Posted inଜାତୀୟ

ଗଙ୍ଗା ପ୍ରଦୂଷଣ: ମୋଦି ସରକାର ଆଣିବେ ନୂଆ ଆଇନ; ୫ ବର୍ଷ ଜେଲ୍‌ ସହିତ ହୋଇପାରେ ୫୦ କୋଟି ଜରିମାନା

ନୂଆଦିଲ୍ଲୀ,୧୭।୧୧: ଗଙ୍ଗା ପ୍ରଦୂଷଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ନୂଆ ଆଇନ ଆଣିବେ। ଏନେଇ ଶୀତ ଅଧିବେଶନରେ ପ୍ରସ୍ତାବ ଅଣାଯିବାର ସମ୍ଭାବନା ରହିଛି। ଏହା ଆଇନରେ ପରିଣତ ହେଲେ ପ୍ରଦୂଷଣକାରୀଙ୍କୁ ୫ ବର୍ଷ ଜେଲ୍‌ଦଣ୍ଡ ସହିତ ୫୦ କୋଟି ଟଙ୍କାର ଜରିମାନା ଦଣ୍ଡାଦେଶ କରାଯିବ। ଗଙ୍ଗାରେ ବର୍ଜ୍ୟବସ୍ତୁ ପକାଇବା, ପାଣି ଅବରୋଧ କରିବା, ବେଆଇନ ନିର୍ମାଣ ଆଦି ୧୩ ପ୍ରକାର କାର୍ଯ୍ୟଦ୍ୱାରା ପ୍ରଦୂଷଣ ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷ ଅବା ଶିଳ୍ପସଂସ୍ଥା ମାଲିକଙ୍କ ଉପରେ ଏହି ନିୟମ ଲାଗୁ ହେବ ବୋଲି କୁହାଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟ ପ୍ରଦେଶର ୨୮ ଆସନରେ ଭାଜପା ଆଗରେ ୨୮ହଜାରରେ ସିନ୍ଧିଆ ପଛରେ

ଭୋପାଳ,୨୩।୫: ମଧ୍ୟପ୍ରଦେଶର ପ୍ରାୟ ୨୮ ଆସନରେ ଭାଜପା ଆଗରେ ଥିବା ବେଳେ ଏଠାକାର କଂଗ୍ରେସର ହେଭିଓ୍ବେଟ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୮ ହଜାର ଭୋଟରେ ପଛରେ...

ଗୁପ୍‌କାର ଗ୍ୟାଙ୍ଗ୍‌ ଅପବିତ୍ର ମେଣ୍ଟ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ଜମ୍ମୁ-କଶ୍ମୀରରେ ଜିଲା ବିକାଶ ପରିଷଦ ନିର୍ବାଚନ ପାଇଁ ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଥିବାବେଳେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଙ୍ଗଳବାର ବିରୋଧୀଙ୍କୁ ଘେରିଛନ୍ତି। ପିପୁଲ୍ସ...

ବାଜି ମାରିଲେ ଶାହ, ଚାହିଁ ରହିଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୧୦: ହରିୟାଣାରେ ହୋଇଥିବା ବିଧାନସଭା ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳି ନ ଥିବା ବେଳେ ଭାଜପା ଏବେ ସରକାର ଗଢିବାକୁ ଯାଉଛି। ଅସଲ କଥା...

ଭାଜପାର ମିଶନ ୬୫ ଫେଲ୍‌: ବାଟରେ କଣ୍ଟା ସାଜିଲା ୫ କାରଣ

ରାଞ୍ଚି,୨୩।୧୨: ଝାଡ଼ଖଣ୍ଡରେ ଭାଜପାର ମିଶନ ୬୫ ଫେଲ୍‌ ମାରିଛି। ବିଧାନସଭା ନିର୍ବାଚନ ଫଳାଫଳ କଂଗ୍ରେସ-ଜେଏମ୍‌ଏମ ମେଣ୍ଟ ସପକ୍ଷରେ ଯାଇଛି। ମୁଖ୍ୟମନ୍ତ୍ରୀ ରଘୁବର ଦାସ ସରକାରଙ୍କୁ ଲୋକେ...

ଡିସେମ୍ବର ୩୧ ପର୍ଯ୍ୟନ୍ତ ବିଦେଶକୁ ବିମାନ ଯାତ୍ରା ମନା

ନୂଆଦିଲ୍ଲୀ,୨୬ ।୧୧: ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଭାରତ ଏବେ କର୍ମସିୟାଲ ଇଣ୍ଟରନ୍ୟାଶନାଲ ଫ୍ଲାଇଟ ଚଳାଚଳକୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ...

ସରିଲା ଭୋଟ ଗ୍ରହଣ,୨୧ରେ ଫଳାଫଳ

ନୂଆଦିଲ୍ଲୀ,୧୮।୭: ଦେଶର ୧୫ତମ ରାଷ୍ଟ୍ରପତି ଚୟନ ପାଇଁ ସୋମବାର ମତଦାନ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା।...

ଖୁର୍ସିଦଙ୍କ ପୁସ୍ତକ ନିଷେଧ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୬।୧୧: ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନୂତନ ପୁସ୍ତକକୁ ନିଷେଧ କରିବା ଲାଗି ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଭାବାବେଗକୁ...

ଦେଶରେ ବଢ଼ିଛି ଚିତାବାଘ ସଂଖ୍ୟା: ଟୁଇଟ୍‌ କରି ମୋଦି ଦେଲେ ସୂଚନା

ନୂଆଦିଲ୍ଲୀ,୨୨।୧୨: ଦେଶରେ ଚିତାବାଘଙ୍କ ସଂଖ୍ୟା ବଢ଼ିଛି। ଏନେଇ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସରକାରଙ୍କ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ...

Advertisement
Archives

Model This Week