୍ୱିଶତକ ହାସଲରୁ ବଞ୍ଚିତ ହୋଇଛନ୍ତି। ସେ ୧୭୯ ରନ୍‌ କରି ଷ୍ଟମ୍ପ ଆଉଟ୍‌...

ବିଜୟ ହଜାରେ ଟ୍ରଫିରେ ଧୋନୀ ବ୍ରିଗେଡର ଏହି ଦୁଇ ଖେଳାଳିଙ୍କ ଦବ୍‌ଦବା,ଶତକ ମାରି…

ନୂଆଦିଲ୍ଲୀ,୨୧।୨: ଆଇପିଏଲ୍‌ ୨୦୨୧ ପାଇଁ ଖେଳାଳି ନିଲାମ ପ୍ରକ୍ରିୟା ଗୁରୁବାର ଶେଷ ହୋଇଛି। ଏଥିନେଇ ତାରିଖ ଘୋଷଣା ହୋଇ ନ ଥିଲେ ହେଁ ତିନିଥର ଚାମ୍ପିୟନ...

୭୧ ଶତକ କରିଥିଲେ ବି ହରଭଜନଙ୍କ ବଲ୍‌କୁ ଖେଳିବାକୁ ଡର ଲାଗୁଥିଲା: ପଣ୍ଟିଂ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆର ପୂର୍ବ ଅଧିନାୟକ ରିକି ପଣ୍ଟିଂ ନିଜର ଅନ୍ତରାଷ୍ଟ୍ରୀୟ କ୍ୟାରିୟରରେ ୭୧ଟି ଶତକ କରିଛନ୍ତି। ତାଙ୍କ ନେତୃତ୍ୱରେ ଦଳ ଦୁଇଥର ଦିନିକିଆ ବିଶ୍ୱକପ୍‌ ଚମ୍ପିଆନ୍‌...

ଡୋପିଂ ମାମଲା: ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜୟିନୀ ୨ବର୍ଷ ବାସନ୍ଦ

ଲଣ୍ଡନ, ୧୪ା୧ (ଏପି)- ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୧୮ରେ ମହିଳା ୧୦୦ମିଟର ସ୍ବର୍ଣ୍ଣ ପଦକ ବିଜୟିନୀଙ୍କୁ ୨ବର୍ଷ ବାସନ୍ଦ କରାଯାଇଛି। ଡୋପ୍‌ ପରୀକ୍ଷକମାନଙ୍କୁ ସେ ତାଙ୍କର ଅବସ୍ଥିତି...

ସ୍ବତନ୍ତ୍ର କ୍ଲବରେ ଓ୍ବାଟଲିଂ

ମାଉଣ୍ଟ ମାଉନଗାନୁଇ,୨୪।୧୧- ଶହେରୁ ଅଧିକ ବର୍ଷର ଟେଷ୍ଟ ଇତିହାସରେ ଏପର୍ଯ୍ୟନ୍ତ କେବଳ ୯ ଜଣ ଉଇକେଟକିପର ବ୍ୟାଟ୍ସମ୍ୟାନ ଦ୍ୱିଶତକ ହାସଲ କରିଛନ୍ତି। ଏହି କ୍ଲବରେ ସଦ୍ୟତମ...

ନ୍ୟୁଜିଲାଣ୍ଡକୁ ବଡ଼ ଝଟ୍‌କା

ଦୁବାଇ,୧୨।୧୧: ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡର ଦଳ ମଧ୍ୟରେ ଟାଇଟଲ ମୁକାବିଲା ୧୪ ନଭେମ୍ବରରେ ଅନୁଷ୍ଠିତ ହେବ। ଏହାପୂର୍ବରୁ କିୱି ଦଳ ଏକ ବଡ଼ ଝଟ୍‌କା ଲାଗିଛି।...

ବିବାହ ପରେ ହନିମୁନ୍‌ ନୁହେଁ, ଟୁର୍ନାମେଣ୍ଟ ଖେଳିବେ ଏହି ପ୍ରସିଦ୍ଧ ଖେଳାଳି

ଟୋକିଓ ଅଲିମ୍ପିକ୍ସରେ ପଦକ ଦାବିଦାର କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ନଭେମ୍ବର ୨୫ରେ ସଙ୍ଗୀତା ଫୋଗଟଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ। ସଙ୍ଗୀତା ହେଉଛଛି...

Advertisement
Archives

Model This Week