ଗର୍ଭବତୀ ମହିଳାଙ୍କ ପାଇଁ ଉପକାରୀ ବ୍ରୋକୋଲି

ବ୍ରୋକୋଲି ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ପ୍ରୋଟିନ୍‌, କ୍ୟାଲସିୟମ, କାର୍ବୋହାଇଡ୍ରେଟ୍‌, ଆଇରନ୍‌, ଭିଟାମିନ-ଏମ, ସି ଏବଂ ଅନେକ ପୋଷକ ତତ୍ତ୍ୱ ରହିଥାଏ। ଏହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ବ୍ରୋକୋଲି ଖାଇବା ଦ୍ୱାରା ସ୍ତନ କର୍କଟ, ଫୁସଫୁସ କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି। ବ୍ରୋକୋଲିରେ ଥିବା ପୋଷକ ତତ୍ତ୍ୱ ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିଥାଏ। ମଧୁମେହ ରୋଗୀ ପ୍ରତିଦିନ ବ୍ରୋକୋଲି ଖାଇବା ଦ୍ୱାରା ସେମାନଙ୍କୁ ଲାଭ ମିଳିଥାଏ। ଗର୍ଭବତୀ ମହିଳାମାନଙ୍କ ପାଇଁ ବ୍ରୋକୋଲି  ମଧ୍ୟ ଖୁବ ଲାଭଦାୟକ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଟାଟୁ ପାଇଁ ହୋଇପାରେ ସ୍କିନ୍‌ କ୍ୟାନ୍‌ସର

ବର୍ତ୍ତମାନ ଯୁବପିଢ଼ିଙ୍କ ଫ୍ୟାଶନରେ ଟାଟୁ ବେଶ୍‌ ଆଗରେ ରହିଛି। ତେବେ ଏଥିପାଇଁ ବ୍ୟବହୃତ ରଙ୍ଗ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି ଓ୍ବାଶିଂଟନ୍‌ ୟୁନିଭର୍ସିଟିର...

କମାନ୍ତୁ ପିଲାଙ୍କ ମେଦବହୁଳତା

ପିଲାମାନେ ମୋଟା ହେଲେ ଅନେକ ଅଭିଭାବକ ଖୁସି ହୁଅନ୍ତି। ଆଉ ପିଲା ସାମାନ୍ୟ ପତଳା ଦେଖାଗଲେ କିମ୍ବା କେହି ଏ ବିଷୟରେ କହିଦେଲେ ଯେମିତି ସେମାନଙ୍କର...

କଥା କହିବାରେ ସମସ୍ୟା ହୋଇପାରେ କରୋନା ଲକ୍ଷଣ

ଜେନିଭା: ମହାମାରୀ କରୋନା ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢ଼ାଇଦେଇଛି। ଅଦ୍ୟାବଧି ୪୮ ଲକ୍ଷରୁ ଅଧିକ ଲୋକ ଏହି ଭୂତାଣୁ କବଳରେ ଫସିଥିବା ବେଳେ ୩ ଲକ୍ଷରୁ...

ପ୍ରତିଦିନ ମାତ୍ର ୧ ଘଣ୍ଟା ହସନ୍ତୁ,ମିଳିବ ଏହିସବୁ ଫାଇଦା

ହସିବାକୁ ଅନେକ ରୋଗର ମହୌଷଧି ବୋଲି କୁହାଯାଏ। ହସିବା ଦ୍ୱାରା ଶରୀରର ମାଂସପେଶୀ, ଚକ୍ଷୁ, ହୃତ୍‌ପିଣ୍ଡ ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ। ୟୁନିଭରସିଟି ଅଫ୍‌ ମେରିଲାଣ୍ଡ୍‌ଠାରେ...

ପାର୍ଟି ପାଇଁ ମେକ୍‌ ଅପ୍‌

ପାର୍ଟିକୁ ଯିବାକୁ ହେଲେ କେବଳ ପାର୍ଲର ଗୋଟିଏ ଅପ୍ସନ୍‌ ନୁହେଁ, ଆପଣ ଚାହିଁଲେ ଘରେ ବି ନେଇପାରିବେ ମେକ୍‌ଅପ୍‌ । ଜାଣନ୍ତୁ ସେ ନେଇ କିଛି...

ଅର୍ଶ ଭଲ କରେ ପିଜୁଳି

ପିଜୁଳିକୁ ହିନ୍ଦୀରେ ଅମୃଦ୍‌ ବୋଲି କୁହାଯାଇଥାଏ। କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଦରଜ, ଗ୍ୟାସ, ଏସିଡିଟି...

ସିଙ୍ଗଲ ରହିବାର ୬ଟି ସୁବିଧା: ଜାଣିଲେ ଆପଣ ବି କହିବେ ସାରା ଜୀବନ ରହିଯିବି ଏକା

ଏହା ସତ୍ୟ ଯେ, କାହା ସହିତ ରହିବା ଜୀବନକୁ ଖୁସି ଦେଇଥାଏ। ମାତ୍ର ଏକାକୀ ମଧ୍ୟ ଏତେ ଖରାପ ନୁହେଁ। ଏକାକୀ ଆପଣଙ୍କୁ ନିଜ ବିଷୟରେ...

ଭିନ୍ନ ଏଇ ଟୁଥ୍‌ପେଷ୍ଟ

ସକାଳ ହେଲେ ଲୋଡ଼ାହୁଏ ଟୁଥ୍‌ବ୍ରଶ୍‌ ଆଉ ଟୁଥ୍‌ପେଷ୍ଟ। ଯଦି ଟୁଥ୍‌ପେଷ୍ଟର ସ୍ବାଦ ଭଲ, ତେବେ ବ୍ରଶ୍‌ କରିବାକୁ ଭଲ ଲାଗେ। ଆଉ ଫ୍ରେଶ୍‌ ଅନୁଭବ ହୁଏ।...

Advertisement
Archives

Model This Week