ଗୁଡ଼ ଖାଇଲେ ଏହି ସମସ୍ୟାରୁ ମିଳିବ ମୁକ୍ତି

ଶୀତଦିନେ ଅତ୍ୟଧିକ ଥଣ୍ଡାରେ ବାହାରେ ବୁଲିବା, ଥଣ୍ଡା ପାଣି ପିଇବା ଦ୍ୱାରା ଟନ୍‌ସିଲ୍‌ ବଢ଼ିଯିବା ସହ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ। ଏପରିକି କୌଣସି ଖାଦ୍ୟ ଗିଳିବା କଷ୍ଟକର ହୋଇପଡ଼େ। ଥଣ୍ଡା ଯୋଗୁ ବେଳେବେଳେ ଜ୍ୱର ମଧ୍ୟ ଆସିଥାଏ। ତେଣୁ ବିନା ଔଷଧରେ ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କୁହନ୍ତି, ଏପରି ସମସ୍ୟା ଦେଖାଦେଲେ ଗୁଡ଼ ଖାଇବା ଜରୁରୀ। ଏହା ଔଷଧ ଅପେକ୍ଷା ଖୁବ୍‌ ଶୀଘ୍ର କାମ କରିଥାଏ। ଗୁଡ଼ରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ  ରହିଛି। ଯାହା ଆଣ୍ଟି ବ୍ୟାୟୋଟିକ୍‌ ପରି କାମ କରିଥାଏ। ଏହା ସ୍ବାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ। ଗୁଡ଼ରେ ବହୁ ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ସେଲେନିୟମ ରହିଛି। ଯାହା ଇନ୍‌ଫେକ୍‌ସନ୍‌ଠାରୁ ଦୂରେଇ ରଖେ। ଗୁଡ଼କୁ ରାଶି ଏବଂ ଅଦା ସହିତ ମିଶାଇ ଖାଇଲେ ଟନ୍‌ସିଲ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଭୋଜନରେ ଗୁଡ଼ ସାମିଲ କଲେ ଗଳା ଦରଜ କମିବା ସହ ଦେହହାତ ଦରଜ ମଧ୍ୟ କମିଥାଏ। ଅଦା ଏବଂ ଗୁଡ଼ ମିଶାଇ ନାଲି ଚା’ ପ୍ରସ୍ତୁତ କରି ପିଇଲେ ଗଳା ଦରଜ କମିଥାଏ। ଏହି ସମୟରେ ଦହି, ଥଣ୍ଡା ପାନୀୟ, ଅତ୍ୟଧିକ ମିଠା ଖାଦ୍ୟଠାରୁ ଦୂରେଇ ରହିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ପ୍ରତିଦିନ ସକାଳେ ଅଧାଗ୍ଲାସେ ମେଥି ପାଣି ପିଇଲେ ବହୁ ଉପକାର ମିଳିଥାଏ। ଏହା ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରିଥାଏ। ଇନସୁଲିନ୍‌ ରକ୍ତରେ ଥିବା ଶର୍କରାକୁ ନିୟନ୍ତ୍ରିତ କରିଥାଏ।...

ଘରେ ଲାଫିଙ୍ଗ୍‌ ବୁଦ୍ଧ ମୂର୍ତ୍ତି ରଖିବାର ଉପକାରିତା…

ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତିକୁ ଘରେ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ। କାରଣ ତାଙ୍କର ହସୁଥିବା ଭଙ୍ଗୀକୁ ଦେଖିଲେ ମନରେ ସକାରାତ୍ମକ ଭାବନା ଜାଗ୍ରତ...

ବର୍ଷାଦିନେ ମହିଳାଙ୍କ ଟେନଶନ୍‌, କ’ଣ ପିନ୍ଧିବେ

ବର୍ଷାଦିନେ ମହିଳାଙ୍କ ଟେନଶନ୍‌ ବଢ଼ିଯାଏ ଯେ କ’ଣ ପିନ୍ଧିବେ ଓ ପିନ୍ଧିବେନି। ଯାହା ସେମାନଙ୍କୁ ଷ୍ଟାଇଲିଶ୍‌ କରିବା ସହିତ ଫ୍ୟାଶନ୍‌ ସହିତ ଯୋଡ଼ି ରଖେ। ଏଥିପାଇଁ...

ଜଳବାୟୁ ପରିବର୍ତ୍ତନ ବନାମ ବିବର୍ତ୍ତନ

”ଗୋଟିଏ ଅଞ୍ଚଳର ହାରାହାରି ଅଥବା ଦୀର୍ଘ ସମୟ ଧରି ଅନୁଭୂତ ପାଣିପାଗ ଅବସ୍ଥାକୁ ଜଳବାୟୁ କୁହାଯାଏ। ଅନ୍ୟପକ୍ଷରେ ବିଶ୍ୱ ତାପମାତ୍ରା, ବୃଷ୍ଟିପାତ, ବାୟୁ ପ୍ରବାହ ଏବଂ...

ଖାଲି ପ୍ରେମ ନୁହେଁ; ପୁରୁଷସାଥୀଙ୍କ ଭିତରେ ଏସବୁ ଗୁଣକୁ ଖୋଜିଥାନ୍ତି ମହିଳା…

ଖାଲି ପ୍ରେମରେ କଥା ଚଳେନାହିଁ, ସମ୍ପର୍କକୁ ହୃଷ୍ଟପୃଷ୍ଟ କରିବା ଲାଗି ଅନେକ ଜିନିଷ ଲୋଡା। ବିଶେଷକରି ମହିଳାମାନେ ନିଜ ସାଥୀଙ୍କଠାରୁ ପ୍ରେମ ବ୍ୟତିତ ଅନ୍ୟ ଗୁଣକୁ...

ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଅଲୁଭା

କେରଳର କୋଚିସ୍ଥିତ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହେଉଛି ଅଲୁଭା। ସ୍ଥାନୀୟ ଅଞ୍ଚଳରେ ପ୍ରବାହିତ ହେଉଥିବା ପ୍ରସିଦ୍ଧ ପେରିୟାର୍‌ ନାମକ ନଦୀଠାରୁ ଏହା ପ୍ରାୟ ୧୫ କି.ମି...

ଉପକାରୀ ଆଲୋଭେରା

ଆକର୍ଷଣୀୟ ଚେହେରା ପାଇବାକୁ କାହାର ବା ଇଚ୍ଛା ନୁହେଁ। ସେଥିପାଇଁ କିଏ କେତେ ପ୍ରକାରର ପ୍ରସାଧନ ସାମଗ୍ରୀର ବ୍ୟବହାର କରିଥାନ୍ତି। କିନ୍ତୁ ଜାଣନ୍ତି କି ସାମାନ୍ୟ...

ଶୀତଦିନେ ଶିଶୁର ଯତ୍ନ

ଶୀତଦିନେ ଶିଶୁଙ୍କୁ ଥଣ୍ଡା, କାଶ, ଜ୍ୱର ଏବେ ଇନ୍‌ଫେକ୍‌ଶନ ଆଦିରୁ ରକ୍ଷାକରିବା ନିମନ୍ତେ ସଚେତନ ରହିବା ଜରୁରୀ। ଏଥିପାଇଁ କ’ଣ ସବୁ କରିବେ ଜାଣି ରଖନ୍ତୁ...

Advertisement
Archives

Model This Week