ଗର୍ଭବତୀ ମହିଳା ଅଦା ଚା’ ପିଇବା ହାନିକାରକ

ଗର୍ଭବତୀ ମହିଳାଙ୍କୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। ସ୍ବାସ୍ଥ୍ୟପ୍ରଦ ଖାଦ୍ୟ, ହାଲ୍‌କା ବ୍ୟାୟାମ୍‌ ଦ୍ୱାରା ଜଣେ ମହିଳା ସୁସ୍ଥସବଳ ଶିଶୁକୁ ଜନ୍ମ ଦେଇଥାଏ। ଗର୍ଭଧାରଣ କରିବା ଦିନଠୁ ନେଇ ପିଲା ଜନ୍ମ ପର୍ଯ୍ୟନ୍ତ ମହିଳାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଆସିଥାଏ। ଏମିତିରେ ଅନେକ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଚା’ ପିଇବା ଅଭ୍ୟାସ ଥାଏ। କିନ୍ତୁ ଅଦା ଚା’ ପିଇବା ଦ୍ୱାରା ଗର୍ଭବତୀ ମହିଳାଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ। ଯଦିଓ ଅଦା ଶରୀରକୁ ହାନି ପହଞ୍ଚାଇ ନ ଥାଏ ଏବଂ ଶୀତଦିନେ ଏହା ବେଶ୍‌ ଲାଭଦାୟକ ଥାଏ, ତଥାପି ଏହା ଶରୀରକୁ ଭିତରୁ ଗରମ ରଖିଥାଏ। ଯାହାକି ଗର୍ଭବତୀ ମହିଳାଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏ ସମୟରେ ସେମାନଙ୍କ ଶରୀର ଅତ୍ୟନ୍ତ କୋମଳ ଥାଏ। ପ୍ରତିଦିନ ଅଦା ଚା’ ପିଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା, ପେଟ ଗଡ଼ବଡ଼, ଡାଇରିଆ, ଛାତିରେ ଜ୍ୱଳନ ଭଳି ସମସ୍ୟା ବଢ଼ିଯାଏ। ଯଦି ଏହି ଚା’ ପିଇବାକୁ ଇଚ୍ଛା ଥାଏ, ତେବେ ଡାକ୍ତରୀ ପରାମର୍ଶ ଦ୍ୱାରା କେତେ ପରିମାଣର ସେବନ କରିବା ଉଚିତ୍‌ ତାହା ବୁଝିନେବା ଉଚିତ୍‌। କିନ୍ତୁ ଯେଉଁ ଗର୍ଭବତୀ ମହିଳାମାନେ ଉଚ୍ଚରକ୍ତଚାପ ଜନିତ ସମସ୍ୟାରେ ପୀଡ଼ିତ ଥାନ୍ତି, ସେମାନେ ଅଦା ଚା’ଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ଭଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଉତ୍କଟ ହେଲା ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୭ା୬(ଆଇଏଏନ୍‌ଏସ୍‌): ଲକ୍‌ଡାଉନର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ୬ଟି ପ୍ରମୁଖ ସହରରେ ବାୟୁ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇଥିଲା। ତେବେ ଧୀରେ ଧୀରେ ଲକ୍‌ଡାଉନ ଖୋଲିବା ସହ...

୧୦୦ କୋଟିର ହେରୋଇନ ଜବତ

ନୂଆଦିଲ୍ଲୀ/ଶ୍ରୀନଗର,୧୨ା୬:ପାକିସ୍ତାନ ପ୍ରାୟୋଜିତ ଏକ ବଡ଼ ଧରଣର ନିଶାଦ୍ରବ୍ୟ କାରବାର ର଼୍ୟାକେଟର ପର୍ଦ୍ଦଫାସ୍‌ କରିଛି ଜମ୍ମୁ-କଶ୍ମୀରର ହଣ୍ଡଓ୍ବାରା ପୋଲିସ। ଏହି ଘଟଣାରେ ସମ୍ପୃକ୍ତ ୩ ଲଶ୍କର-ଇ-ତୋଇବା ଆତଙ୍କବାଦୀ...

ଭୂସ୍ଖଳନରେ ଗୋଟିଏ ପରିବାରର ଚାଲିଗଲା ୫ ଜୀବନ

ଥିରୁଭାନନ୍ତପୁରମ୍‌,୨୯।୮: କେରଳର ଥୋଡୁପୁଜାରେ ଏକ ଅଭାବନୀୟ ଘଟଣା ଘଟିଛି। ଭୂସ୍ଖଳନରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି। ଇଡୁକି ଜିଲାର ଥୋଡୁପୁଜା ନିକଟ କଞ୍ଜର...

ଅମ୍ଫନର ପ୍ରଭାବ: ବୁଡିଯାଇଛି କୋଲକାତା ବିମାନ ବନ୍ଦରର ରନଓ୍ବେ

କୋଲକାତା,୨୧।୫: ବାତ୍ୟା ଅମ୍ଫନର ପ୍ରଭାବ ଓଡ଼ିଶାା ଉପରେ ଯେତିକି ପଡିଛି ତା’ଠାରୁ ଯଥେଷ୍ଟ ଅଧିକ ପ୍ରଭାବ ପଡିଛି ପଶ୍ଚିମବଙ୍ଗ ଉପରେ। ଏଠାରେ ଘଣ୍ଟାକୁ ୧୬୦-୧୮୦ କିଲୋମିଟର...

କରୋନା ୩ୟ ଲହର ଓ ଶିଶୁ

ବିଶ୍ୱ ସ୍ବାସ୍ଥ୍ୟସଂସ୍ଥା ଆକଳନ ଅନୁଯାୟୀ କରୋନା ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ହାର ଅଧିକ ରହିବ। ଏଣେ ଏଯାଏ ସେମାନଙ୍କ ପାଇଁ ଭ୍ୟାକ୍ସିନ୍‌ ଉପଲବ୍ଧ ନ...

କ୍ଲାସ ମିସ୍‌ କରିବାରୁ ଲଦି ଦେଇଗଲେ

ଚେନ୍ନାଇ,୧୪।୧୦: କ୍ଲାସରୁମ୍‌ରେ ଜଣେ ଶିକ୍ଷକ ଛାତ୍ରଙ୍କୁ ବିଧା, ଗୋଇଠା ନଦି ଚାଲିଥିବାର ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି। ଏହି ଘଟଣା ତାମିଲନାଡୁର କୁଡାଲୋର...

ଭାରତ ଯୁଦ୍ଧ-ହିଂସାକୁ କେବେ ମଧ୍ୟ ସମର୍ଥନ କରେ ନାହିଁ : ପ୍ରତିରକ୍ଷାମନ୍ତ୍ରୀ…

ନୂଆଦିଲ୍ଲୀ,୩।୧୨ : ଭାରତ ଅନ୍ୟ ଦେଶର କୌଣସି ଅନିଷ୍ଟ କରେ ନାହିଁ କିମ୍ବା ସମସ୍ୟା ସୃଷ୍ଟି କରୁଥିବା ଲୋକଙ୍କୁ ସୁରକ୍ଷା ଦିଏ ନାହିଁ। ଭାରତ ଯୁଦ୍ଧ...

୨ ମହିଳାଙ୍କ ସାଇକେଲ ଅଭିଯାନ: ଅତିକ୍ରମ କରିବେ ୫,୦୦୦ କିମି

ଅମୃତସର, ୩।୨: ପ୍ରଦୂଷଣ ମୁକ୍ତ ପରିବେଶ ବାର୍ତ୍ତା ନେଇ ୨ ମହିଳା ଓ୍ବାଘା ବର୍ଡରଠାରୁ ଅରୁଣାଚଳପ୍ରଦେଶ ପର୍ଯ୍ୟନ୍ତ ସାଇକେଲ ଅଭିଯାନ ଆରମ୍ଭ କରିଛନ୍ତି। ବିହାରର ସାଓ୍ବିତା...

Advertisement
Archives

Model This Week