ଖାଲି ପାଦରେ ୧୨ କିଲୋମିଟର ଚାଲି ତିରୁପତି ଦର୍ଶନ କଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ନବାଗତା ଅଭିନେତ୍ରୀ ଜାହ୍ନବୀ କପୁର ଯେତେ ଆଧୁନିକ ହେଲେ ମଧ୍ୟ ନିଜ ସଂସ୍କୃତିକୁ ସେ ବେଶ୍‌ ଭଲ ପାଆନ୍ତି। ପ୍ରାୟ ସମୟରେ ତାଙ୍କୁ ପାରମ୍ପରିକ ଶାଢ଼ୀରେ ମଧ୍ୟ ଦେଖିବାକୁ ମିଳିଥାଏ। ସୋମବାର ସକାଳେ ଜାହ୍ନବୀ ଭିଆଇପି ବ୍ରେକ୍‌ ସମୟରେ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିର ଦର୍ଶନ କରିଛନ୍ତି। ସେ ପୁଣି ୧୨ କିଲୋମିଟର ଖାଲି ପାଦରେ ପାହାଡ଼ ଚଢ଼ି ତିରୁପତିଙ୍କ ଦର୍ଶନ କରିଥିବା ଜଣାପଡ଼ିଛି। ଏହାର କିଛି ଫଟୋକୁ ଜାହ୍ନବୀ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

 

ଶେୟାର ହୋଇଥିବା ଫଟୋଗୁଡିକରେ କେଉଁଠି ଜାହ୍ନବୀ ଶିଢ଼ି ଚଢ଼ୁଛନ୍ତି ତ କେଉଁଠି ବିଶ୍ରାମ ନେଉଥିବାର ଦେଖିବାକୁ ମିଳିଛି। ହ୍ବାଇଟ୍‌ କଲରର ଶାଲଓ୍ବାରରେ ସେ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କାର୍ଯ୍ୟ କଥା କହିବାକୁ ଗଲେ ତାଙ୍କ ହାତରେ ଏବେ ବହୁ ପ୍ରୋଜେକ୍ଟ ରହିଛି। ଖୁବ୍‌ଶୀଘ୍ର ସେ ଫିଲ୍ମ ‘ଗୁଞ୍ଜନ ସାକ୍ସସେନା’ରେ ନଜର ଆସିବେ। ସେଥିରେ ତାଙ୍କୁ ଜଣେ ଫାଇଟର ପାଇଲଟ ଭୂମିକାରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନୟ ପାଇଁ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଫିଲ୍ମରେ ଅନ୍ତରଙ୍ଗ ମୁହୂର୍ତ୍ତ ଏବଂ ଚୁମ୍ବନ ଦୃଶ୍ୟ କରି ବେଶ୍‌ ହଇଚଇ ସୃଷ୍ଟି କରିଥିବା ଅଭିନେତ୍ରୀ ହେଲେ ମଲ୍ଲିକା ଶେରାଓ୍ବତ୍‌। ୨୦୦୩ରେ ଫିଲ୍ମ ‘ଖ୍ବାହିଶ’ରୁ...

ପାନ ପାଇଁ…

ରାଜ କୁମାର ହିରାନୀଙ୍କ ‘ପିକେ’ ଶୁଟିଂ ସମୟର କଥା। ଏହାର ଶୁଟିଂ ଶେଟ୍‌କୁ କିଏ ଆସୁ ବା ନ ଆସୁ, ପ୍ରଥମେ ଜଣେ ପାନ ଦୋକାନୀ...

ଜନ୍ମଦିନରେ ଅମିରଙ୍କୁ ବଡ଼ ଉପହାର ଦେଲେ ପୂର୍ବତନ ସ୍ତ୍ରୀ

ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନ ଆଜି ୫୭ ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରଶଂସକଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା...

ଏହି ଫିଲ୍ମ ଦେଖିବାକୁ ଅପେକ୍ଷା କରିଛନ୍ତି ସଚିନ ତେନ୍ଦୁଲକର

ଭାରତୀୟ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ‘ଶାବାସ ମିଠୁ’ ଫିଲ୍ମର ଟ୍ରେଲର ମୁକ୍ତିଲାଭ କରିଛି। ଟ୍ରେଲରକୁ ସୋସିଆଲ...

ଫାଷ୍ଟ ସେକେଣ୍ଡ ଚାନ୍ସର ପୋଷ୍ଟର ଜାରି

ମୁମ୍ବାଇ: ଫିଲ୍ମ ଫାଷ୍ଟ ସେକେଣ୍ଡ ଚାନ୍ସର ପୋଷ୍ଟର ବୁଧବାର ଜାରି କରାଯାଇଛି। ଏହି ଫିଲ୍ମରେ ଅନନ୍ତ ମହାଦେବନ ଓ ଲକ୍ଷ୍ମୀ ଆର ଆୟାରଙ୍କ ସହ ‘ହମ...

୩୫ ବର୍ଷରେ ଅଙ୍କିତା: ୬ ବର୍ଷ ଲିଭ୍‌ଇନ୍‌ ପରେ ସୁଶାନ୍ତଙ୍କ ସହିତ ହୋଇଥିଲା ବ୍ରେକ୍‌ଅପ୍‌

ମୁମ୍ବାଇ: ଛୋଟ ପରଦାର ପବିତ୍ର ରିସ୍ତାରୁ କ୍ୟାରିୟର ଆରମ୍ଭ କରିଥିବା ସୁନ୍ଦରୀ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଗୁରୁବାର ୩୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର...

ଜାଣନ୍ତୁ କେମିତି ବଦଳିଗଲା ‘ବାବା କା ଢାବା’ ମାଲିକଙ୍କ ଭାଗ୍ୟ

ମୁମ୍ବାଇ,୧୦।୧: ଆମେ ସମସ୍ତେ ଜାଣିଛେ ଢାବା ମାଲିକ ବାବାଙ୍କ ଭାଗ୍ୟ ବଦଳିଗଲାଣି। ଅମିତାଭ ବଚ୍ଚନଙ୍କୁ ଭାଇ ବୋଲି ମାନୁଥିବା ଢାବା ମାଲିକଙ୍କ ଭାଗ୍ୟ ଯେ, ଏତେ...

ପରଦାରେ ଟକ୍କର ଦେଉଛି ‘ଦ କଶ୍ମୀର ଫାଇଲ୍ସ’: ବ୍ୟବସାୟରେ ରଚିଲା କୀର୍ତ୍ତିମାନ

ବମ୍ବେ: ସୁପରଷ୍ଟାର ପ୍ରଭାସଙ୍କ ‘ରାଧେ ଶ୍ୟାମ’କୁ ପରଦାରେ ଟକ୍କର ଦେଉଛି ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ମାତ୍ର ୬୩୦ ସିନେମାହଲ୍‌ରେ...

Advertisement
Archives

Model This Week