Posted inଜାତୀୟ

ଗାଈ ଖେଳୁଛି ଫୁଟବଲ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୩।୭: ଏବେ ଗୋଟିଏ ଗାଈ ଫୁଟବଲ ଖେଳୁଥିବାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପଡ଼ିଆରେ କିଛି ପିଲା ଫୁଟବଲ ଖେଳୁଥିବାର ଦୃଶ୍ୟ ଭିଡ଼ିଓରେ ରହିଛି। ସେମାନଙ୍କ ପାଖରେ ଛିଡ଼ା ହୋଇଥିବା ଗାଈଟି ଫୁଟବଲକୁ ଗୋଡ଼ରେ ଲାତ ମାରିବା ସହିତ ଜଣେ ପୋଖତ ଖେଳୁଆଡ଼ ଭଳି ଖେଳୁ ଥିବା ଦୃଶ୍ୟ ସୋସିଆଲ୍‌ ମିଡ଼ିଆ ୟୁଜରଙ୍କୁ ବେଶ୍‌ ଆନନ୍ଦିତ କରିଛି। ୨ ମିନିଟ୍‌ ୧୨ ସେକେଣ୍ଡର ଏହି ଭିଡ଼ିଓ ଦେଖି କ୍ରିକେଟ କମେଣ୍ଟେଟର ହର୍ଷ ଭୋଗ୍‌ଲେ ଟୁଇଟ୍‌ କରିଛନ୍ତି ଯେ, ପୃଥିବୀର ଶ୍ରେଷ୍ଠ ଫୁଟବଲ ଖେଳାଳି ମଧ୍ୟ ଏହି ଗାଈର ଖେଳ ସାମ୍ନାରେ ହାର ମାନିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ରାଜ୍ୟ ସଭା ଆସନ ଲାଗି ୧୯ରେ ନିର୍ବାଚନ

ନୂଆଦିଲ୍ଲୀ,୧ା୬(ପି.ଟି.)-ରାଜ୍ୟ ସଭାର ୧୮ଟି ଆସନ ଲାଗି ଆସନ୍ତା ୧୯ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ସୋମବାର ନିର୍ବାଚନ କମିଶନ(ଇସି)ଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏହିସବୁ...

‘ବଙ୍ଗବିଭୂଷଣ’ ପୁରସ୍କାର ନେବାକୁ ମନାକଲେ ଅମର୍ତ୍ତ୍ୟ ସେନ

କୋଲକତା,୨୫।୭: ନୋବେଲ ପୁରସ୍କାର ବିଜେତା ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଅମର୍ତ୍ତ୍ୟ ସେନ ପଶ୍ଚିମବଙ୍ଗର ସର୍ବୋଚ୍ଚ ନାଗରିକ ପୁରସ୍କାର ‘ବଙ୍ଗବିଭୂଷଣ’ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି।...

ସିଏଏ ହିଂସାକୁ ନେଇ ପୋଲିସର କାର୍ଯ୍ୟାନୁଷ୍ଠାନ: ଏଏମ୍‌ୟୁର ୧୦ହଜାର ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ଅଲିଗଡ଼,୨୮।୧୨: ଉତ୍ତରପ୍ରଦେଶର ଅଲିଗଡ ମୁସ୍‌ଲିମ୍‌ ୟୁନିଭର୍ସିଟି(ଏଏମ୍‌ୟୁ)ର ୧୦ ହଜାର ଅଜ୍ଞାତ ଛାତ୍ରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ପୋଲିସ କହିବା ଅନୁସାରେ, ଡିସେମ୍ବର ୧୫ରେ...

ସୁଖବିନ୍ଦର ସିଂ ସୁଖୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶିମ୍‌ଲା,୧୧।୧୨: ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ସୁଖବିନ୍ଦର ସିଂ ସୁଖୁ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସୁଖୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ...

ସକାଳେ ଚାମଚେ ଏହି ରସ ମେଦବହୁଳତାରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଏହାର ସଫଳ ଚିକିତ୍ସା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ପ୍ରତିଦିନ ଚାମଚେ ଘିକୁଆଁରୀ...

ଦିଦିଙ୍କ ଘରେ ଭାଜପା ମିଶନ: ବିଦ୍ରୋହୀ ତାଲିକାରେ ଆଉ ଜଣେ ମନ୍ତ୍ରୀ

କୋଲକାତା, ୬।୧୨: ଭାଜପାର ପଶ୍ଚିମବଙ୍ଗ ମିଶନ ଜାରି ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳରେ ଫାଟ ବଢ଼ାଇବା ପାଇଁ ଭାଜପା ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଛି।...

ଦେଶରେ ଆଜି ୧୬୫ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୬।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬୫ ନୂଆ...

କମୁନି ଅନ୍ନଦାତାଙ୍କ ଋଣବୋଝ: ଦୋହଲି ଯାଇଛି ଆର୍ଥିକ ମେରୁଦଣ୍ଡ

ନୂଆଦିଲ୍ଲୀ,୨୩।୧୨: ସୋମବାର ଦେଶରେ ପାଳିତ ହେଉଛି କିଷାନ ଦିବସ। ଦେଶର ପଞ୍ଚମ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜନ୍ମତିଥିରେ ଏହା ପାଳିତ ହୋଇଆସୁଛି। ଚୌଧୁରୀ ଚରଣ...

Advertisement
Archives

Model This Week